Browsing Category

ଦେଶ ବିଦେଶ

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ପଶ୍ଚିମବଙ୍ଗ ସରକାର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏଚକେ ଦ୍ୱିବେଦୀଙ୍କୁ ମୁଖ୍ୟ ଶାସନ…

ମମତା ହେବେ ଜାତୀୟ ରାଜନୀତିର ମୁଖ୍ୟ ଚେହେରା! ଚାଲିଛି ଡେମୋ ପ୍ରସ୍ତୁତି, ମୋଦିଙ୍କ ପାଇଁ ବଢ଼ିବ ଅଡ଼ୁଆ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ଷମତାରେ ଥିବାବେଳେ ଯେଉଁ କେତେକ ନେତା ସରକାରଙ୍କୁ ଟକ୍କର ଦେଇଆସିଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ପଶ୍ଚିମବଙ୍ଗ…

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶ୍ରୀ ସିଂହଙ୍କର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୯୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୯୩ ହଜାର ୩୧୯ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୫ ଲକ୍ଷ ୬୨…

ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତ୍ୟୁ ସଂଖ୍ୟା ୪୬ ଜଣକୁ ବୃଦ୍ଧି

ମାନିଲା,(ଓଡ଼ିଶା ଭାସ୍କର): ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୬ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୩ରୁ ଊଦ୍ଧ୍ୱର୍ ସୈନିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ…

ଆଜି ‘ନିପୁଣ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ସୋମବାର ଦିନ ୧୨ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ ନ୍ୟାସନାଲ୍‌ ଇନିସିଏଟିଭ୍‌ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ୍‌ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି…

୨୮ ବର୍ଷ ପରେ ଚାଷୀଙ୍କ ପାଇଁ ଖୋଲିବ ଭାରତ-ପାକ୍ ବର୍ଡର, ଏବେ ସୀମାପାର ଚାଷ କରି ପାରିବେ କୃଷକ

ବାଡମେର : ଦୀର୍ଘ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା। ଏବେ ନିଜ ଜମିରେ ଚାଷ କରି ପାରିବେ କୃଷକ। ହଳଲଙ୍ଗଳ ଏବଂ କୃଷକଙ୍କ ଶବ୍ଦରେ ଗୁଞ୍ଜି ଉଠିବ ସୀମା। ଭାରତ-ପାକିସ୍ତାନ ସୀମାରେ ତାରବାଡର ଅପର ପାର୍ଶ୍ଵରେ ଥିବା ଜମିରେ…

ବଢିଲା ଚିନ୍ତା: ଡେଲ୍ଟା ମୁକାବିଲାରେ ବିଫଳ କୋଭିସିଲ୍ଡ

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ଡେଲଟା ଭାଇରାସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭାରତୀୟ ଟିକା କୋଭିସିଲ୍ଡ ଡେଲଟା ଭାରିଆଣ୍ଟର ମୁକାବିଲାରେ ବିଫଳ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି କୋଭସିଲ୍ଡ ଟିକାର ଦ୍ୱିତୀୟ…

ଯୋଗ୍ୟତା ମାତ୍ର ଯୁକ୍ତ ୨ ପାସ୍, କିନ୍ତୁ ୧୦୦ ଦିନରେ ୪୦ ଦେଶର ୨୫ ହଜାରରୁ ଅଧିକ ଲୋକଙ୍କୁ ଲଗାଇଲାଣି ୫ କୋଟିର ଚୁନା

ଅହମ୍ମଦାବାଦ: ଯୁକ୍ତ ୨ ପାସ୍ କରିଥିବା ଜଣେ ସାଇବର ଅପରାଧୀ ଜଣେ କି ଦୁଇ ଜଣ ନୁହେଁ ବରଂ ହଜାର ହଜାର ଲୋକଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଇଛି । ଯାହାର ପର୍ଦାଫାଶ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସାଇବର ସେଲ୍…

ୟୁପିରେ ବିଜେପିର ବିଜୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ସାଇନା, ଆରଏଲଡି ସଭାପତି କହିଲେ- ‘ସରକାରୀ ସଟଲର’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପଦ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳ ୭୫ଟି ଆସନରୁ ୬୫ଟିରେ ବିଜୟ ହାସଲ କରିଛି। ସେପଟେ ବିରୋଧୀ ଚିତପଟାଙ୍ଗ। ୟୁପିରେ ବିଜେପିର ଏହି…