Browsing Category
ଦେଶ ବିଦେଶ
Twitter Down: ପେଜ୍ ଲୋଡିଂ ସମସ୍ୟାର ସାମ୍ନା କରୁଛନ୍ତି ୟୁଜର୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସେବା ପ୍ରଭାବିତ ହେଉଥିବା ଦେଖାଯାଉଛି । ଗତକାଲି ଗୁଗଲର ଜିମେଲ ସର୍ଭିସ ଡାଉନ ହୋଇଥିବା ବେଳେ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ବ୍ୟବହାର କରିପାରି…
୫୦୦ ନୂଆ ଏୟାରକ୍ରାଫ୍ଟ କିଣିବାର ପ୍ରସ୍ତୁତି କରୁଛି ଏୟାର ଇଣ୍ଡିଆ; ହେବ ଇତିହାସର ସବୁଠୁ ବଡ଼ ଡିଲ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଇତିହାସରେ ସବୁଠୁ ବଡ ଡିଲ କରିବାକୁ ଯାଉଛି । ଖବର ଅନୁଯାୟୀ, ଟାଟା ଗ୍ରୁପ୍ର ଏୟାର ଇଣ୍ଡିଆ ୫୦୦ ଟି ନୂତନ ବିମାନ ପାଇଁ ଅର୍ଡର ଦେବାକୁ ଯାଉଛି । ଯଦି ଟାଟା ଏଭଳି କରେ ତେବେ ଭାରତ ସରକାର…
ସିଙ୍ଗଲ ସିଗାରେଟ ବିକ୍ରି ଉପରେ ଲାଗିପାରେ ରୋକ: ସଂସଦର ସ୍ଥାୟୀ କମିଟି ପକ୍ଷରୁ ଦିଆଗଲା ପ୍ରସ୍ତାବ
ନୂଆଦିଲ୍ଲୀ: ଭାରତରେ ସିଙ୍ଗଲ ସିଗାରେଟ ବିକ୍ରି ଉପରେ ରୋକ ଲାଗିପାରେ । ସଂସଦର ସ୍ଥାୟୀ କମିଟି ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । କମିଟି ମୁତାବକ, ତମ୍ବାଖୁ ନିୟନ୍ତ୍ରଣ ଅଭିଯାନ ଏହାଦ୍ୱାରା ପ୍ରଭାବିତ ହୋଇପାରେ ।…
ରିଲିଜ୍ ହେଲା ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଟକ୍ ସୋ’ର ପ୍ରୋମୋ
ନୂଆଦିଲ୍ଲୀ: ସେଲିବ୍ରିଟି ଦମ୍ପତି ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଛାଡପତ୍ର ହେବାର ଖବର ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସିଛି । ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ଅସ୍ୱୀକାର ମଧ୍ୟ କରିନାହାଁନ୍ତି । ନିକଟରେ…
ଯୋଗ ଏବଂ ଆୟୁର୍ବେଦ ଆଜି ସମଗ୍ର ମାନବିକତା ପାଇଁ ଏକ ନୂତନ ଆଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଗୋଆ: 'ବିଶ୍ୱରେ ପୁର୍ବରୁ ଯୋଗ ଏବଂ ଆୟୁର୍ବେଦକୁ ଉପେକ୍ଷିତ କରାଯାଉଥିଲା। କିନ୍ତୁ ଅଜି ଏହା ପୁରା ମାନବ ସମାଜ ପାଇଁ ଏକ ନୂତନ ଆଶାରେ ପରିଣତ ହୋଇଛି। ଏହା ସହିତ ଏବେ ବିଶ୍ୱ ଯୋଗ ଦିବସରେ ପୁରା ବିଶ୍ୱ ଏହାକୁ ଉତ୍ତମ…
ଚନ୍ଦ୍ରକୁ ଯିବେ ବାଲବୀର ଫେମ୍ ଦେବ ଯୋଶୀ; ୩ ଲକ୍ଷ ଲୋକଙ୍କ ମଧ୍ୟରେ ହେଲେ ଚୟନ
ନୂଆଦିଲ୍ଲୀ: ମହାକାଶ ରହସ୍ୟରେ ପରିପୂର୍ଣ୍ଣ ଏଣୁ ମହାକାଶ ସହିତ ଜଡିତ ସବୁକିଛି ଲୋକଙ୍କୁ ଆକର୍ଷିତ କରିଥାଏ । ମହାକାଶର ଆକର୍ଷଣ କରୁଥିବା ସମସ୍ତ ଗ୍ରହ ନକ୍ଷତ୍ର ମଧ୍ୟରୁ ଚନ୍ଦ୍ର ହେଉଛି ଅନ୍ୟତମ । ଏହି ଚନ୍ଦ୍ର ଆମର…
ସୁଶାନ୍ତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଲା: ଆଜି ବି ଖାଲି ପଡ଼ିଛି ତାଙ୍କର ଭଡ଼ା ଫ୍ଲାଟ୍
ନୂଆଦିଲ୍ଲୀ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାରା ଭାରତରେ ହଇଚଇ ସୃଷ୍ଟି ହୋଇଥିଲା । ଏକ ମଧ୍ୟବିତ ପରିବାରରୁ ଯାଇ କଡ଼ା ସଂଘର୍ଷ କରି ମୁମ୍ବାଇ ପରି ମହାନଗରୀରେ ଚଳଚ୍ଚିତ୍ର ଜଗତରେ…
ୟୁକ୍ରେନ୍ ପାୱାର ଗ୍ରୀଡ ଉପରେ ଆକ୍ରମଣ କଲା ଋଷ, ଅନ୍ଧାରରେ ୧୫ ଲକ୍ଷ ଲୋକେ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ୯ ମାସ ଧରି ଯୁଦ୍ଧ ଜାରି ରହିଛି । ଏଥିରେ ୟୁକ୍ରେନ୍ର ଅନେକ ସହର ଧ୍ୱଂସ ହୋଇଯାଇଛି । ଏବେ ୟୁକ୍ରେନ୍ର ଅନେକ ସହର ଉପରେ ଋଷ ଇରାନ୍ର ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛି ।…
ନୃଶଂସତାର ସୀମା ପାର କଲା ସ୍ୱାମୀ; ଖାଇବାରୁ ବାହାରିଲା ଚୁଟି, ସ୍ତ୍ରୀକୁ କଲେ ଲଣ୍ଡା
ନୂଆଦିଲ୍ଲୀ; ବେଳେବେଳେ ଆମେ ଖାଉଥିବା ଖାଦ୍ୟରେ ଚୁଟି ବାହାରିଥାଏ । ଅନେକ ଲୋକ ଖାଦ୍ୟରେ ଚୁଟି ବାହାରିଲେ ବିରକ୍ତ ମଧ୍ୟ ହୋଇଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଚୁଟି ବାହାରିଥିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ…
ଗୁଜରାଟ କ୍ୟାବିନେଟର ସମ୍ଭାବ୍ୟ ଟିମ୍: ୨୫ ଜଣଙ୍କୁ କରାଯିବ ସାମିଲ, ବାଦ୍ ପଡ଼ିବେ ଅନେକ ହେଭିୱେଟ୍
ନୂଆଦିଲ୍ଲୀ: ଗୁଜରାଟ ଦଖଲ କରି ଇତିହାସ ରଚିବା ପରେ ବିଜେପି ଶିବିରରେ ଏବେ ଖୁସି ଲହରୀ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ବଛା ଯାଇଥିବା ବେଳେ ଆସନ୍ତା ୧୨…