Browsing Category

ଦେଶ ବିଦେଶ

ଡିଏ ବୃଦ୍ଧି ପୂର୍ବରୁ ପ୍ରମୋଶନକୁ ନେଇ ଆସିଲା ଖୁସି ଖବର, କେନ୍ଦ୍ର ସରକାର ଏହି କର୍ମଚାରୀଙ୍କୁ ଦେଲେ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ବର୍ଷର ଦ୍ୱିତୀୟ ଷଡମାସରେ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ପାଇବା ଲାଗି ଅପେକ୍ଷାରେ ରହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ…

ବଢୁଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ ୨୦୧୯-୨୩ ମଧ୍ୟରେ ବିଶ୍ୱରେ ୫.୨ ଟ୍ରିଲିୟନ ଡଲାର ମୂଲ୍ୟର କ୍ଷତି…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୋଦୀ କହିଛନ୍ତି ଲଗାତର ବୃଦ୍ଧି ପାଉଥିବା ସାଇବର ଅପରାଧ ସାମାଜିକ ଓ ଭୂରାଜନୈତକ ସମସ୍ୟା…

ଟ୍ରାଫିକ୍ ପୋଲିସ ଯଦି ରାସ୍ତା ଉପରୁ ଛଡାଇ ନିଅନ୍ତି ଚାବି, ତେବେ ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ କୌଣସି ସ୍ଥାନକୁ ଯିବା ଲାଗି ନିଜ ବାଇକ ନେଇ ଯାଇଥାନ୍ତି । ପବ୍ଲିକ ଟ୍ରାନ୍ସପୋର୍ଟ ଅପେକ୍ଷା ନିଜ ଗାଡ଼ିରେ ଯାତ୍ରା କରିବା ଅଧିକ ସୁବିଧା ଜନକ ହୋଇଥାଏ । ଗାଡ଼ି ଚଲାଇବା ସମୟରେ ବେଳେବେଳେ…

ଶିଶୁକୁ ଧରି ମନ୍ଦିରରୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, କାର ଦୁର୍ଘଟଣାରେ ଚାଲିଗଲା ସମସ୍ତଙ୍କ ଜୀବନ

ଜୟୀପୁର: ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ଭୟାନକ ସଡକ ଖବର ଦୁର୍ଘଟଣା ସାମ୍ନାକୁ ଆସିଛି । କାର ଏବଂ ବାଇକ ମୁହାଁମୁହିଁ ହୋଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଲକ୍ଷ୍ମଣଗଢ ଥାନା ଅନ୍ତର୍ଗତ ଜାବଲୀ ଠାରେ…

ସାଧାରଣ ଆଳୁ ବଦଳରେ ଚାଷ କରନ୍ତୁ ଗୋଲାପୀ ଆଳୁ, ମିଳିବ ଅଧିକ ଲାଭ

ନୂଆଦିଲ୍ଲୀ: ଯଦି ଆପଣ ଜଣେ କୃଷକ ଏବଂ ଆଳୁ ଚାଷ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ବର୍ତ୍ତମାନ ଚାଷୀଙ୍କୁ ସାଧାରଣ ଆଳୁ ଚାଷ କରିବାର ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ ଗୋଲାପୀ ଆଳୁ ମଧ୍ୟ ଚାଷ…

Zomato ଆପରେ ଆସିଲା AI ସପୋର୍ଟ, ଏବେ ଚାଟବୋଟ କହିବ ଆପଣଙ୍କୁ କେତେବେଳେ, କିପରି ଏବଂ କଣ ଖାଇବା ଉଚିତ୍

ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ ଆପ ଜୋମାଟୋ ‘ ଜୋମାଟୋ ଏଆଇ’ ପ୍ରବର୍ତ୍ତନ କରିଛି । ଏହା ଏକ ଇଣ୍ଟେରାକ୍ଟିଭ୍ ଚାଟବୋଟ ଯାହା ଆପଣଙ୍କର ଖାଦ୍ୟ ଅର୍ଡର କରିବା ଅଭିଜ୍ଞତାକୁ ଅଧିକ ବ୍ୟକ୍ତିଗତ ଏବଂ ସୁବିଧାଜନକ କରିବ । ଏକ…

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର, ଭ୍ରଷ୍ଟାଚାର, ଜାତିବାଦ, ସାମ୍ପ୍ରଦାୟିକତା ପାଇଁ ରହିବନି କୌଣସି ସ୍ଥାନ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାର ଏହି ସମୟରେ ଆସିଛି, ଯେତେବେଳେ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି -୨୦ ଦେଶର…

(Video) ବିଲ୍ଡିଂରେ ଦେଖାଦେଲା ଭୟଙ୍କର ‘ଭୂତ’, ଆଖି ପିଛୁଳାକେ ଚାଲିଗଲା ଉପରକୁ, ଭିଡ଼ିଓ ଦେଖି ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଖୁବ୍ କମ ଲୋକ ଭୂତ-ପ୍ରେତ ଘଟଣା ଉପରେ ବିଶ୍ୱାସ କରନ୍ତି । ବହୁ ଲୋକ କୁହନ୍ତି ଯେ, ଏହା କେବଳ ଲୋକମାନଙ୍କ ମନରେ ଥିବା ଭ୍ରମ । ଅନ୍ୟ ପକ୍ଷରେ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ,…

ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ; ସଫଳ ହେଲା ‘ଆଦିତ୍ୟ-L1’ର ପ୍ରଥମ କକ୍ଷ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ  L1ର ପ୍ରଥମ ଅର୍ବିଟ୍ ରେଜିଂ ହୋଇଛି । ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିଛି…

ଚାଉଳ ରପ୍ତାନୀ ବନ୍ଦ କରିଦେଲା ଭାରତ : ବିଶ୍ୱରେ ସୃଷ୍ଟି ହେଲା ଆତଙ୍କ! ରେକର୍ଡ ସ୍ତରରେ ପହଞ୍ଚିଲା ଚାଉଳ ମୂଲ୍ୟ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ଖାଉଟି ମାନଙ୍କ ବଜେଟ ଖରାପ ହୋଇଯାଉଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଭାରତରୁ ହେଉଥିବା ଚାଉଳ ରପ୍ତାନି ଉପରେ ଅଙ୍କୁଶ ଲଗା ଯାଇଛି । ଏନେଇ ବିଶ୍ୱରେ ଆତଙ୍କ…