Browsing Category
ଦେଶ ବିଦେଶ
ମାଇକ୍ରୋସପ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର; ଏହି ତାରିଖରୁ କମ୍ପାନୀ ଦେବ ଜବରଦସ୍ତ ପ୍ୟାକେଜ୍
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭେଟେରାନ୍ ଟେକ୍ କମ୍ପାନୀ ଏହାର ଛୁଟିଦିନ ନୀତିକୁ ବଦଳାଇଛି । ଯାହାଫଳରେ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ତେବେ କମ୍ପାନୀ ଅନ୍ୟ…
ମାଗଣା ଚାଉଳ ବଣ୍ଟନ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ
ନୂଆଦିଲ୍ଲୀ,୧୨ା୧: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରୁଛନ୍ତି ସେହି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ଯୋଜନାର…
ହକି ମହାସମର: ଦୁଲୁକିବ କଳିଙ୍ଗ, ବିର୍ସା ମୁଣ୍ଡା ଷ୍ଟାଡିୟମ, ୧୬ଟି ଟିମ୍ ଖେଳିବେ ୪୪ଟି ମ୍ୟାଚ୍, ଦୁଇ ଓଡ଼ିଆ ଖେଳାଳିଙ୍କ ଉପରେ ନଜର
ଭାସ୍କର ନ୍ୟୁଜ୍: ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ମହାସମର। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା…
JDUର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ
ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ ଘଟିଛି । ଶରଦ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କର ଝିଅ ଶୁଭାଷିନୀ ଯାଦବ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଶରଦ…
ବ୍ରିଟେନରେ ବିୟର ବୋତଲରେ ଛପା ହେଲା ହିନ୍ଦୁ ଦେବୀଙ୍କ ଫଟୋ, ଲେବଲ୍ ହଟାଇବାକୁ ଦାବି କଲେ ହିନ୍ଦୁ ବାସିନ୍ଦା
ନୂଆଦିଲ୍ଲୀ: ବ୍ରିଟେନରେ ପୁଣି ଥରେ ହିନ୍ଦୁମାନଙ୍କର ଧାର୍ମିକ ଭାବନା ଆଘାତ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋ ଚିତ୍ର ଖୁବ ଭାଇରାଲ ହେବାରେ ଲାଗିଛି। ବ୍ରିଟେନରେ ବିୟର ବୋତଲରେ ହିନ୍ଦୁ ଦେବୀଙ୍କ ଫଟୋ…
ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ମିଳିବ କି ନା: ଓଡ଼ିଶା ସମେତ ୨୪ଟି ରାଜ୍ୟ ପଠାଇଲେ ପ୍ରସ୍ତାବ, କେଉଁ ରାଜ୍ୟର କ’ଣ ରହିଛି ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ହିନ୍ଦୁମାନଙ୍କର ସଂଖ୍ୟା ଅଲଗା ଅଲଗା ରହିଛି । ଯେଉଁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି, ସେଠାରେ ସେମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ପ୍ରଦାନ ନେଇ ରାଜ୍ୟମାନଙ୍କର…
ଅତ୍ୟଧିକ ଥଣ୍ଡା କାରଣରୁ ହେଉଛି ହାର୍ଟ ଆଟାକ ଏବଂ ବ୍ରେନ ଷ୍ଟ୍ରୋକ , ଦିଲ୍ଲୀରେ ୧୫ ପ୍ରତିଶତ ମାମଲା ବୃଦ୍ଧି
ନୂଆଦିଲ୍ଲୀ: ଉତ୍ତର ଭାରତରେ କିଛିଦିନ ହେବ ସବୁଠାରୁ ଅଧିକ ଥଣ୍ଡା ପଡୁଛି । ଖାସକରି ଶୀତଦିନର ସକାଳ ଦେହ ପାଇଁ ଲାଭ ହେବା ପରିବର୍ତ୍ତେ ଖରାପ ହେବାରେ ଲାଗିଛି । ଏଏନଆଇ ରିପୋର୍ଟ ଅନୁସାରେ, ଦିଲ୍ଲୀର ସକାଳ ସମୟରେ…
ପୁଣି ଫେରିବ ଶୀତର ଲହରୀ! କେଉଁ ରାଜ୍ୟରେ, କେବେ ଓ କେତେ ଡିଗ୍ରୀ ତାପମାତ୍ରା ଖସିବ, IMD ଆଲର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସ୍ଥାନରେ ଜନସାଧାରଣ ଭୀଷଣ ଶୀତରେ କଲବଲ ହେଉଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଗକୁ…
SpiceJet ଫ୍ଲାଇଟରେ ବମ୍ ଆତଙ୍କ: ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ, ସର୍ଚ୍ଚ ଅପରେସନ ଜାରି
ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ସ୍କାଇସଜେଟର ଏକ ବିମାନରେ ବମ୍ ଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଏୟାରପୋର୍ଟ ଅଧିକାରୀମାନେ ବିମାନକୁ ଉଡ଼ାଣ…
ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ଗଢ଼ି ତୋଳିବାକୁ ଯୁବପିଢ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲିଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ହେଉଛି…