Browsing Category

ଦେଶ ବିଦେଶ

ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ

ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ…

ପଶୁମାନଙ୍କ ପାଇଁ ନିର୍ମାଣ ହେବ ଏମ୍ସ ପରି ସଂସ୍ଥା, ମିଳିବ ଅତ୍ୟାଧୁନିକ ସୁବିଧା

ନୂଆଦିଲ୍ଲୀ : ଅଖିଳ ଭାରତୀୟ ପଶୁ ଚିକିତ୍ସା ବିଜ୍ଞାନ ସଂସ୍ଥାର ସ୍ଥାପନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଯାହାକି ଭାରତୀୟ ପଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହିତ କରିବ…

ଗରିବଙ୍କ ପାଇଁ ଦେଶରେ ଗଡିିବ ‘ବନ୍ଦେ ସାଧାରଣ’ ଟ୍ରେନ୍ , ଯାତ୍ରୀ ଭଡା କମ୍ ରହିଲେ ବି ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ମିଳିବ ବହୁ ସୁବିଧା

ନୂଆଦିଲ୍ଲୀ: ଭାରତର ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ସମସ୍ତ ବଡ ସହର ସହ ଯୋଡି ହୋଇଯାଇଛି । ବନ୍ଦେ ଭାରତ ଟ୍ରେନରେ ବିଭିନ୍ନ ପ୍ରକାର ସୁବିଧା ରହିଥିବାରୁ ଏଥିରେ ଲୋକଙ୍କୁ ଯାତାୟତ କରିବା ବେଶ୍…

ଶାହରୁଖ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଲା ବିଜେପି, ଗୌରବ ଭାଟିଆ କହିଲେ- ‘ଯବାନ’ ଦୁର୍ନୀତି ଖୋର କଂଗ୍ରେସର ଖୋଲିଲା ମୁଖା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦିନ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ନୂଆ ଚଳଚ୍ଚିତ୍ର 'ଯବାନ'ର ବିଷୟବସ୍ତୁ କୁ ନେଇ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ୧୦ ବର୍ଷର' ଦୁର୍ନୀତିଗ୍ରସ୍ତ…

Nitin Gadkari ଦେଲେ ଖୁସି ଖବର! ବୈଦ୍ୟୁତିକ ରାଜପଥର ବିକାଶ ପାଇଁ ସରକାର କରିବେ କାର୍ଯ୍ୟ

ନୂଆଦିଲ୍ଲୀ : ସାରା ଦେଶରେ ରାସ୍ତାର ବିକାଶ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଯାନ ପର୍ଯ୍ୟନ୍ତ ଅନେକ କିଛି ବଦଳିଛି । ଏନେଇ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ସେ ବୈଦ୍ୟୁତିକ ରାଜପଥ…

୧ ଲକ୍ଷରୁ ଅଧିକ ନିଯୁକ୍ତି; ନିର୍ବାଚନ ପୂର୍ବରୁ MP ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଉପହାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଛତିଶଗଡ ମଧ୍ୟପ୍ରଦେଶକୁ ଉପହାର ଦେବେ । ପିଏମ…

ମରକ୍କୋରେ ଭୂମିକମ୍ପ ପୂର୍ବରୁ ଦେଖା ଦେଇଥିଲା ଅଦ୍ଭୁତ ଆଲୋକ, ପୁଣି ଆମେରିକାର ସେନା ଲ୍ୟାବ ଉପରେ ଉଠିଲା ପ୍ରଶ୍ନ

ମରକ୍କୋ : କେତେକ ଧନୀ ଦେଶ ବର୍ଷାକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଯଦି ସମସ୍ତ ପ୍ରାକୃତିକ ଜିନିଷ ମନୁଷ୍ୟର ନିୟନ୍ତ୍ରଣରେ ହୋଇଯାଏ! ତେବେ ଶତ୍ରୁ ସହଜରେ ଅନ୍ୟ ଉପରେ ଆକ୍ରମଣ କରି ପାରିବ । ଯେପରିକି…

ପୀଡିତାଙ୍କ ଅଧିକାର ଉଲ୍ଲଂଘନ କରୁଛି ଗଣମାଧ୍ୟମ, ଖବର ପ୍ରକାଶକୁ ନେଇ କଠୋର ହେଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗଣମାଧ୍ୟମରେ ଏକତରଫା ଖବର ପ୍ରସାରଣ (ମିଡିଆ ଟ୍ରାଏଲ)କୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ହେବା ସହ କଠୋର ହୋଇଛନ୍ତି। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଳାୟ ଭିତ୍ତିରେ ୩ ମାସ ଭିତରେ ମାର୍ଗଦର୍ଶିକା ଆଣିବା…

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ C-295 ବିମାନ, ଏୟାର ବସ୍ ସହ ହୋଇଥିଲା ୨୧ ହଜାର କୋଟି ଟଙ୍କାର ଡିଲ୍

ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ…

ଭଉଣୀ ପରିବାରର ଅଂଶ ନୁହଁନ୍ତି, ଭାଇ ଜାଗାରେ ମିଳିପାରିବ ନାହିଁ ଅନୁକମ୍ପା ଚାକିରି: ହାଇକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ନିକଟରେ କହିଛନ୍ତି ଯେ, ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀଙ୍କୁ ଅନୁକମ୍ପା ଆଧାରରେ ଚାକିରି ଦିଆଯାଇପାରିବ ନାହିଁ । ଏହା ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭଉଣୀ ବିବାହିତ ଭାଇଙ୍କ…