Browsing Category
ଦେଶ ବିଦେଶ
ମହାରାଷ୍ଟ୍ରର ୪ ଆସନରେ ନିର୍ବାଚନ, କିଏ ମାରିବ ବାଜି
ନୂଆଦିଲ୍ଲୀ: ଆଜି ସକାଳ ୭ଟାରୁ ମହାରାଷ୍ଟ୍ରର ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ମୁମ୍ବାଇ, କୋଙ୍କୋଣ, ନାଶିକ ଅଞ୍ଚରେ ମାହାରାଷ୍ଟ୍ର ବିଧାନସଭାର ଚାରୋଟି ଆସନରେ ନିର୍ବାଚନ ଚାଲିଛି । ଏହାର ଫଳାଫଳ ଘୋଷଣା ଜୁଲାଇ ୧…
ଅଯୋଧ୍ୟାରେ ୬୫୦ କୋଟି ଟଙ୍କାର ନିବେଶ କରିବ ଟାଟା ଗ୍ରୁପ, ନିର୍ମାଣ ହେବ ମନ୍ଦିରର ଭବ୍ୟ ସଂଗ୍ରହାଳୟ
ନୂଆଦିଲ୍ଲୀ: ଟାଟା ଗ୍ରୁପ ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ମନ୍ଦିରମାନଙ୍କର ସଂଗ୍ରହାଳୟ (ମ୍ୟୁଜିୟମ ଅଫ ଟେମ୍ପଲ୍ସ) ନିର୍ମାଣ କରିବାକୁ ଯାଉଛି । ଏହି ମ୍ୟୁଜିୟମ ୬୫୦ କୋଟି ଟଙ୍କାରେ ନିର୍ମାଣ ହେବ । ଏହାର ପ୍ରସ୍ତାବକୁ…
Google ଜିମେଲ ପାଇଁ ରୋଲଆଉଟ କଲା Gemini, କ୍ଷଣିକରେ ହୋଇଯିବ ସବୁକାମ
ନୂଆଦିଲ୍ଲୀ: ଆଜିର ସମୟରେ ଏଆଇ ଟେକ୍ନୋଲୋଜୀର ପରିବର୍ତ୍ତନ ହେବାରେ ଲାଗିଛି । ଗୁଗୁଲର ଜେମିନି ହେଉ କି ଓପେନଏଆଇର ଚାଟଜିପିଟି ହେଉ, ଏହି ନୂଆ ଏଆଇ ଚାଟବୋଟସ ଆମ ଜୀବନର ଅନେକ ବଡ଼ କାମକୁ ସହଜ କରିଦେଉଛି । ତେବେ ମେଟା…
ପ୍ରଥମେ କେଉଁଠି ବ୍ୟବହାର ହୋଇଥିଲା BARCODE? କିପରି ତିଆରି ହୁଏ ବାରକୋଡ? ଜାଣନ୍ତୁ ଏହାର ଇତିହାସ
ଓଡ଼ିଶା ଭାସ୍କର: ୧୯୭୪ ମସିହା ଜୁନ୍ ୨୬ ତାରିଖ, ଆଜିକୁ ଠିକ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏକ ନୂଆ ଟେକନିକ । ପ୍ରଥମ ଥର ପାଇଁ ସ୍କାନ ହୋଇଥିଲା ୟୁନିଭର୍ସାଲ ପ୍ରଡକ୍ଟ କୋଡ୍ । ଓହିଓର ଟ୍ରାୟର ମାର୍ଶ ସୁପର…
କବାବ ଏବଂ ଚିକେନରେ ଅପ୍ରାକୃତିକ ରଙ୍ଗ ବ୍ୟବହାରକୁ ମନା, ଜାଣନ୍ତୁ କାହିଁକି ବ୍ୟାନ କଲେ ସରକାର
ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚିକେନ ଏବଂ ଫିସ କବାବରେ ବିଭିନ୍ନ ପ୍ରକାରର ଅପ୍ରାକୃତିକ ରଙ୍ଗ ମିଶାଯାଉଛି । ଏହି ମାମଲା କର୍ଣ୍ଣାଟକରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ସରକାର ଏପରି ବ୍ୟବହାରକୁ ବ୍ୟାନ…
(Video) କାହିଁକି ଗଙ୍ଗା ନଦୀରେ ଲାଗେ ଭକ୍ତଙ୍କ ଭିଡ଼? ବର୍ଷସାରା ଚଳଚଞ୍ଚଳ ହରିଦ୍ୱାର, ପୌରାଣିକ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ଓଡ଼ିଶା ଭାସ୍କର: ହରିଦ୍ୱାର ଉତ୍ତରାଖଣ୍ଡ ରାଜ୍ୟର ଏହା ଏକ ପବିତ୍ର ଧାର୍ମିକସ୍ଥଳୀ । ଏଠାରେ ହଜାର ହଜାର ଲୋକଙ୍କ ସମାଗମଯୋଗୁଁ କୋଳାହଳ ଲାଗି ରହିଥାଏ । ତଥାପି ଏଠାରେ ପହଞ୍ଚିଗଲେ, ମଣିଷର ଆତ୍ମା ଓ ମନକୁ ଶାନ୍ତି…
ଭାରତୀୟ ସେନାରେ ଆସିଲା ନୂତନ ନିଯୁକ୍ତି ସୁଯୋଗ, ଏବେ ଠାରୁ କରନ୍ତୁ ଆବେଦନ
ଓଡିଶା ଭାସ୍କର: ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ,…
Jio-Airtel Sim ୟୁଜର୍ସ ସାବଧାନ୍! ଜୁଲାଇ ୧ ତାରିଖରୁ ବଦଳିଯିବ ଏହିସବୁ ନିୟମ
ନୂଆଦିଲ୍ଲୀ: ଦେଶରେ ମୋବାଇଲ ନମ୍ବର ପୋର୍ଟବିଲିଟି ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଫାଇଦା ଉଠାଇ ସିମ୍ ସ୍ୱାପ୍ ଠକାମୀକୁ କମ୍ କରିବା ପାଇଁ ନୂଆ ପଦକ୍ଷେପ ନେଉଛି ଭାରତୀୟ ଦୂରସଞ୍ଚାର ନିୟାମକ(ଟ୍ରାଇ) । ମୋବାଇଲ…
ଓମ୍ ବିର୍ଲା ମାରିଲେ ମୋହର, କେ. ସୁରେଶଙ୍କୁ ହରାଇ ହେଲେ ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ: ଆଜି ଲୋକସଭା ଭବନରେ ଚାଲିଥିଲା ବାଚସ୍ପତି ନିର୍ବାଚନ । ଏଥିରେ ବାଜି ମାରିଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ତାଙ୍କ ବିପକ୍ଷ ପ୍ରାର୍ଥୀ କଂଗ୍ରେସ କେ. ସୁରେଶଙ୍କୁ ହରାଇ ସେ ଲୋକସଭା ବାଚସ୍ପତି ହୋଇଛନ୍ତି…