Browsing Category

ଦେଶ ବିଦେଶ

PM MODI କଲେ ଚିତାର ନାମକରଣ: ଜନ୍ମଦିନ ଉପଲକ୍ଷେ ନାମିବିଆରୁ ଆସିଥିଲା ମାଈ ଚିତା

ଭୋପାଳ: ଭାରତରେ ଲୁପ୍ତପ୍ରାୟ ଚିତାଙ୍କୁ ପୁଣିଥରେ ଅସ୍ଥିତ୍ୱ ବନାଇବା ପାଇଁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଜନ୍ମଦିନ ଉପଲକ୍ଷେ ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଛି । ଏମାନଙ୍କୁ…

ସମୁଦ୍ର ଭିତରେ ମିଳିଲା ବିଶାଳକାୟ ଜଙ୍ଗଲ: ଆକାରରେ ଭାରତର କ୍ଷେତ୍ରଫଳରୁ ଦୁଇଗୁଣା

ନୂଆଦିଲ୍ଲୀ: ଆମାଜନ, ବୋର୍ଣ୍ଣିଓ, କଙ୍ଗୋ, ଡେନଟ୍ରି । ଭୁପୃଷ୍ଠରେ ଥିବା ଏହା ଦୁନିଆର ସବୁଠୁ ବଡ଼ ଏବଂ ପ୍ରସିଦ୍ଧ ଜଙ୍ଗଲ  । କିନ୍ତୁ ଆପଣଙ୍କୁ ପାଣି ତଳେ ଥିବା କେତେ ଜଙ୍ଗଲ ବିଷୟରେ ଜଣା ଅଛି । ସମୁଦ୍ର ଭିତରେ ବଡ଼ ବଡ଼…

୧୦୦ କି.ମି ଲମ୍ବା ମୃତ୍ୟୁର ହାଇୱେ… ଡେଞ୍ଜର ଜୋନକୁ ଗଲେ ଫେରିବା କଷ୍ଟକର: ନେଲାଣି ଏତିକି ଜୀବନ

ମୁମ୍ବାଇ: ଦୁର୍ଗଟରାରେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ କୁବ ଚର୍ଚ୍ଚାର କାରଣ ପାଲଟିଛି । ତାଙ୍କ ମୃତ୍ୟୁ କେବେ ଟ୍ରାଫିକ ରୁଲ ତ କେବେ ଗାଡିର ଡିଜାଇନକୁ ନେଇ ଆଙ୍ଗୁଠି ଉଠୁଛି ।…

SSC CGL Recruitment 2022: ଗ୍ରୁପ୍‌-ବି ଓ ସିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ୨୦ ହଜାର ପଦବୀ ଖାଲି

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା(CGL)୨୦୨୨ ଗ୍ରୁପ୍‌-ବି ଏବଂ ସିରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।…

IRCTC ର ନବରାତ୍ରି ଉପହାର: ରେଳ ଯାତ୍ରୀଙ୍କୁ ଟ୍ରେନରେ ମିଳିବ ସ୍ୱତନ୍ତ୍ର ବ୍ରତ ଥାଳି

ନୂଆଦିଲ୍ଲୀ: ଆଇଆରସିଟିସି ଯାତ୍ରୀଙ୍କ ସୁବିଧାକୁ ବିଶେଷ ଧ୍ୟାନ ଦେଇଥାଏ । ପର୍ବପର୍ବାଣୀ ସମୟରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ । ଏମିତିରେ ଯାତ୍ରୀଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହେଉ ଏହାକୁ ନେଇ ମଧ୍ୟ…

ନିଜ କାର୍ଯ୍ୟକଳାପକୁ ସୁଧାରୁ ନାହିଁ ପାକିସ୍ତାନ:ସୋସିଆଲ ମିଡିଆରେ ଯୁବପିଢିଙ୍କୁ କରୁଛି ଉତ୍ତେଜିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ସମୂଳେ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିୟୋଜିତ ଅଛନ୍ତି ଏବଂ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି। ଏସବୁ ମଧ୍ୟରେ ପାକିସ୍ତାନ ନିଜର ଭୁଲ…

ମହିଳା ହଷ୍ଟେଲର ବାଥରୁମ ଭିଡିଓ ଭାଇରାଲ ଘଟଣାରେ ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ …

ନୂଆଦିଲ୍ଲୀ :ପଞ୍ଜାବରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ମହିଳା ହଷ୍ଟେଲର ବାଥରୁମ ଭିଡିଓ ଭାଇରାଲ ହେବା ପରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲର ଜଣେ ଛାତ୍ରୀ ୬୦ ଜଣ ବାଳିକା ଗାଧୋଇବାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ…

ଯଶବନ୍ତ ସିଂହଙ୍କୁ କାହିଁକି କୁହାଯାଏ ବାଜପେୟୀଙ୍କ ହନୁମାନ ? ପଢନ୍ତୁ ଏହା ପଛର ରୋଚକ କାହାଣୀ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିକଟରେ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଯଶବନ୍ତ ସିଂହଙ୍କୁ ମନେ ପକାଇ ସଭିଙ୍କୁ ଚକିତ କରିଥିଲେ। ରାଜସ୍ଥାନ ରାଜନୀତିରେ…

BSNLର ବମ୍ପର ଅଫର ମାତ୍ର ୨୭୫ଟଙ୍କା ରେ ଆପଣ ଉପଭୋଗ କରିପାରିବେ ୩୩୦୦GB ଡେଟା

ନୂଆଦିଲ୍ଲୀ : ଯେଉଁଠି ଶସ୍ତା ମିଳିଲା ମାତ୍ରକେ ଏହାର ଫାଇଦା ଉଠେଇବା ଆବଶ୍ୟକ । ତେବେ ଆମେ ଆପଣଙ୍କ ପାଇଁ ଏକ ରୋମାଞ୍ଚକର ଅଫର ଆଣିଛୁ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । BSNL ବ୍ୟବହାରକାରୀଙ୍କୁ ଅନେକ…

୧୧-୧୨ ଟଙ୍କା କମିବ ପେଟ୍ରୋଲ-ଡିଜେଲ ଦାମ୍! ଜାଣନ୍ତୁ ଏନେଇ କ’ଣ କହୁଛି ଏକ୍ସପର୍ଟଙ୍କ ହିସାବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର ବହୁତ ହ୍ରାସ ପାଇଛି । ଯଦି ଏହି ସ୍ଥିତି ଆଗକୁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ୧୧ରୁ ୧୨ ଟଙ୍କା ହ୍ରାସ ପାଇବାର ସମ୍ଭାବନା…