Browsing Category

ଦେଶ ବିଦେଶ

‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ…

ମହାକାଶରେ ପ୍ରଥମ ସୋଲାର ପ୍ଲାଣ୍ଟ ଲଗାଇବ ଚୀନ୍, ୨୦୨୮ ସୁଦ୍ଧା ଲଞ୍ଚ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ମଙ୍ଗଳରୁ ସଫଳତାର ସହ ପ୍ରଥମ ପ୍ରୟାସରେ ସଫଳ ଭାବରେ ସାମ୍ପୁଲ ସଂଗ୍ରହ କରିବା ପରେ ଚୀନ ଏହାର ପ୍ରଥମ ସୌର ଶକ୍ତି ଦ୍ୱାରା ପରିଚାଳିତ ପ୍ଲାଣ୍ଟକୁ ମହାକାଶରେ ଲଗାଇବାକୁ ପ୍ରସ୍ତୁତି କରୁଛି । ଏହି…

ଅଯୋଗ୍ୟ ଘୋଷିତ ହେବେ ନାହିଁ ବିଦ୍ରୋହୀ ବିଧାୟକ ଗୋଷ୍ଠୀ: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଏକ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଏହାମଧ୍ୟରେ ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚି ସାରିଛି । ତେବେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ…

ଲୁଟେରାଙ୍କ ଡିଜିଟାଲ ଷ୍ଟାଇଲ: କ୍ୟାସ ନଥିବାରୁ ଫୋନ-ପେ’ରେ ଲୁଟିନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସବୁ କାମ ମୋବାଇଲରେ କରୁଛନ୍ତି । ସେହିପରି ଫୋନ-ପେ ଓ ଗୁଗଲ-ପେ ଭଳି ପେମେଣ୍ଟ ଆପ ଦ୍ୱାରା ଲୋକମାନେ ନିଜର ଆବଶ୍ୟକୀୟ ଜିନିଷ କିଣି ପାରୁଛନ୍ତି । ପାନ ଦେକାନଠୁ ଆରମ୍ଭ କରି ବଡ଼…

ପରିବାର ଦେଲାନି ଅନୁମତି, ପ୍ରେମକୁ ପାଇବା ପାଇଁ ନେଲେ ଜୀବନର ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ: ପ୍ରେମ ମାନେନି କୌଣସି ପ୍ରତିବନ୍ଧକ । ପ୍ରେମ ପାଇଁ କେହି କିଛିବି କରିପାରନ୍ତି । ଆଜିର ସମାଜରେ ନାରୀ-ନାରୀ ଏବଂ ପୁରୁଷ-ପୁରୁଷ ମଧ୍ୟରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳୁଛି । ଏହି ସଂପର୍କକୁ ନେଇ ବେଶ୍…

ରାଜସ୍ଥାନରେ ମିଳିଲା ବିଶାଳ ୟୁରାନିୟମ୍ ଭଣ୍ଡାର: ଦୂର ହେବେ ଦେଶର ବିଦ୍ୟୁତ ସଙ୍କଟ, ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ମଧ୍ୟ ଉପଯୋଗୀ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରେ ୟୁରାନିୟମ୍ ଆବିଷ୍କୃତ ହେବା ପରେ ଏବେ ରାଜସ୍ଥାନରେ ଏହି ଖଣିଜ ପଦାର୍ଥର ବିଶାଳ ଭଣ୍ଡାର ଠାବ ହୋଇଛି। ରାଜସ୍ଥାନର ସିକର ଜିଲ୍ଲାରେ ଏହି ବୃହତ ୟୁରାନିୟମ୍…

ଅଗ୍ନିବୀରଙ୍କୁ ରେଲୱେରେ ମିଳିବ ଚାକିରି! ଜାଣନ୍ତୁ କ’ଣ ରହିଛି ସରକାର ଯୋଜନା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଉତ୍ତେଜନା ମଧ୍ୟରେ ରେଳ ମନ୍ତ୍ରଣାଳୟ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରେ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅନେକ ସୁବିଧା…

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା କଟକଣା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁ ଘାଟିର ଲଲିତପୁର ମହାନଗରରେ ପାନି ପୁରୀ (ଗୁପଚୁପ ) ବିକ୍ରି ଉପରେ କଟକଣା ଲାଗିଛି । ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌…

ବୋହୂ ସହ ଚାଲିଥିଲା ଶଶୁରର ରାସଲୀଳା: ଅଚାନକ୍ ପହଞ୍ଚିଗଲା ପୁଅ, ଆପତ୍ତିଜନକ ସ୍ଥିତିରେ ଦେଖି…

ଅମରୋହ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ…