Browsing Category
ଦେଶ ବିଦେଶ
‘ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହେବି’, ଏକଜିଟ୍ ପୋଲକୁ ନେଇ ଆପ୍ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ନେଇ ଶନିବାର ଆସିଥିବା ଅନେକ ଏଗଜିଟ୍ ପୋଲରୁ ଅନୁମାନ କରାଯାଉଛି । ଏହା ସହ…
‘୪ ଜୁନ୍ରେ ରାହୁଲ କରିବେ ସାଧନା, ଏବେ ଖୋଜୁଛନ୍ତି ଗୁମ୍ଫା’, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଙ୍କ କଟାକ୍ଷ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ସରିଯିବା ପରେ ଏକଜିଟ୍ ପୋଲ ଅନୁମାନ ସାମ୍ନାକୁ ଆସିଯାଇଛି । ସମସ୍ତ ଏକଜିଟ୍ ପୋଲ୍ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋରଦାର ବିଜୟ ଦେଖିବାକୁ…
ଅରୁଣାଚଳରେ ବିଜେପି ବିଜୟ ଆଡକୁ ଅଗ୍ରସର, ସିକିମ୍ରେ SKM ର ଜଲୱା
ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଛି । ୬୦ ସିଟ୍ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ବହୁମତ ହାସଲ କରିସାରିଲାଣି । ଏଠାରେ ବିଜେପି ୨୩ ସିଟ୍ରେ ଜିତି…
‘ମୋଦୀ ସରକାର ୩.୦’ ପାଇଁ ପ୍ରସ୍ତୁତି; ୧୦୦ ଦିନିଆ ରୋଡମ୍ୟାପକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ନୂଆଦିଲ୍ଲୀ: ଦେଶରେ ଜୁନ ୧ରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଜାରି ରହିଛି ଭୋଟ୍ ଗଣତି । ଏହି ଦୁଇଟି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ବିଜେପି ଏବଂ କଂଗ୍ରେସ ମଧ୍ୟରେ…
‘ଓଡ଼ିଶା ଓ ପଶ୍ଚିମବଙ୍ଗରେ ୪ ଜୁନ୍ ପରେ ମଧ୍ୟ ରହିବେ ସୁରକ୍ଷାବଳ’, ନିର୍ବାଚନ ଆୟୋଗ କାହିଁକି ଦେଇଛନ୍ତି ଏହି କଡା ନିର୍ଦ୍ଦେଶ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହୋଇଥିଲେ ବି କୌଣସି ପ୍ରକାର ହିଂସା କିମ୍ବା ବିଶୃଙ୍ଖଳାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ଠୋସ୍ ବ୍ୟବସ୍ଥା କରିଛନ୍ତି । ଜୁନ୍ ୪ ରେ ଭୋଟ୍ ଗଣତି ପରେ ମଧ୍ୟ ପଶ୍ଚିମବଙ୍ଗ ଏବଂ…
ପଞ୍ଜାବରେ ମୁହାଁମୁହିଁ ହେଲେ ଦୁଇଟି ଟ୍ରେନ୍, ୨ ଲୋକପାଇଲଟ୍ ଗୁରୁତର
ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣା ବର୍ଷେ ପୂରଣ ହୋଇଥିବା ବେଳେ ଆଜି ପଞ୍ଜାବର ରେଳ ଦୁର୍ଘଟଣା ପୁଣି ସେହିଦିନକୁ ମନେ ପକେଇ ଦେଇଛି । ରବିିବାର ଭୋର ୪ଟା ସମୟରେ ପଞ୍ଜାବର ଫତେଗଡ଼ଠାରେ ଘଟିଛି ଟ୍ରେନ୍ ଦୁର୍ଘଟଣା ।…
ସିକ୍କିମରେ କଡ଼ା ଟକ୍କର; ଅରୁଣାଚଳ ପ୍ରଦେଶରେ ୧୦ଟି ଆସନରେ ବିଜେପି ଆଗରେ
ନୂଆଦିଲ୍ଲୀ: ଆଜି ଦୁଇଟି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇସାରିଛି । ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସାଭା ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି । ଆଗାମୀ ଲୋକସଭା ନିର୍ବାଚନ ରେଜଲ୍ଟ ଆସିବା ଆଗରୁ ଏହି ଦୁଇଟି ରାଜ୍ୟ…
ବିଜେପି ପ୍ରାର୍ଥୀ ରାମକୃପାଳ ଯାଦବଙ୍କ ଉପରେ ଫାୟାରିଂ, ପାଟଲିପୁତ୍ର ଲୋକସଭା ଆସନରୁ କରୁଥିଲେ ପ୍ରତିଦ୍ୱନ୍ଦିତା
ପାଟନା: ଶନିବାର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଅନେକ ସ୍ଥାନରେ ମତଦାନ କେନ୍ଦ୍ରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ତେବେ ପାଟନାର ପାଟଲିପୁତ୍ର ଲୋକସଭା ଆସନରୁ ବିଜେପି…
ଆଜି ଇତିହାସ ରଚିଲା ଭାରତ : ଜାଣନ୍ତୁ ମତଦାନ ଶେଷ ହେବା ପରେ କ’ଣ କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ
ନୂଆଦିଲ୍ଲୀ : ଭାରତ ଆଜି ଇତିହାସ ରଚିଛି । ଏପ୍ରିଲ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା…
ତୃତୀୟ ଥର ପୁଣି ନରେନ୍ଦ୍ର ମୋଦୀ ସରକାର: I.N.D.I.A ଗଠବନ୍ଧନକୁ ମିଳିବ ୧୫୪ ଟି ଆସନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଏକଜିଟ୍ ପୋଲର ଫଳାଫଳ ବାହାରିଛି । ରିପବ୍ଲିକ୍ ମାଟ୍ରିଜ୍ ଏକ୍ଜିଟ୍ ପୋଲ୍ ଦ୍ୱାରା କରାଯାଇଥିବା ଲୋକସଭା ଏକ୍ଜିଟ୍ ପୋଲର ଫଳାଫଳ କହୁଛି ଯେ ନରେନ୍ଦ୍ର ମୋଦୀ ସରକାର ପୁଣି ଗଠନ…