Browsing Category

ଦେଶ ବିଦେଶ

ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ପାଇଁ WHO ଜାରୀ କଲା ନୂଆ ଗାଇଲାଇଡ୍ : ଏହି ଉପାୟ ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ:ଆଜିକାଲି ସମୟ ପୂର୍ବରୁ ନବଜାତ ଶିଶୁ ଜନ୍ମ ହେବା ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି । ଏହି କାରଣରୁ କେବଳ ପିଲା ନୁହେଁ ମାଆର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ । ଫଳରେ କିଛି କ୍ଷେତ୍ରରେ ମା ଓ…

ଜି-୨୦ ସଭାପତି ପଦ ଗ୍ରହଣ କଲା ଭାରତ, ଗଣତନ୍ତ୍ରର ମାତୃଭୂମିକୁ ବିଶ୍ୱନେତାଙ୍କୁ ସ୍ୱାଗତ ରହିବ: ପ୍ରଧାନମନ୍ତ୍ରୀ

ବାଲି: ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀର ଶେଷ ଦିନରେ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ହେବାକୁ ଥିବା ବୈଠକ ପାଇଁ ସଭାପତି ପଦ ସ୍ୱୀକାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ବ୍ୟବସାୟୀ ମାନଙ୍କ ପାଇଁ ଆସିଲା ଖୁସି ଖବର, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଏହି ମାଧ୍ୟମରେ ସରକାର ଜନତାଙ୍କ ସେବା ଓ କଲ୍ୟାଣ କରୁଛନ୍ତି । ଏହା ମଧ୍ୟରୁ ବହୁତ ଗୁଡିଏ ଯୋଜନା ଅଛି ସେଗୁଡିକୁ ସରକାର…

ବାଲିରେ ଜି -୨୦ ନେତାଙ୍କ ସହ ହେନ୍ତାଳ ବନରେ ଚାରା ରୋପଣ ହେନ୍ତାଳ ବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି -୨୦ ନେତାଙ୍କ ସହ ‘ତମନ୍ ହୁତାନ୍ ରାୟା ନଗୁରା ରାୟ’ ହେନ୍ତାଳ ଜଙ୍ଗଲ ପରିଦର୍ଶନରେ ଯାଇ ଚାରା ରୋପଣ…

ଭାରତକୁ ଭୁଲ ମାଗିଲେ ଏଲନ ମସ୍କ; ଦେଶରେ ଟ୍ୱିଟର ସେବାକୁ ନେଇ ଏପରି କହିଲେ ମସ୍କ…

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ଏଲନ୍ ମସ୍କ କମ୍ପାନୀର ଅଧିଗ୍ରହଣ ହାତକୁ ନେବା ପରେ ଗୋଟିଏ ପରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି…

ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ: କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଭୁବନେଶ୍ବର ଠାରେ କଳିଙ୍ଗ…

୨୦୨୪ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଡୋନାଲ୍ଡ ଟ୍ରମ୍ପ; ଦୁଇବର୍ଷ ପୂର୍ବରୁ କଲେ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆଗାମୀ ନିର୍ବାଚନ୨୦୨୪ ମସିହାରେ ଏହାକୁ ଥିବା ବେଳେ ଏହାକୁ ନେଇ କିଛି ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହି ମାମଲାରେ ସବୁଠୁ ଆଗରେ ଅଛି ଆମେରିକା । ଯିଏକି ବର୍ତ୍ତମାନ ଠାରୁ…

ୟୁକ୍ରେନ୍ ବଦଳରେ ପୋଲାଣ୍ଡରେ ପଡିଲା ଋଷ ମିଶାଇଲ, ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଲେ ଜୋ ବାଇଡେନ

ୱାର୍‌ସ: ମଙ୍ଗଳବାର ଦିନ ପୋଲାଣ୍ଡରେ ରୁଷର ମିଶାଇଲ ଖସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପୋଲାଣ୍ଡ ଏହି ଘଟଣାରେ ରୁଷ ରାଷ୍ଟ୍ରଦୂତ ଡକାଇଛି। ପୋଲାଣ୍ଡ କହିବା ଅନୁସାରେ ନଭେମ୍ବର ୧୫ ତାରିଖରେ ୟୁକ୍ରେନ ଉପରେ ରୁଷ ବୋମା…

ଜି -୨୦ ଶିଖର ସମ୍ମିଳନୀରେ ମୁହାମୁହିଁ ଭାରତ-ଚୀନ; ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ୨ ଦିନ ଧରି ଚାଲିଥିବା ଜି-୨୦ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି । ଯାହାକି…

ଡବଲ ଇଞ୍ଜିନରେ କୋଇଲା ଥିଲା, ତେଣୁ ଜଙ୍କ ଖାଇଗଲା: ଆମେ ନୂଆ ବିଜୁଳି ଇଞ୍ଜିନ୍ ଆଣିବୁ-କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ…