Browsing Category
ଦେଶ ବିଦେଶ
ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ UP ATSର ବଡ଼ ଆକ୍ସନ, ତିନିଜଣ ସନ୍ଦିଗ୍ଧଙ୍କୁ କରାଗଲା ଗିରଫ
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ୩ଜଣ…
ମଣିପୁର ହିଂସା: ୫ ସାଧାରଣ ନାଗରିକ, ୩ ସୁରକ୍ଷାକର୍ମୀ ମୃତ
ଇମ୍ଫାଲ: ମଣିପୁରରେ ପୁଣି ହିଂସାର ନୂଆ ଲହର ଆରମ୍ଭ ହୋଇଛି । ଗୁରୁବାର ଓ ବୁଧବାର ମଧ୍ୟରାତ୍ରିରେ ହୋଇଥିବା ଏହି ହିଂସାକାଣ୍ଡରେ ୫ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ସେନା ଯବାନ ସହିଦ ହୋଇଥିଲେ। ବୁଧବାର ସକାଳେ…
Ramlala Pran Pratishtha: ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ଫଟୋ
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲଲାଙ୍କ ମୂର୍ତ୍ତି ଗର୍ଭଗୃହରେ ରଖାଯାଇଛି। ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର୍ତ୍ତମାନ ମୂର୍ତ୍ତିର ମୁଖା ଆଚ୍ଛାଦିତ ହୋଇଛି। ୨୨…
(Video) ‘ରାମ ଆଏଙ୍ଗେ ତୋ ଅଙ୍ଗନା ସଜାଉଙ୍ଗି’, ଜର୍ମାନ ସିଙ୍ଗର ଗାଇଲେ ଭଜନ, ଗୀତ ଶୁଣି ଫ୍ୟାନ ହେଲେ ଲୋକେ
ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ ଏବଂ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏନେଇ ଅଯୋଧ୍ୟାରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମ ବିଷୟରେ ଉତ୍ସାହ କେବଳ…
ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉପାସରେ ପ୍ରଧାନମନ୍ତ୍ରୀ, କେବଳ ପିଉଛନ୍ତି ପଇଡ଼ ପାଣି
ଓଡ଼ିଶା ଭାସ୍କର: ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା…
ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ: ପ୍ରାଣ ପ୍ରତିଷ୍ଠାରେ ଖୋଲିବନି ଅଫିସ-ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି…
ଭୟଙ୍କର ବୋଟ୍ ଦୁର୍ଘଟଣା; ପାଣି ଭିତରେ ଓଲଟିଲା ଡଙ୍ଗା: ୧୪ ଜଣଙ୍କ ମୃତ୍ୟୁ
ଗୁଜୁରାଟ:ଏକାସାଙ୍ଗରେ ୧୪ ଜଣ ଜଣଙ୍କ ଜୀବନ ନେଇଛି ବଡୋଦରାର ହରଣୀ ଜଳାଶୟ । ଛାତ୍ରଛାତ୍ରୀଙ୍କୁ ନେଇ ନଦୀ ପାର୍ ହେବା ସମୟରେ ଗଭୀର ଜଳରେ ଡଙ୍ଗା ଓଲଟିବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ମୃତକଙ୍କ…
ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ: 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବର୍ତ୍ତମାନ ଏହି ଯାତ୍ରା ଆସାମରେ ଚାଲୁଛି । ଗୁରୁବାର ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଭାରତର…
(Video) ଟ୍ରେନରେ ଯାତ୍ରୀଙ୍କୁ ଟିଟିଇଙ୍କ ମାଡ଼ ମାରିବା ଭିଡିଓ ଭାଇରାଲ; ରେଳବାଇ ନେଲା ଏହି କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ଯାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଭାରତୀୟ ରେଳବାଇ ଜଣେ ଟିଟିଇଙ୍କୁ ନିଲମ୍ବିତ କରିଛି। ଏପରିକି ଏହି ଘଟଣାରେ ଖୋଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି…
ଐତିହାସିକ ମୁହୂର୍ତ୍ତ: ଗର୍ଭ ଗୃହରେ ପହଞ୍ଚିଲେ ପ୍ରଭୁ ରାମଲଲା
ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ…