Browsing Category
ଦେଶ ବିଦେଶ
ବିଦେଶରେ ବସିଥିବା ଅପରାଧି ଡରରେ ଥରିଲେଣି, ଗୃହ ମନ୍ତ୍ରୀ ଶାହ ଲଞ୍ଚ କଲେ ‘ଭାରତପୋଲ’, ଜାଣନ୍ତୁ କିପରି କରିବ କାମ
ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ୱାଣ୍ଟେଡ ଅପରାଧିମାନଙ୍କୁ ଧରିବା ପାଇଁ ଭାରତ ସରକାର ‘ଭାରତପୋଲ’କୁ ଆଣିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳ ୧୦ଟା ୩୦ରେ ଭାରତ ମଣ୍ଡପମରେ ଭାରତପୋଲର ଉଦଘାଟନ…
ନିଆରା ନିଯୁକ୍ତି ଅଫର! ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇଲେ ମିଳିବ ୫ ଲକ୍ଷ, ୩ ଅଭିଯୁକ୍ତ ଗିରଫ
ପାଟନା: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଜ୍ଞାପନ ପ୍ରକାଶିତ ହେଉଛି ଯାହା ମୋଟା ଅଙ୍କର ଟଙ୍କା ରୋଜଗାର କରିବା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଛି ।
ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇବା ନାଁରେ…
ଭୂକମ୍ପରେ ଛାରଖାର ହେଲା ତିବ୍ୱତ, ଭଙ୍ଗା ଅଟାଳିକା ତଳେ ଫସିଛି ବହୁ ମୃତଦେହ
ତିବ୍ୱତ: ମଙ୍ଗଳବାରର ସୂର୍ଯ୍ୟୋଦୟ ଭୂକମ୍ପ ଝଟକାରୁ ଆରମ୍ଭ ହୋଇଛି । ପଡ଼ୋଶୀ ଦେଶ ନେପାଳ ଏବଂ ତିବ୍ୱତରେ ଭିଷଣ ଭୂକମ୍ପ ହୋଇଛି ।
ତିବ୍ୱତରେ ପାଖାପାଖି ୫୩ଜଣ ଲୋକ ଭୂକମ୍ପରେ ପ୍ରାଣ ହରାଇଛନ୍ତି । ୭.୧…
Breaking: ମହାପ୍ରଭୁଙ୍କ ଦର୍ଶନ କରିବେ ବୈଦେଶୀକ ମନ୍ତ୍ରୀ, ୪ ଦିନ ଓଡ଼ିଶାରେ ରହଣୀ
ଭୁବନେଶ୍ୱର: କୋଣାର୍କରେ ବୈଦେଶୀକ ମନ୍ତ୍ରୀ ଏସ୍. ଜୟଶଙ୍କର । କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ରର ପରିଦର୍ଶନ କରିବେ । ସୂର୍ଯ୍ୟ ମନ୍ଦିର ବୁଲିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ ।
କୋଣାର୍କରୁ ଯିବେ ପୁରୀ ।…
ଭାରତରେ ବ୍ୟାପୁଛି ଚୀନର ଭୟଙ୍କର HMPV, ନାଗପୁରରେ ଚିହ୍ନଟ ହେଲେ ଆଉ ୨ ନୂଆ ରୋଗୀ
ନୂଆଦିଲ୍ଲୀ: ଦେଶରେ HMPV ଅର୍ଥାତ ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ ମାମଲା ଲଗାତାର ବଢୁଛି । ନାଗପୁରରେ ମଧ୍ୟ ଏହି ଭାଇରସ ସଂକ୍ରମଣରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି ।
ଦେଶରେ ଏପର୍ଯ୍ୟନ୍ତ ଏହି ଭାଇରସର ଶିକାର…
ଟଙ୍କାରେ ନିଲାମ ହେଲା ଟଙ୍କା: ଅଧ କୋଟିରେ ବିକ୍ରି ହେଲା ୧୦୦ ଟଙ୍କିଆ ନୋଟ୍
ନୂଆଦିଲ୍ଲୀ: ଲଣ୍ଡନରେ ଏକ ବିଚିତ୍ର ନିଲାମୀ ହୋଇଛି । ତା’ ପୁଣି କୌଣସି ପେଣ୍ଟିଂ କିମ୍ବା ଦୁର୍ଲଭ ଜିନିଷର ନୁହେଁ, ବରଂ ଟଙ୍କାର ହୋଇଛି ନିଲାମୀ । ଟଙ୍କାରେ ନିଲାମ ହୋଇଛି ଟଙ୍କା ।
୧୦୦ ଟଙ୍କିଆ ନୋଟ୍ ନିଲାମ ହୋଇଛି…
ଆଜି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ, ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆଜି ଘୋଷଣା କରାଯିବ ନିର୍ବାଚନ ତାରିଖ । ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ ଆୟୋଜିତ ହେବ ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ…
Chemotherapy ନେଉଥିବା ଲୋକଙ୍କୁ ରହିଛି ଅଧିକ ବିପଦ, HMPV ଭୂତାଣୁ ଆକ୍ରାନ୍ତଙ୍କ ଦେହରେ ଥଣ୍ଡା, ଜ୍ୱରର ଲକ୍ଷଣ
ଓଡ଼ିଶା ଭାସ୍କର: ପୁଣିଥରେ ବିଶ୍ୱକୁ ଗ୍ରାସ କରିବାକୁଯାଉଛି ଆଉ ଏକ ମହାମାରୀ । ମହାମାରୀର ରୂପରେଖ ନେବାକୁ ଯାଉଥିବା ଏଚଏମପିଭି (ହ୍ୟୁମାନ ମେଟାନିମୋ ଭାଇରସ୍) ଭୂତାଣୁର ଏନ୍ତୁଡ଼ିଶାଳ ସାଜିଛି ଚାଇନା । ଏଚଏମପିଭି…
ପୱନ କଲ୍ୟାଣଙ୍କ ଆଗରେ ଘଟିଗଲା ବଡ ଅଘଟଣ: ରାମଚରଣଙ୍କ ‘ଗେମ୍ ଚେଞ୍ଜର’ କାର୍ଯ୍ୟକ୍ରମରେ ଯୋଗଦେଇ ୨ ପ୍ରଶଂସକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟର ସମୟରେ ଅଲ୍କୁ ଅର୍ଜୁନଙ୍କ ଜଣେ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା। ତା'ର ଏକ ମାସ ପରେ ରାଜମହେନ୍ଦ୍ରୀରେ ରାମ ଚରଣ ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର’ର…
ଅନୁକମ୍ପା ଉପରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: ସ୍ୱାମୀର ମୃତ୍ୟୁ ପରେ ଚାକିରି ପାଇଥିବା ବୋହୂ ଶାଶୁଙ୍କୁ ଦେବ ଗୁଜୁରାଣ
ନୂଆଦିଲ୍ଲୀ: ଅନୁକମ୍ପାଙ୍କ ନିଯୁକ୍ତିକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା କାରଣରୁ ଚାକିରି ପାଆନ୍ତି,…