Browsing Category
ଦେଶ ବିଦେଶ
୧୦ ହଜାର ଟଙ୍କାର ୫ଜି ସ୍ମାର୍ଟଫୋନ୍ ପାଇପାରିବେ ମାତ୍ର ୫୦୦ଟଙ୍କାରେ , କେଉଁଠୁ ଓ କିପରି କିଣିବେ ଜାଣି ନିଅନ୍ତୁ
ନୂଆଦିଲ୍ଲୀ:ବଡ ବ୍ୟାଟେରୀ ଓ ଦମଦାର କ୍ୟାମେରା କ୍ୱାଲିଟି ସହ ୧୦ ହଜାରରୁ କମ୍ ଦାମ୍ ରେ ଆସୁଥିବା ସାମସଙ୍ଗ ସ୍ମାର୍ଟଫୋନ୍ ଏବେ ଆମାଜନ୍ ର ପ୍ରାଇମ୍ ଡେ ସେଲ୍ରେ ଭାରି ଡିସକାଉଣ୍ଟରେ ମିଳୁଛି । ଏଣୁ ଯଦି ଆପଣ ଶସ୍ତାରେ ଭଲ…
୧୮ ମହଲା ଉପରୁ ବାଲକୋନୀରେ ଛିଡା ହୋଇ ମା’କୁ ଡାକୁଥିଲା ବେଳେ ଘଟିଲା ଅଘଟଣ, ତଳେ ଖସି ପଡି ୧୨ ବର୍ଷର ବାଳକର ମୃତ୍ୟୁ
ଗ୍ରେଟର ନୋଏଡା: ଏଠାରେ ଏକ ଫ୍ଲାଟର ବାଲକୋନୀରୁ ଖସି ପଡି ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଯାଇଛି । ତଳେ ଛିଡା ହୋଇଥିବା ନିଜ ମା’କୁ ବାଲକୋନୀରୁ ଡାକୁଥିବା ବେଳେ ଖସିପଡି ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ…
ଚୀନ୍ କୁ ପଛରେ ପକାଇ ଭାରତ ନିର୍ମାଣ କରୁଛି ସବୁଠାରୁ ବଡ ସୁଡଙ୍ଗ, ଏପରି ବ୍ୟବସ୍ଥା ହୋଇଛି ଯାହା ସାରା ବିଶ୍ୱକୁ ବି ଚମକାଇ ଦେବ
ନୂଆଦିଲ୍ଲୀ:ଭାରତରେ ଏବେ ସଡକ ଭିତ୍ତିଭୂମି କ୍ଷେତ୍ରରେ ଦ୍ରୁତ ଗତିରେ କାମ ହେଉଛି । ଏକ୍ସପ୍ରେସୱେ, ହାଇୱେ ଠାରୁ ଆରମ୍ଭ କରି ବଡ ବ୍ରିଜ୍ , ଏଲିଭେଟେଡ୍ ଫ୍ଲାଇଓଭର ଓ ସୁଡଙ୍ଗ ନିର୍ମାଣ କରାଯାଉଛି । ଏହି କ୍ରମରେ ଦେଶରେ…
କ୍ୟାନସରର ଚିକିତ୍ସା ସମୟରେ କାହିଁକି ଝଡିଥାଏ କେଶ, କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: କ୍ୟାନସର ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା କରା ନ ଯାଏ ତେବେ ଏହା ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।…
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସିତାରା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଅନ୍ୟ କାହାକୁ କ’ଣ ଦେଲେ ଉପହାର
ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତକୁ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତିର ସ୍ପର୍ଷ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏବଂ ତାଙ୍କର ପତ୍ନୀ ବ୍ରିଗିଟ୍ ମାକ୍ରୋନ୍,…
ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇ ଗଲେ ପ୍ରଧାନମନ୍ତ୍ରୀ ମୋଦୀ : ପ୍ରତିରକ୍ଷା, ଶକ୍ତି , ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ଏକାଧିକ କ୍ଷେତ୍ରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ନିଜର ଦୁଇ ଦିବସୀୟ ଯାତ୍ରା ସମାପନ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ଗସ୍ତ କରିଛନ୍ତି । ମୋଦୀ କହିଛନ୍ତି ମୋର ଆଶା ରହିଛି ୟୁଏଇକୁ ମୋର…
(Video) ଅଦ୍ଭୁତ ସଂଯୋଗ! ଏଠାରେ ରହସ୍ୟ ଭାବରେ ଏକାଠି ହୋଇଛନ୍ତି ସମୁଦ୍ର ଓ ମରୁଭୂମି
ଆମ ଚାରି ପାଖରେ ଏମିତି ଅନେକ ଜିନିଷ ରହିଛି, ଯାହାକୁ ଆମେ କେବେ ଜାଣିବାକୁ ଚେଷ୍ଟା କରିନଥାଉ । ସେହିପରି ପୃଥିବୀରେ ହଜାର ହଜାର କଥା ଲୁଚି ରହିଛି, ଯାହା ବିଷୟରେ ଜାଣିଲେ ସାରା ମଣିଷ ଜାତି ଅବାକ୍ ହୋଇଯିବ । କୁହାଯାଏ…
(Video) ପିଲାଙ୍କ ପାଇଁ ପୋଷ୍ଟ ଅଫିସର ଦମଦାର ସ୍କିମ୍: ମାତ୍ର ୬ ଟଙ୍କା ଜମା କରି ପାଇପାରିବେ ଲକ୍ଷାଧିକ ଟଙ୍କାର ସୁବିଧା
ଆଜିକାଲି ସମୟରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତିତ ଥାନ୍ତି ପିତାମାତା ଏବଂ ପରିବାରର ସଦସ୍ୟ । ତେବେ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ପୋଷ୍ଟ ଅଫିସ୍ ନେଇ ଆସିଛି ଆପଣଙ୍କ ପିଲା ପାଇଁ ନୂଆ ସ୍କିମ୍ ।…
ବନ୍ଦେ ଭାରତ v/s ମିନି ବନ୍ଦେ ଭାରତ: ଉଭୟ ଏକ୍ସପ୍ରେସ ମଧ୍ୟରେ କ’ଣ ଥାଏ ପାର୍ଥକ୍ୟ? ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ସଫଳତାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଶର ଅନେକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଯୋଗାଇ ଦିଆଯାଇଥିବା ବେଳେ ଅନେକ ରୁଟରେ ମିନି…
ଡାକ୍ତରଙ୍କ ଚମତ୍କାର: କାର ଦୁର୍ଘଟଣାରେ ବେକରୁ ଅଲଗା ହୋଇଥିବା ମୁଣ୍ଡକୁ ପୁଣିଥରେ ଯୋଡିଦେଲେ
ଜେରୁସଲମ୍: ଇସ୍ରାଏଲ୍ ଡାକ୍ତରମାନେ ଏକ ଚମତ୍କାର କରି ଦେଖାଇଛନ୍ତି । ଏଠାରେ ଡାକ୍ତରମାନେ ସଫଳତାର ସହିତ ଏକ ୧୨ ବର୍ଷର ବାଳକର ମୁଣ୍ଡକୁ ତାଙ୍କ ବେକରେ ପୁଣି ଯୋଡିଛନ୍ତି । ସାଇକେଲ ଚଲାଇବା ସମୟରେ କାର୍ ଧକ୍କା ହେବା…