Browsing Category
ଦେଶ ବିଦେଶ
ଖରା ପାଇଁ ସ୍କୁଲ ଛୁଟି: ଜୁନ୍ ୩୦ ଯାଏଁ ରାଜଧାନୀରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଛୁଟି ଘୋଷଣା
ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ତେବେ ଏହି ହିଟୱେଭକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି…
ଭାଗ୍ୟ ଦେଲାନି ସାଥ୍… ଜୀବନ ଯୁଦ୍ଧରେ ହାରିଗଲେ ଏହିସବୁ ମହାନ୍ ଯୋଦ୍ଧା: ଅନେକ VVIP ସାମିଲ
ଓଡ଼ିଶା ଭାସ୍କର: ହେଲିକପ୍ଟର ଦୁର୍ଘଟଣାରେ ଇରାନ ନିଜ ଦେଶର ରାଷ୍ଟ୍ରପତି ଇବ୍ରାହିମ ରଇସି । ୬୩ ବର୍ଷ ବୟସରେ ରଇସିଙ୍କ ଦେହାନ୍ତ ବର୍ତ୍ତମାନ ସମଗ୍ର ଇରାନକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ରାଷ୍ଟ୍ରପତି ରଇସିଙ୍କ…
ଭୋଟ୍ ବର୍ଜନ ବେଳେ ହଠାତ୍ ପହଞ୍ଚିଲେ ରାହୁଲ; ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ଚିଡ଼ାଇଦେଲେ ଭୋଟର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ସୋମବାର ଭୋଟ୍ ଗ୍ରହଣ ହୋଇଥିଲା। ସେପଟେ ଉତ୍ତରପ୍ରଦେଶର ହଟ୍ ସିଟ୍ ରାଏବରେଲିର ଏକ ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି। ଯେଉଁମାନେ ଭୋଟ୍ ବର୍ଜନ କରିଥିଲେ…
ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ; ଲୁହା ରଡ଼ରେ ପିଟିଲେ, କ୍ଷତରେ ଲୁଣ ପକାଇ ବାଇକ୍ ଚଢ଼ାଇଦେଲେ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରୁ ଆସିଲା ସାଙ୍ଘାତିକ ଖବର। ଚୋର ସନ୍ଦେହରେ ଯୁବକଙ୍କୁ ଜଘନ୍ୟ ହତ୍ୟାକାଣ୍ଡ। ପ୍ରଥମେ ବାଡ଼ି ଓ ରଡରେ ମାଡ଼ ମାରି ଫଟେଇଦେଲେ ଏତିକିରୁ ମନ ବୁଝିଲାନି ଆହତ ଯୁବକଙ୍କ କ୍ଷତରେ…
ଏଣିକି ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ମାଟ୍ରିକ ପିଲା: ୨୦୨୫ରୁ ଦ୍ୱାଦଶ ପିଲା ବି ହେବେ ସାମିଲ
ନୂଆଦିଲ୍ଲୀ: ଦେଶରେ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ…
ଦୁର୍ଘଟଣା ନା ହତ୍ୟା? ଇରାନ୍ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ଷଡ଼ଯନ୍ତ୍ର କରିଛି କି ଇସ୍ରାଏଲ?
ଓଡ଼ିଶା ଭାସ୍କର: ହେଲିକପ୍ଟର କ୍ରାସ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରଇସି । ରାଷ୍ଟ୍ରପତିଙ୍କ ସମେତ ଇରାନର ବିଦେଶ ମନ୍ତ୍ରୀ ହୁସୈନ ଅମୀର ଅବଦୁଲ୍ଲାହିୟନଙ୍କ ସମେତ ୯ ଜଣ ଏହି…
ପୁଅର ଭୁଲ୍ ପାଇଁ ବାପା-ମା’ଙ୍କୁ ଦଣ୍ଡ ଦେଲେ ଗାଁ ଲୋକ; ଦଳିତ ଦମ୍ପତିଙ୍କୁ ମାଡ଼ ମାରିବା ସହ ପିନ୍ଧାଇଲେ ଜୋତାମାଳ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ଜଣେ ବୃଦ୍ଧ ଦଳିତ ଦମ୍ପତିଙ୍କୁ ମାଡ଼ ମାରିବା ସହ ଜୋତାମାଳ ପିନ୍ଧାଇବା ଅଭିଯୋଗ ହୋଇଛି। ରବିବାର ପୋଲିସ ଏହି ସୂଚନା ଦେଇଛି। ପୁଲିସ କହିଛି ଯେ ପୀଡ଼ିତା ଦମ୍ପତିଙ୍କ ପୁଅ…
ଓଲଟିଲା ଗାଡ଼ି; ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୮ ମୃତ୍ୟୁ, ୮ ଜଣ ଗୁରୁତର
କୱର୍ଦ୍ଧା: ଛତିଶଗଡ଼ର କୱର୍ଦ୍ଧା ଅଞ୍ଚଳରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ପିକ୍-ଅପ୍ ଗାଡ଼ି ଓଲଟି ଯିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଯାଇଛି । ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା…
ବିକ୍ରି ହେବନି ଆପଣଙ୍କ ପ୍ରିୟ ହଲଦୀରାମ, ଅଫର୍ସରେ ଖୁସି ହେଲେନି ପ୍ରମୋଟର୍ସ
ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ନମକିନ ଏବଂ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଏବେ ଆଉ ବିକ୍ରି ହେବି । କମ୍ପାନୀ ପ୍ରମୋଟର୍ସଙ୍କୁ ବିଭିନ୍ନ କମ୍ପାନୀମାନଙ୍କଠାରୁ ମିଳିଥିବା ଅଫର୍ସରେ ଖୁସି ନୁହନ୍ତି ।…
୭୫,୦୦୦ ଟପିଯିବ ସୁନା, ଇରାନ ରାଷ୍ଟ୍ରପତି ରଇସିଙ୍କ ଦେହାନ୍ତ ଓ ଅନ୍ୟାନ୍ୟ କାରଣ ଦାୟୀ
ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭୌଗଳିକ-ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନାର…