CHARIDHAM
Browsing Category

ଦେଶ ବିଦେଶ

Video: ଭୀଷଣ ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଦୋକାନ, ଦମକଳ ଉପରେ ଅବହେଳାର ଅଭିଯୋଗ

ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୭୦୦ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଛି । ପୋଲିସ ଅଧିକାରୀମାନେ…

ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ରୁଷି ସୁନକ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଏହା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ରୁଷି ସୁନକ୍ । ରାଜା ଚାଲର୍ସ-୩ଙ୍କୁ ଭେଟି ସୁନକ୍…

ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ବ୍ୟଭିଚାର କହିବା ହେଉଛି କ୍ରୁରତା: ହାଇକୋର୍ଟ

ମୁମ୍ବାଇ: ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀକୁ ମଦୁଆ ଏବଂ ବ୍ୟଭିଚାରକାରୀ ବୋଲି କୁହନ୍ତି, ତେବେ ଏହା କ୍ରୁରତା ବୋଲି ବମ୍ବେ ହାଇକୋର୍ଟ ଦର୍ଶାଇଛନ୍ତି । କୋର୍ଟ ଏହି ନିଷ୍ପତ୍ତିରେ ଫ୍ୟାମିଲି କୋର୍ଟର…

ଦୀପାବଳିରେ ବାଣ ଫୁଟାଇବାର ପ୍ରଭାବ: ଏହି ରାଜ୍ୟରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ

ଜୟପୁର: ଦୀପାବଳିରେ ଜୋରଦାର ବାଣ ଫୁଟାଇବାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନରେ ଏବେ ଏହି କାରଣରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଅକ୍ଟୋବର ମାସ ତୁଳନାରେ ୫ ଗୁଣ ବୃଦ୍ଧି ପାଇଛି ।…

Video: ବସରେ ଦୀପ ଲଗାଇ ଶୋଇପଡିଲେ ଡ୍ରାଇଭର ଓ କଣ୍ଡକ୍ଟର: ନିଆଁ ଲାଗିବାରୁ ଦୁହିଁଙ୍କର ମୃତ୍ୟୁ

ରାଞ୍ଚି: ରାଞ୍ଚି ଲୋୟର ବଜାର ଥାନା ଅନ୍ତର୍ଗତ ଖଡାଗଡା ବସରେ ଶୋଇବା ସମୟରେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି । ବସଷ୍ଟାଣ୍ଡରେ ଅଟକି ରହିଥିବା ବସରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା…

ସୁନକ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ, ଟ୍ରୋଲ ହେଲେ ନେହେରା, କୋହିନୂର ନେଇ ୟୁଜର୍ସଙ୍କ ରହିଛି ଏମିତି ଯୋଜନା

ନୂଆଦିଲ୍ଲୀ: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଥିବା ସୁନକଙ୍କୁ ନେଇ ଭାରତରେ ଖୁସିର ଲହରି ଖେଳି…

WhatsApp Returns: ଦେଢ଼ ଘଣ୍ଟା ପରେ ପୁଣି କାର୍ଯ୍ୟକ୍ଷମ ହେଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ ଆଜି ତା’ର କୋଟି କୋଟି ୟୁଜର୍ସଙ୍କୁ ଦେଇଥିଲା ଏକ ଜବରଦସ୍ତ ଝଟକା । ଦୀର୍ଘ ଦେଢ଼ଘଣ୍ଟା କାଳ ହ୍ୱାଟସଆପ ସର୍ଭର ଡାଉନ ହୋଇ ରହିଥିଲା । ଫଳରେ ଲୋକମାନେ ଫଟୋ, ମେସେଜ,…

Philips Job Cut! ୪୦୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ଜାରି ରହିଛି । ନିକଟରେ ମାଇକ୍ରୋସଫ୍ଟ ୧ ହଜାର ଲୋକଙ୍କୁ ଚାକିରିରୁ ଛଟେଇ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ସେହିପରି ମୋର୍ଗାନ…

ଫ୍ଲିପକାର୍ଟରୁ ମଗାଇଲେ ଲ୍ୟାପଟପ୍, ହେଲେ ବାହାରିଲା ବଡ ପଥର, ଗ୍ରାହକଙ୍କ ଅକଲ ଗୁଡୁମ

ବେଙ୍ଗାଲୁରୁ: ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଗତ ଦିନରେ ବିଗ୍ ଦିଓ୍ଵାଲୀ ସେଲ୍ ସମାପ୍ତ ହୋଇଛି। ଏଥିରେ ଲକ୍ଷାଧିକ ଗ୍ରାହକ ଖୁବ୍ ସାମଗ୍ରୀ କିଣିଛନ୍ତି। କିନ୍ତୁ ଏହା ମଧ୍ୟରେ ଜଣେ ଗ୍ରାହକ ଠକେଇର ଶିକାର…

ଧମାକାଦାର ବିଜୟ ପରେ ବି ଟିମ୍ ଇଣ୍ଡିଆ ପାଳିଲା ନାହିଁ ଦୀପାବଳି ଉତ୍ସବ, ଏମିତି କଣ କହିଲେ ଦ୍ରାବିଡ-ରୋହିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ରବିବାର ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ବହୁ ଉତ୍କଣ୍ଠାପୂର୍ଣ୍ଣ ଏବଂ ରୋମାଞ୍ଚମକର ଭରପୁର ଏହି ମୁକାବିଲା କ୍ରିକେଟ୍ ପ୍ରେମୀଙ୍କ…