Browsing Category

ଦେଶ ବିଦେଶ

୧ ଜାନୁୟାରୀରୁ ବଦଳିବାକୁ ଯାଉଛି ସିମ୍‌କାର୍ଡ ନିୟମ, ଏହି କାମ କଲେ ହେବ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ୨୦୨୩ରେ ସ୍କାମ୍‌, ସ୍ପାମ୍‌, ଫ୍ରଡ ଓ ଅନଲାଇନ୍ ଠକେଇର ବହୁ ମାମଲା ସାମ୍ନାକୁ ଆସିଛି । ଏବେ ନୂଆ ବର୍ଷରେ ସରକାର ଏସବୁକୁ ସାମ୍ନା କରିବାକୁ ପୁରା…

୪% DA ବୃଦ୍ଧି କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୁଷ୍ଟ କର୍ମଚାରୀ ସଂଗଠନ

କୋଲକାତା: ଆସନ୍ତା ବର୍ଷର ପ୍ରଥମ ଦିନରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪% DA ବୃଦ୍ଧି କରିବା ନେଇ ଗୁରୁବାର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ…

ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତି ହେବେ ଭାରତର ଅତିଥି: ସୃଷ୍ଟି ହେବ ନୂଆ ରେକର୍ଡ

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୬(ସାଧାରଣତନ୍ତ୍ର ଦିବସ) ଉତ୍ସବରେ ଭାରତ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ । ଏଥିପାଇଁ ଭାରତ ସରକାରଙ୍କ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଏତିକି ଟଙ୍କା କମିଲା LPG ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅନ୍ତଃରାଷ୍ଟ୍ରୀୟ ବଜାରରେ ମୂଲ୍ୟ ହ୍ରାସ ପରେ ଦେଶରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଆଜି ଅର୍ଥାତ୍ ଶୁକ୍ରବାର ହ୍ରାସ ଘଟିଛି ।…

‘ପୁଲୱାମା ଆକ୍ରମଣର ପୁନରାବୃତ୍ତି’: ପୁଞ୍ଚ୍ ଆକ୍ରମଣକୁ ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଶିବ ସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ପୁଞ୍ଚ୍ ଆକ୍ରମଣ ଘଟଣାକୁ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାର…

ଆଜି ବି ମନେ ପଡ଼େ ରାମାନୁଜନଙ୍କ ଅତୁଳନୀୟ ଅବଦାନ

ଓଡ଼ିଶା ଭାସ୍କର: ଆଜି ହେଉଛି ଜାତୀୟ ଗଣିତ ଦିବସ । ଗଣିତ ପ୍ରତି ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଉଛି । ଡିସେମ୍ବର…

CAG ରିପୋର୍ଟରେ ଆସିଲା ଭୟଙ୍କର ତଥ୍ୟ, ପୁରୁଷ ପାଉଛନ୍ତି ବିଧବା ପେନସନ୍‌

ରାଞ୍ଚି: ଝାରଖଣ୍ଡରେ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଯୋଜନାରେ ବଡ ଧରଣର ଅନିୟମିତତା ସାମ୍ନାକୁ ଆସିଛି । ଏହି ଅନିୟମିତତା ମହାଲେଖାକାର(CAG) ରିପୋର୍ଟରେ ସାମ୍ନାକୁ ଆସିଛି । ଏଠାରେ ଛାତ୍ରବୃତ୍ତି ଓ ପେନସନ୍…

ଅଲଗା ଅଲଗା ବିମାନରେ ଯାତ୍ରା କରୁଥିଲେ ଭାବି ଦମ୍ପତି; ଗୋଟିଏ ଦିନରେ ଦୁର୍ଘଟଣାଗ୍ରସ୍ତ ହେଲା ୨ଟି ଯାକ ବିମାନ

ଓଡ଼ିଶା ଭାସ୍କର: ଆମ ଓଡ଼ିଆରେ ଗୋଟେ ଲୋକ କଥା ଅଛି- ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏକଥା କହିବାର ମାନେ କେତେବେଳେ ଯେ କାହା ସହ କ’ଣ ହେବ ସେକଥା ଆମେ କେବେ କହିପାରିବା ନାହିଁ ।  ଇଟାଲୀର ତୁରିନ୍…

ରିସର୍ଚ୍ଚ ରିପୋର୍ଟ କରିଦେଲା ଆଶ୍ଚର୍ଯ୍ୟ: ମହିଳାଙ୍କର ଆଖିର ଲୁହର ଗନ୍ଧ ପୁରୁଷଙ୍କର କ୍ରୋଧକୁ ହ୍ରାସ କରିବାରେ ସହାୟକ ହେଉଛି!

ନୂଆଦିଲ୍ଲୀ: ସାଧାରଣ ଭାବେ ଲୁହକୁ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟ ଭାବେ ଗଣାଯାଇଥାଏ । କୌଣସି ବିଷୟରେ ଭାବପ୍ରବଣ ହୋଇ କାନ୍ଦୁଥିବା ମହିଳାମାନେ ଅନେକ ସମୟରେ ସହାନୁଭୂତି ହାସଲ କରୁଥିବାର ଦେଖାଯାଇଥାଏ । ତେବେ ଏହା…

(video)ନବବଧୂ ପରି ସଜେଇ ହେଉଛି ଅଯୋଧ୍ୟା, ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଛି ସମସ୍ତ ପ୍ରକାର ସୁବିଧା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅଯୋଧ୍ୟାର ଡିଭିଜନାଲ କମିଶନର ଗୌରବ ଦୟାଲ କହିଛନ୍ତି ମୁଖ୍ୟ ରୂପରେ ୪ଟି କରିଡର ନିର୍ମାଣ କରାଯାଉଛି…