Browsing Category

ଦେଶ ବିଦେଶ

Video: ପ୍ରକୃତି ଆଗରେ ଅସହାୟ ମଣିଷ: ଗୋଦାବରୀ ନଦୀରେ ବୁଡିଗଲା ବ୍ରିଜ୍‌, ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ

ମାଲକାନଗିରି: ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିଛି। ଯାହା ଫଳରେ ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଗୋଦାବରୀ ଏବଂ ଏହାର ଶଖା ନଦୀ…

ଶସ୍ତା ହୋଇପାରେ ଫ୍ଲାଇଟ ଭଡା: ଦୀର୍ଘ ଦିନ ପରେ ବିମାନ ଇନ୍ଧନର ଦାମରେ ହ୍ରାସ

ନୂଆଦିଲ୍ଲୀ: ଲଗାତାର ଦରବୃଦ୍ଧି ଏବଂ ଲମ୍ବା ଅପେକ୍ଷା ପରେ ଆଜି ବିମାନ ଇନ୍ଧନର ଦାମରେ ହ୍ରାସ ରେକର୍ଡ ହୋଇଛି । ୨.୨ ପ୍ରତିଶତ କମିଛି ବିମାନ ଇନ୍ଧନର ମୂଲ୍ୟ । ଅନ୍ତରାଷ୍ଟ୍ରୀୟ ମାର୍କେଟରେ ତୈଳ ଦର କମିବା ପରେ ଏହି…

Video: ମେଟ୍ରୋ ଷ୍ଟେସନରେ ସୁରକ୍ଷା କର୍ମୀଙ୍କ ପାଦ ଛୁଇଁଲେ କୁନି ଝିଅ, ଭାବପ୍ରବଣ ଯବାନ ମଧ୍ୟ ପ୍ରେମ ବ୍ୟକ୍ତ କରିଥିଲେ

ନୂଆଦିଲ୍ଲୀ: ପିତାମାତାମାନେ ସର୍ବଦା ନିଜ ପିଲାମାନଙ୍କୁ ଭଲ ମୂଲ୍ୟବୋଧ ଶିଖାଇବାକୁ ଚେଷ୍ଟା କରନ୍ତି। ଯାହା ଦ୍ୱାରା ସେମାନେ ଯେତେବେଳେ ସମାଜରେ ବାହାରକୁ ଆସନ୍ତି, ସେତେବେଳେ ସେହି ମୂଲ୍ୟବୋଧ ଉପରେ ସେମାନଙ୍କର ବହୁତ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ AAPର ଘୋଷଣା- ଦ୍ରୌପଦୀଙ୍କୁ ସମ୍ମାନ, ହେଲେ ଯଶଓ୍ଵନ୍ତ ସିହ୍ନାଙ୍କୁ ଦେବୁ ଭୋଟ୍

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତା ଉପରେ ସଭିଙ୍କ ନଜର ଥିଲା। ଆଉ ଶନିବାର ସ୍ପଷ୍ଟ କରିଛି ଆମ୍ ଆଦମୀ…

ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଡଲାର ତୁଳନାରେ ନିରନ୍ତର ଦୁର୍ବଳ ହେବାରେ ଲାଗିଛି ଟଙ୍କା । ଖୁବ୍ ଶିଘ୍ର ଏହା ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଛୁଇଁପାରେ । ଏହାକୁ ନେଇ କଂଗ୍ରେସ ପାର୍ଟି ସରକାରଙ୍କୁ ଲଗାତାର ଆକ୍ରମଣ…

ସିଞ୍ଜୋ ଆବେଙ୍କ ହତ୍ୟାରୁ ଶିକ୍ଷା, VVIPଙ୍କ ୩୬୦ ଡିଗ୍ରୀ ସୁରକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସର୍ବସାଧାରଣରେ ହତ୍ୟାରୁ ଶିକ୍ଷା ନେଇଛନ୍ତି ଭାରତ ସରକାର। ସେଥିପାଇଁ କେନ୍ଦ୍ର ସରକାର ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ରାଜ୍ୟଗୁଡିକୁ ନୂତନ…

ଅଫିସରେ ହସ, ନଚେତ୍ ଗଣିବ ତଣ୍ଡ: ସରକାରୀ କର୍ମଚାରୀଙ୍କୁ ଦିଆଗଲା ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଫିସ ହେଉ ବା ଘର, ଜୀବନକୁ ସର୍ବଦା ହସ-ଖୁସିରେ ବିତାଇବା ଉଚିତ୍ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ଆଇନ ପ୍ରସ୍ତୁତ ହୋଇନି ଚିନ୍ତୁ ନିକଟରେ ଏକ ନିର୍ଦ୍ଦେଶ ପାରିତ ହୋଇଛି, ଯାହା ଅନୁସାରେ…

୪୦ ବର୍ଷ ପରେ ୧୦ ML ମଦ ହୋଇପାରେ ଲାଭଦାୟକ: ରିପୋର୍ଟରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ : ମଦ ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ତ’ ସମସ୍ତେ ଜାଣନ୍ତି । କିନ୍ତୁ ମେଡିକାଲ ଜର୍ଣ୍ଣଲ ଦ ଲାନ୍ସଲେଟର ରିପୋର୍ଟରୁ ହୋଇଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା । ରିପୋର୍ଟରୁ ଜଣାପଡିଛି ଯେ, ଯୁବପିଡ଼ି ବା କମ୍…

ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନାହିଁ ବୋରିସ୍ ଜନସନ, କହିଲେ-କୌଣସି ପରିସ୍ଥିତିରେ ବି ସମର୍ଥନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦପାଇଁ ଲଢେଇ ରୋଚକ ହେବାରେ ଲାଗିଛି । ଭାରତୀୟ ମୂଳ ଋଷି ସୁନକ ଦୁଇ ରାଉଣ୍ଡ ପରେ ବେଶ ଆଗୁଆ ଅଛନ୍ତି । ତେବେ ତାଙ୍କୁ ଆଗକୁ ଆହୁରି ଲଢେଇର ସାମ୍ନା କରିବାକୁ ପଡିବ । ପୁର୍ବତନ…

ଆବାସିକ ଅଞ୍ଚଳରେ ମାହୋଲ ଖରାପ କରୁଛି ‘ଓୟୋ ହୋଟେଲ’, ଆନ୍ଦୋଳନ ଚେତାବନୀ ଦେଲେ ଆରଡବ୍ଲୁଏ ଅଧିକାରୀ

ନୂଆଦିଲ୍ଲୀ: 'ଓୟୋ ହୋଟେଲ' ଏକ ଏପରି ସଂସ୍ଥା ଯାହା ସହରାଞ୍ଚଳରେ ନୂତନ କରି ଆସିଥିବା ଯାତ୍ର୍ରୀମାନଙ୍କୁ ଅତି କମ୍ ମୂଲ୍ୟରେ ଭଲ ହୋଟେଲରେ ସାମୟୀକ ରହଣି ପାଇଁ ସେବା ଯୋଗାଇଥାଏ । ତେବେ ଧିରେ ଧିରେ 'ଓୟୋ ହୋଟେଲ'ର…