Browsing Category

ଦେଶ ବିଦେଶ

‘ସବୁ ଧର୍ମର ସମ୍ମାନ’, ମିଳିତ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚିଲା ପୈଗମ୍ବର ମହମ୍ମଦ ବିବାଦ

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଅନେକ ମୁସଲିମ ଦେଶ କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହି ମାମଲା ବର୍ତ୍ତମାନ ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ମିଳିତ…

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ, ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପଓ୍ଵାଡା ଏବଂ ସୋପୋରରେ ଭିନ୍ନ ଭିନ୍ନ ଦୁଇଟି ଏନକାଉଣ୍ଟରରେ ସୁରକ୍ଷାବଳ ତିନି ଆତଙ୍କବାଦୀଙ୍କ ନିପାତ କରିଛନ୍ତି। ସୋପୋର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ…

ବିଶ୍ୱରେ ଏହି ଦୁର୍ଲଭ ଫୁଲ କେବଳ ମଣିପୁରରେ ଫୁଟିଥାଏ: ଯାହାକୁ ନେଇ ସରକାର ପାଳନ୍ତି ଉତ୍ସବ

ଇମ୍ଫାଲ୍ : ଭାରତର ମଣିପୁର ରାଜ୍ୟରେ ଏପରି ଏକ ଦୁର୍ଲଭ ଓ ଲୁପ୍ତପ୍ରାୟ ଫୁଲ ଫୁଟିଥାଏ, ଯାହାକୁ ନେଇ ରାଜ୍ୟ ସରକାର ଉତ୍ସବ ପାଳନ କରନ୍ତି । ଏହି ଫୁଲକୁ ଶିରୁଇ ଲିଲି କୁହାଯାଏ, ଯାହାକି ଉଖରୁଲର ସବୁଠାରୁ ଉଚ୍ଚ ପାହାଡର…

ଭାରତୀୟ ସେନାରେ ଏଣିକି ହେବ ଧଡ଼ାଧଡ଼ ନିଯୁକ୍ତି: ୨୫୦ ବର୍ଷ ପୁରୁଣା ନିୟମ ବଦଳାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ସେନାରେ ନିଯୁକ୍ତିକୁ ନେଇ ୨୫୦ ବର୍ଷ ଧରି ଚାଲିଆସୁଥିବା ନିୟମକୁ ବଦଳାଇବାକୁ ଯାଉଛନ୍ତି ସରକାର, ଯାହାଫଳରେ ସୈନିକମାନେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ପାଇବେ । ଏହା ସହ ସେନାରେ ଜାତି, ଧର୍ମ କିମ୍ବା…

ବରଫର ମଜା ନେଉଥିଲେ ପର୍ଯ୍ୟଟକ, ହଠାତ୍ ବେକାବୁ ହୋଇ ମାଡ଼ିଆସିଲା ହେଲିକପ୍ଟର, ଦେଖନ୍ତୁ ଭିଡିଓ…

ଚଳିତ ଥର ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚର୍ଚ୍ଚାରେ ରହିଆସିଛି । ଚାରିଧାମ ଯାତ୍ରାରେ ପ୍ରାୟ ୧୦୦ ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏବେ ଏହାରି ମଧ୍ୟରେ କେଦାରନାଥର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବୋରିସଙ୍କ ହାତରୁ ଯିବନି ପ୍ରଧାନମନ୍ତ୍ରୀ ପଦ, ୨୧୧ ଭୋଟ୍ ସହ ଜିତିଲେ ଅନାସ୍ଥା ପ୍ରସ୍ତାବ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନେଇ ହେଉଥିବା ଆଶଙ୍କା ଏବେ ଦୂର ହୋଇଛି । ୨୧୧ ସାଂସଦଙ୍କ ଭୋଟ୍ ସହିତ ବିଶ୍ୱାସ ଭୋଟ୍ ଜିତିଛନ୍ତି ବୋରିସ୍ ଜନସନ । ଏହି ବିଜୟ ସହ କନର୍ଜଭେଟିଭ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ଏହା ଯୌନଗତ ରୋଗ କି? ଜାଣନ୍ତୁ କ’ଣ କହିଲା WHO

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ନୂଆ ନୂଆ ଭାଇରସ୍ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାରା ବିଶ୍ୱରେ ମଙ୍କିପକ୍ସ ପୁଣି ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ବିଶ୍ୱର ୩୦ଟି ଦେଶରେ ଏହି ଭାଇରସ୍…

ସେନାକୁ ସଫଳତା: ପାକିସ୍ତାନୀ ଆତଙ୍କୀ ସହ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ସଫା

ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ଏବଂ ପୋଲିସକୁ ମିଳିଛି ବଡ଼ ସଫଳତା ପାଇଛି । ମଙ୍ଗଳବାର ଜମ୍ମୁ-କାଶ୍ମୀର କୁପୱାଡ଼ାରେ ସେନା ଏବଂ ପୋଲିସ ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ସଫା । ମୃତ୍ୟୁ ହୋଇଥିବା…

ବୈଜ୍ଞାନିକଙ୍କ ଅଦ୍ଭୂତ କରିସ୍ମା: ୨୪ ହଜାର ବର୍ଷ ପରେ ପୁନର୍ଜୀବନ ପାଇଲା ଏକ କ୍ଷୁଦ୍ର ଜୀବ

ନୂଆଦିଲ୍ଲୀ: ଗୋଟିଏ ଜୀବକୁ ମୃତ୍ୟୁ ପରେ ବଞ୍ଚାଇବା କ’ଣ ସମ୍ଭବ? ଉତ୍ତର ହେଉଛି ହଁ । ବୈଜ୍ଞାନିକମାନେ ଏପରି କିଛି କରି ଦେଖାଇଛନ୍ତି । ବୈଜ୍ଞାନିକମାନେ ଗୋଟିଏ ଜୀବକୁ ୨୪ ହଜାର ବର୍ଷ ପରେ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି…

ରାଜଧାନୀରେ ଚିହ୍ନଟ ହେଲେ ୨୪୭ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟର ଦ୍ରେନିକ ସଂକ୍ରମଣ ୩.୪୭କୁ ବୃଦ୍ଧି ପାଇଛି । ତେବେ ଖୁସିର କଥା ଏହାଯେ, ଗତ ୨୪ ଘଣ୍ଟାରେ କୋଭିଡ ଜନିତ…