Browsing Category
ଦେଶ ବିଦେଶ
ମହାଭାରତର ପଶାପାଲି ରାଜା ହେଉଛନ୍ତି ଶକୁନି;ଆପଣ ଜାଣନ୍ତି କି କେଉଁଠାରେ ଅଛି ତାଙ୍କ ମନ୍ଦିର …
ମହାଭାରତ ଆପଣ ନିଶ୍ଚୟ ଶୁଣିଥିବେ । ଏଭଳି କୌଣସି ଲୋକ ନାହାନ୍ତି ଯେଉଁମାନଙ୍କ ପିଲାଦିନ ମହାଭାରତ ଆଉ ରାମୟଣ ଶୁଣାରେ ବିତି ନଥିବ । ତେବେ ମହାଭାରତରେ ଏଭଳି ଏକ ଚରିତ୍ର ରହିଥିଲା ଯାହା ସବୁ ଲୋକଙ୍କ ଦୃଷ୍ଟି ନିଜ ଆଡକୁ…
Cow Milkରେ ରହିଛି Lumpy Virus! ଏହା ପିଇବା କେତେ କ୍ଷତିକାରକ: ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଲମ୍ପୀ ଭାଇରସର ସଂକ୍ରମଣ ଗୋ ବଂଶ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଏଥିସହିତ ଗାଈର କ୍ଷୀର, ଗୋମୁତ୍ର ଓ ଗୋବରରେ ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଲମ୍ପୀ ଭାଇରସର ପ୍ରଭାବ ଗାଈ କ୍ଷୀରରେ…
ହିନ୍ଦୁ ସଂଗଠନକୁ ସମର୍ଥନ କରିଥିବାରୁ ଆସିଲା ମୃତ୍ୟୁଧମକ;କହିଲେ ନା ମୋଦୀ ନା ଯୋଗୀ କେହି ବଞ୍ଚାଇ ପାରିବେନାହିଁ
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ଡାକ୍ତର ହିନ୍ଦୁ ସଂଗଠନକୁ ସମର୍ଥନ କରିଥିବାରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଆମେରିକୀୟ ନମ୍ବର ଥିବା ମୋବାଇଲ୍ ଫୋନରୁ ଧମକପୂର୍ଣ୍ଣ କଲ…
E-Bike ଚାର୍ଜ କରୁକରୁ ଶୋ’ ରୁମରେ ଲାଗିଗଲା ନିଆଁ, ଚାଲିଗଲା ୬ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଛି ବୈଦ୍ୟୁତିକ ବାଇକ୍ । ଇ-ବାଇକକୁ ଚାର୍ଜ କରାଯାଉଥିବା ସମୟରେ ଅଚାନକ ଶୋ’ ରୁମରେ ନିଆଁ ଲାଗିଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଜଣ ଲୋକ ପୋଡ଼ି ହୋଇ…
SBI SO Recruitment:ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ : ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାର ଏକ ବଡ଼ ସୁଯୋଗ। ସ୍ପେସିଆଲିଷ୍ଟ ଅଫିସର ପଦ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯୋଗ୍ୟ ତଥା…
ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର:ଜାଣନ୍ତୁ କେଉଁ ସହରରେ କେତେ ଦାମ୍
ନୂଆଦିଲ୍ଲୀ:ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୯୩.୯୬ ଟଙ୍କା ରହିଛି ଏବଂ ମୂଲ୍ୟରେ ଆହୁରି ହ୍ରାସ ହେବାର…
ସାମ୍ନାକୁ ଆସିଲା Monkeypoxର ନୂଆ ଲକ୍ଷଣ, ମସ୍ତିଷ୍କକୁ ଦୁର୍ବଳ କରୁଛି ଭାଇରସ, ରୋଗୀ ସାରା ଜୀବନ ବିକଳାଙ୍ଗ ହୋଇପାରେ
ନୂଆଦିଲ୍ଲୀ: ଦିନକୁ ଦିନ ମଙ୍କିପକ୍ସର ମାମଲା ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ସେହି ଅନୁପାତରେ ନୂଆ ନୂଆ ଲକ୍ଷଣ…
ରାଜଧାନୀରେ ଚିନ୍ତା ବଢ଼େଇଲାଣି ଡେଙ୍ଗୁ ;ଧୀରେ ଧୀରେ ବଢୁଛି ରୋଗୀଙ୍କ ସଂଖ୍ୟା
ନୂଆଦିଲ୍ଲୀ: ସୋମବାର ପ୍ରକାଶିତ ଏକ ନାଗରିକ ସଂସ୍ଥା ରିପୋର୍ଟ ଅନୁଯାୟୀ ରାଜଧାନୀରେ ଏବେ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ ଭେକ୍ଟର ଜନିତ ରୋଗର(ମଶା ଦ୍ୱାରା…
ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ମେଗା ଡ୍ରାଇଭ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକ ମେଗା ଡ୍ରାଇଭ ଆରମ୍ଭ କରିବ।…
INS Vikrant ହେଲା ଆହୁରି ଶକ୍ତିଶାଳୀ: ମିସାଇଲରେ ଲାଗିଲା AK-630, ଧମାଧମ୍ କରିବ ଗୁଳିବର୍ଷା
ନୂଆଦିଲ୍ଲୀ: ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ ବିମାନ ବାହକ ମିସାଇଲ INS Vikrant ହେବ ଆହୁରି ଶକ୍ତିଶାଳୀ । ଏଥିରେ ଲାଗିବ AK-630 ନାମକ ଆଉ ଏକ ତୋପ, ଯାହା ନିର୍ଧୁମ ଗୁଳିବର୍ଷଣ କରିପାରିବ ସେନାବାହିନୀ । ତେବେ…