Browsing Category

ଦେଶ ବିଦେଶ

ଦିଲ୍ଲୀରେ ହେବାକୁ ଯାଉଛି ଏକ ଧମାକା, ବମ୍ ବିସ୍ଫୋରଣରେ ଉଡାଇ ଦିଆଯିବ ୧୨ ଟାୱାର ଓ ୩୩୬ ଫ୍ଲାଟ୍‌

ନୂଆଦିଲ୍ଲୀ: ଗତ ବର୍ଷ ନୋଏଡାରେ ଟ୍ୱିନ ଟାୱାର ଧ୍ୱଂସ କରି ଦିଆଯାଇଥିଲା । ଏବେ ସେହିପରି ଏକ ଧମାକା ପୁଣି ଦିଲ୍ଲୀରେ ହେବାକୁ ଯାଉଛି । ଦିଲ୍ଲୀ ମୁଖାର୍ଜୀ ନଗରରେ ଅସୁରକ୍ଷିତ ଅବସ୍ଥାରେ ଥିବା ୧୨ ଗୋଟି ଟାୱାରକୁ ବମ୍‌ରେ…

ଭାରତୀୟ ରେଳ ବିଭାଗ ତରଫରୁ ବଡ଼ ଖବର : ଟ୍ରେନ ଦୁର୍ଘଟଣାର କ୍ଷତିପୂରଣ ରାଶି ବଢିଲା ୧୦ ଗୁଣ

ନୂଆଦିଲ୍ଲୀ : ଆମ ଦେଶରେ ରେଳ ଦୁର୍ଘଟଣା ଘଟିଲେ, ମୃତକଙ୍କ ପରିବାର ଲୋକକୁ କିମ୍ବା ପୀଡ଼ିତଙ୍କ କ୍ଷତିପୂରଣରେ ସେମାନଙ୍କୁ କିଛି ରାଶି ଦିଆଯାଏ । କିନ୍ତୁ କ୍ଷତିପୂରଣ ରାଶି ଦେବା ପୂର୍ବରୁ ତାକୁ ନେଇ ଅନେକ ବିତର୍କ ଆରମ୍ଭ…

କାନାଡା ଲୋକଙ୍କ ଭିସା ସେବାକୁ ସସପେଣ୍ଡ୍ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ସସପେଣ୍ଡ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ…

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେକୁ ହତ୍ୟା: ଆକ୍ରମଣକାରୀମାନେ ମାରିଥିଲେ ୧୫ ଟି ଗୁଳି

ନୂଆଦିଲ୍ଲୀ: ରାତିରେ କାନାଡାର ମୋଗା ଜିଲ୍ଲାର ଦାବିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ୍ ସୁଖା ଡୁନେକେକୁ ବୁଧବାର (୨୦ ସେପ୍ଟେମ୍ବର)ରେ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ଆତଙ୍କବାଦୀ ହରଦୀପ ସିଂ…

କୁଲି ଡ୍ରେସ ପିନ୍ଧି ମୁଣ୍ଡରେ ଲଗେଜ୍ ବୋହିଲେ ରାହୁଲ, video ଭାଇରାଲ୍‌

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଏଠାରେ ସେ କୁଲିମାନଙ୍କୁ ଭେଟିଛନ୍ତି ।…

ଚନ୍ଦ୍ରରେ ହେଲା ସକାଳ, ଉଠିବେ ବିକ୍ରମ ଓ ପ୍ରଜ୍ଞାନ

ପୃଥିବୀ ପୃଷ୍ଟରୁ ପ୍ରାୟ ୭୫ ହଜାର କିଲୋମିଟର ଦୂରରେ ଥିବା ଚନ୍ଦ୍ରରେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡ କରି ଇତିହାସ ସୃଷ୍ଟି କରିଥିଲା । ଏବେ ଚନ୍ଦ୍ରରେ ସକାଳ ହେବା ପରେ ପୁଣି ଆଶା…

ନବରାତ୍ରୀ ପୂର୍ବରୁ ବାଙ୍ଗଲାଦେଶ ସରକାରଙ୍କ ବଡ ନିସ୍ପତି, ଭାରତକୁ ରପ୍ତାନୀ କରିବେ ୪୦୦୦ଟନ ଇଲିସି ମାଛ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଧୁମଧାମରେ ପାଳନ ହୋଇଥାଏ ନବରାତ୍ରୀ । ବିଶ୍ୱରେ ସବୁଠାରୁ ବଡ ଏବଂ ଭବ୍ୟ ଭାବରେ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଳନ ହୋଇ ଥାଏ । ଏହି ଉତ୍ସବ ଏଠାରେ ୧୦ ଦିନ ଧରି ଚାଲିଥାଏ । ଏଥି ପାଇଁ…

ସାବଧାନର ସହ ଜମା କରନ୍ତୁ ବିଜୁଳି ବିଲ : ସାମାନ୍ୟ ଅସାବଧାନତା ପଡିବ ଭାରି

ଲକ୍ଷ୍ନୌ : ଦୁନିଆ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଛି, ଏହା ସହିତ ସାଇବର ଠକମାନେ ମଧ୍ୟ ନୂତନ ଟେକ୍ନୋଲୋଜି ସାହାର୍ଯ୍ୟରେ ଠକେଇ କରୁଛନ୍ତି । ସାଇବର ଠକମାନେ ଏବେ ନକଲି ବିଜୁଳିର ବିଲ ତିଆରି କରି ଲୋକଙ୍କୁ ଏସଏମଏସ…

ଉନ୍ମୋଚିତ ହେବ ୧୦୮ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା, ୨୧୦୦ କୋଟି ଟଙ୍କା ଖର୍ଚ୍ଚରେ ହୋଇଥିଲା ନିର୍ମାଣ

ଭୋପାଳ : ମଧ୍ୟପ୍ରଦେଶର ଓମକେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହା ୨୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହା ଅଷ୍ଟଧାତୁରେ…

ଗୋଟିଏ ଦିନରେ ଏକ ମିଲିୟନରୁ ଅଧିକ ସବ୍ସକ୍ରାଇବର: WhatsApp Channelsରେ ରେକର୍ଡ ସୃଷ୍ଟି କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଆସିଛନ୍ତି । ହ୍ୱାଟ୍ସଆପ୍ ନିକଟରେ ଏହାର ନୂଆ ଫିଚର ଲଞ୍ଚ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ…