Browsing Category
ଦେଶ ବିଦେଶ
୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି…
ଏଠାରେ ରହିଛି ଦୁନିଆର ଦ୍ଵିତୀୟ ଭଗବାନ ଶିବଙ୍କର ବିଶାଳ ମୂର୍ତ୍ତି, ଜାଣନ୍ତୁ ଏହା ପଛର ପୌରାଣିକ କଥା
କନ୍ନଡ : ଦେଶରେ ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ସମ୍ବନ୍ଧ ପୂର୍ବ ଯୁଗ କିମ୍ବା ପୁରାତନ କାଳ ସହ ଜଡିତ ହୋଇ ରହିଛି । ଏହିଭଳି ଏକ ମନ୍ଦିର କର୍ଣ୍ଣାଟକର କନ୍ନଡ ଜିଲାର ଭଟକଲ ତହସିଲରେ ସ୍ଥିତ । ଯାହାର ୩ଟି…
ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର…
ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟର ଝଟକା; ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ସବୁ ଆବେଦନ ଖାରଜ
ନୂଆଦିଲ୍ଳୀ: ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ ମୋହନଙ୍କୁ ଗୁରୁବାର ସୁପ୍ରିମକୋର୍ଟଙ୍କ ଝଟକା ଦେଇଛି । ଦିଲ୍ଲୀ ବିଧାନସଭାର ଶାନ୍ତି କମିଟି ଦ୍ୱାରା ପଠାଯାଇଥିବା ସମନ ବିରୁଦ୍ଧରେ ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ…
ମୋଦୀଙ୍କ କଡ଼ା ନିର୍ଦ୍ଦେଶ: ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀ ଦିଲ୍ଲୀ ଛାଡି ବାହାରକୁ ଯାଇପାରିବେ ନାହିଁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ୍ ରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବିଦାୟ ଦେଇଛନ୍ତି । ଦେଶରେ ଏବେ ୪୩ ନୂଆ କେନ୍ଦ୍ରୀୟ ମନ୍ତ୍ରୀ ତିଆରି କରାଯାଇଛି । କିଛି ନୂଆ ମୁହଁକୁ ଦେଖିବାକୁ…
NEET ପ୍ରବେଶିକା ନେଇ ସ୍ପଷ୍ଟ କଲା NTA : ଜାଣନ୍ତୁ କେବେ ହେବ ପରୀକ୍ଷା
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଦୂର କରିଛି ଏନଟିଏ । ନିଟ୍ ପ୍ରବେଶିକା ନେଇ ଯେଉଁ ପୋଷ୍ଟଟି ଭାଇରାଲ୍ ହୋଇଛି ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ନ୍ୟାସନାଲ ଟେଷ୍ଟିଂ…
‘ଯିଏ ବି ଭାରତରେ ରହିବ ତାକୁ ଦେଶରର କାନୁନ ମାନିବାକୁ ପଡ଼ିବ’ ଟ୍ୱିଟର ସହ ବିବାଦକୁ ନେଇ ଏମିତି କହିଲେ ନୂଆ ଆଇଟି ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତର ନୂଆ ରେଳ ମନ୍ତ୍ରୀ ଏବଂ ଆଇଟି ମନ୍ତ୍ରୀ ଭାବେ ଶପଥ ନେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଯିଏ ବି ଭାରତର ନାଗରିକ ଅଟେ ଏବଂ ଯିଏ ଭାରତରେ ରହୁଥାନ୍ତି ତାଙ୍କୁ ଭାରତରୁ କାନୁନ ମନିବାକୁ ପଡ଼ିବ ।…
ଆମେରିକୀୟ ସ୍ପ୍ରିଣ୍ଟର୍ ଶା’କ୍ୟାରୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେନି; ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଆମେରିକୀୟ ଦ୍ରୁତ ଧାବିକା ଶା’କ୍ୟାରୀ ରିଚାର୍ଡସନ୍ ସମସ୍ତ ଯୋଗ୍ୟତା ଥାଇ ବି ଅଲିମ୍ପିକ୍ସରେ ନେଇପାରିବେନି ଭାଗ । ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟର୍ ନିଜ ପାଇଁ ନିଜେ ତିଆରି କରିଛନ୍ତି ସମସ୍ୟା । ନିଶା ସେବନ…
ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍…
ମାନସିକ ଅନଗ୍ରସର ଯୁବତୀଙ୍କୁ ବସ୍ ରେ ଗଣଦୁଷ୍କର୍ମ, ୨ ଗିରଫ
କୋଝିକୋଡ: ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି । ପୀଡ଼ିତା ଜଣକ ମାନସିକ ଅନଗ୍ରସର ହୋଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହି ମାମଲା ଆସିଛି କେରଳର…