Browsing Category

ଦେଶ ବିଦେଶ

ଭାଗ୍ୟଶାଳୀ ବିଜେତାଙ୍କୁ ମାଗଣା ଆଇଫୋନ୍-୧୫ ! ଏଭଳି ସ୍କାମ୍ ରେ ଫସିଛନ୍ତି କି ଆପଣ ?…. ତାହେଲେ ନିଅନ୍ତୁ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଆଇଫୋନ୍ ୧୫କୁ ନେଇ ଏକ ବଡ଼ ଠକେଇ ସାମ୍ନାକୁ ଆସୁଛି। ଏଥିପାଇଁ ଇଣ୍ଡିଆ ପୋଷ୍ଟ ନୂଆ ଆଇଫୋନ୍ ୧୫ ସ୍କାମ୍ ବିଷୟରେ କହିଛି। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆପାର୍ଟମେଣ୍ଟ ଅଫ୍ ପୋଷ୍ଟ ଏକ୍ସ ପ୍ଲାଟଫର୍ମରେ…

ଆର୍ମି ହସ୍ପିଟାଲ ରକ୍ତ ନେଇ HIVପଜିଟିଭ୍ ହୋଇଥିଲେ ଯବାନ, ୧୨ବର୍ଷ ପରେ ଦେଢ଼ କୋଟିର କ୍ଷତିପୂରଣ ଦେବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ପୂର୍ବତନ ଅଧିକାରୀ ଆର୍ମି ହସ୍ପିଟାଲର ରକ୍ତ ନେଇ ଏଚଆଇଭି ପଜିଟିଭ୍ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ୧.୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ…

କାହିଁକି ଆଗୁଆ ରିଲିଜ ହେବ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ?

ଓଡ଼ିଶା ଭାସ୍କର: ଆଗକୁ ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଫିଲ୍ମ ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଶାହାରୁଖ୍ ଖାନ୍ ଏବଂ…

ଆତଙ୍କବାଦ ସହ ଲଢିବାରେ ରାଜନୈତିକ ଲାଭ ଦେଖିବା ଅନୁଚିତ୍… ଜାତିସଂଘରେ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ କାନାଡ଼ା ଭିତରେ ଗତ କିଛି ଦିନରୁ ବିବାଦ ଲାଗି ରହିଛି । ଯାହାକୁ ନେଇ ବର୍ତ୍ତମାନ ଭାରତର କୁଟନୀତିଜ୍ଞ ଦୀପକ ବୋହରା ମଧ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଉବପରେ ସଙ୍ଗୀନ…

ଦେଶର ଏହି ୮ ଟି ରାଜ୍ୟରେ ମିଳୁଛି ସବୁଠାରୁ ଶସ୍ତା ମଦ : ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ରାଜ୍ୟରେ ମଦର ଅଲାଗ ଅଲଗା ରେଟ୍ ରହିଛି । ଏହାର କାରଣ ହେଉଛି ସେଠାରେ ମଦ ଉପରେ ଲଗାଯାଇଥିବା ବିଭିନ୍ନ ଟ୍ୟାକ୍ସ । ତେଣୁ ମଦ ବୋତଲର ମୂଲ୍ୟ ଗୋଟିଏ ରାଜ୍ୟରେ ୧୦୦ ଟଙ୍କା ହୋଇଥିବା ବେଳେ…

ପୂର୍ବପୁରୁଷଙ୍କ ସହ ବୁଲୁଥିଲେ ଡାଇନୋସର, ଆସିଲା ନୂଆ ଗବେଷଣାର ତଥ୍ୟ

ଓଡିଶା ଭାସ୍କର: ଯେତେବେଳେ ଡାଇନୋସର କଥା ଆମ ସାମ୍ନାକୁ ଆସେ, ସେତେବେଳେ ପିଲାଠୁ ବଡ଼ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ବଢ଼ିଯାଏ । ସବୁଠାରୁ ବେଶି ଜାଣିବାକୁ ଇଛା ହୁଏ ଡାଇନୋସରଙ୍କ ମୃତ୍ୟୁ ପୂର୍ବରୁ ନା ପରେ ଆମର…

(Video) ନା କହି ପାରୁଛନ୍ତି, ନା ଶୁଣି ପାରୁଛନ୍ତି… କୋର୍ଟରେ କେସ୍ ଲଢୁଛନ୍ତି ଭାରତର ପ୍ରଥମ ଦିବ୍ୟାଙ୍ଗ ଓକିଲ

ନୂଆଦିଲ୍ଲୀ: ଯେତେବେଳେ କୋର୍ଟରେ କିଛି ମାମଲାର ବିଚାର ଚାଲିଥାଏ ସେତେବେଳେ ଅଦାଲତରେ ଦୁଇ ପ୍ରତିପକ୍ଷ ଓକିଲଙ୍କ ଭିତରେ ହୋଇଥାଏ ତର୍କ ବିତର୍କ । ଅନେକ ବାକ୍ ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପ ପରେ ଗୋଟିଏ ପକ୍ଷ ହିଁ ବିଜୟୀ…

G-20 ବେଳେ ଟ୍ରୁଡୋଙ୍କ ବିମାନରେ ଭର୍ତ୍ତି ହୋଇଥିଲା କୋକିନ! କ’ଣ କହୁଛନ୍ତି ଭାରତର କୁଟନୀତିଜ୍ଞ?

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଏକ ବିରାଟ ଖୁଲାସା ହୋଇଛି । ଭାରତର ପୂର୍ବ କୁଟନୀତିଜ୍ଞ ଦୀପକ ବୋହରା ଏହି ବଡ଼ ଦାବି କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ସଙ୍ଗୀନ…

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ନେଇ ତାରିଖ ଘୋଷଣା କଲେ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକ

ଓଡିଶା ଭାସ୍କର: ଘୋଷଣା ହେଲା ତାରିଖ ଏହି ଦିନ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ଓ ମୁଖ୍ୟ ପୂଜକଙ୍କ ସୂଚନା । ଆଉ ଦିନ କେଇଟାରେ ହେବାକୁ ଯାଉଛି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ।…

ପ୍ରେମ କରିବା ପଡିଲା ମହଙ୍ଗା, ଝିଅର ଗଳା କାଟି ଅତି ନିର୍ମମ ଭାବେ ହତ୍ୟାକଲେ ପରିବାର ଲୋକ

ଓଡିଶା ଭାସ୍କର ବିହାରର ଦରଭଙ୍ଗା ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅନର କିଲିଂ ଘଟଣା । ଘଟଣାଟି ବିଶ୍ୱବିଦ୍ୟାଳୟ ଥାନା ଅଧୀନ ଆଜମନଗରର ଲୁଚିବାଡା ଅଞ୍ଚଳର । ପ୍ରେମ ଜନିତ କାରଣକୁ ନେଇ ଜଣେ ଯୁବତୀଙ୍କୁ ପରିବାର ଲୋକେ ଗଳା…