CHARIDHAM
Browsing Category

ଦେଶ ବିଦେଶ

ସନ୍ଦେଶଖାଲି ମାମଲା: ମମତା ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି, ଶୀଘ୍ର ଶୁଣାଣିର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ। ଏବେ ଏହି ପ୍ରସଙ୍ଗରେ ମମତା ସରକାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ଏହି ପ୍ରସଙ୍ଗରେ…

ରାମଲାଲାଙ୍କ ପରେ ଏବେ ଆସୁଛନ୍ତି ପ୍ରଭୁ ଭୋଳାନାଥ, ନିର୍ମାଣ ହେଉଛି ଆଉ ଏକ ଭବ୍ୟ ମନ୍ଦିର, କେବେ ପ୍ରାଣ ପ୍ରତିଷ୍ଠା ଜାଣନ୍ତୁ

ଇଟାୱା:ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଭଗବାନ ଭୋଳାନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଏହି ମନ୍ଦିର ଅଖିଳେଶ ଯାଦବଙ୍କ ପକ୍ଷରୁ ନିର୍ମାଣ କରାଯାଉଛି । ସଫାରୀ ନିକଟରେ ପ୍ରାୟ ୧୦ ବିଘା ଜମିରେ ଏହି ଭବ୍ୟ…

ଥରେ ବଟନ ଚିପିଲେ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିଯିବ: ପାଣି ଭିତରେ ଆରମ୍ଭ ହୋଇଥିବା ମେଟ୍ରୋ ଟ୍ରେନ ଦ୍ୱାରା ଜନତାଙ୍କୁ ମିଳିବ ୧୦ଟି ବଡ଼ ଫାଇଦା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକତାଠାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଶୁଭାରମ୍ଭ କରିଛନ୍ତି । ହୁଗୁଳି ନଦୀ ତଳେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ଟନେଲ ଲମ୍ବିଥିବା ବେଳେ…

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡରେ ବୁଧବାର ଦିନ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ ଝଟକାର ତୀବ୍ରତା ୩.୬ ରହିଛି । ଭୂମିକମ୍ପର ଏହି ଝଟକା ବୁଧବାର ଦିନ ସକାଳ ୯ଟା ୫୫ ମିନିଟରେ ହୋଇଛି ବୋଲି ରେକର୍ଡ…

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି…

ଜଣେ ପୁରୁଷ ବା ମହିଳା ବିବାହ କରି ଅନ୍ୟ ଜଣଙ୍କ ସହ ଲିଭ-ଇନରେ ରହିପାରିବେ କି: ଏନେଇ କ’ଣ ଆଇନ ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହ ହେଉଛି ଏକ ସାମାଜିକ ବନ୍ଧନ । ଜଣେ ପୁରୁଷ ଓ ମହିଳା ପରସ୍ପରଙ୍କୁ ବିବାହ କରିବା ପରେ ସେମାନେ ଏକତ୍ର ରହିବା ନେଇ ସାମାଜିକ ସ୍ୱୀକୃତି ଲାଭ କରିଥାନ୍ତି । ଏଥିସହିତ ବିବାହ ପରେ…

ଲୋକସଭା ନିର୍ବାଚନ ପୂର୍ବରୁ ଶସ୍ତା ହେଲା CNG ଦର, କିଲୋଗ୍ରାମ ପିଛା ହ୍ରାସ ପାଇଲା ଏତିକି ଟଙ୍କା, ଜାଣନ୍ତୁ ନୂଆ ରେଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚଳିତ ମାସରେ ଯେକୌଣସି ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ । ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

କାକୋରୀରେ ସିଲିଣ୍ଡର ବିସ୍ଫୋରଣ, ପରିବାରର ୫ ମୃତ, ୪ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ କାକୋରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସିଲିଣ୍ଡର ବିସ୍ଫୋରଣରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ…

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖ ଖବର । ଗେହଲଟଙ୍କ ବଡ଼ ଭଉଣୀ ବିମଳୀ ଦେବୀ କଚ୍ଛାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ବିମଳାଙ୍କୁ ୯୩ ବର୍ଷ ବୟସ…

ପୁଣି ବଢ଼ିଲା ପିଏମ ମୋଦୀଙ୍କ ଲୋକପ୍ରିୟତା, ୭୫ % ହେଲା ଅନୁମୋଦନ ରେଟିଂ: ୨୦୨୩ ତୁଳନାରେ ୧୦ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ୭୫ ପ୍ରତିଶତ ଅନୁମୋଦନ ରେଟିଂ ମିଳିଛି । ଅନୁମୋଦନ ରେଟିଂ ସର୍ଭେ ଏଜେନ୍ସି ଇପ୍ସୋ…