Browsing Category

ଦେଶ ବିଦେଶ

ଦେଶରେ ଦିନକରେ ଏକ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ୨୧୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୨୩ ଜଣଙ୍କ…

ପୃଥିବୀର ଫୁସଫୁସ୍ ହେଉଛି ମହାସାଗର, ଜରୁରି ଏହାର ସଂରକ୍ଷଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମହାସାଗର ଦିବସ । ପ୍ରତିବର୍ଷ ୮ ଜୁନ୍ କୁ ବିଶ୍ଵ ମହାସାଗର ଦିବସ ଭାବେ ପାଳନ କରାଯାଏ । ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାକୁ ସୁରକ୍ଷା ଦେବା…

ସଂକ୍ରମଣ କମିଲେ ବି ଜାରି ରହିବ ଲକଡାଉନ! ଶୀଘ୍ର କୋଭିଡ୍ କଟକଣା ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ: ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଆଉ କିଛି ରାଜ୍ୟରେ ଧୀରେଧୀରେ…

ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍, ଫେକ୍ ଡକ୍ୟୁମେଣ୍ଟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲେ

ଡର୍ବାନ: ଭାରତର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଜନନାୟକ ତଥା ଜାତିର ପିତା ମହାତ୍ମାଗାନ୍ଧିଙ୍କ ନାତୁଣୀଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଗାନ୍ଧିଙ୍କର ୫୬ ବର୍ଷୀୟା ନାତୁଣୀ ଆଶିଷ ଲତା ରାମଗୋବିନଙ୍କ ନାମରେ ୬୨…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୫୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫୧ ହଜାର ୮୩୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୩ ଲକ୍ଷ ୬୬…

ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରେ ଆରମ୍ଭ, ଅକ୍ଟୋବର ୧୫ରେ ଫାଇନାଲ୍‌ ମୁକାବିଲା : ବିଦେଶୀ ଖେଳାଳିଙ୍କୁ ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟାେବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସ୍ଥଗିତ ଆଇପିଏଲର ଦ୍ୱିତୀୟ ଭାଗ । ୟୁନାଇଟେଡ ଆରବ ଏମିରେଟ୍ସର ଦୁବାଇ , ଶାରଜା ଓ ଆବୁଧାବିରେ ସମସ୍ତ ମ୍ୟାଚ…

କୋଭାକ୍ସିନ୍‌ ଅପେକ୍ଷା ଅଧିକ ଆଣ୍ଟିବଡି ତିଆରି କରୁଛି କୋଭିସିଲ୍ଡ: ଅଧ୍ୟୟନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ବିରୁଦ୍ଧ ଲଢେଇ ପାଇଁ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେଉଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ ସେ ନେଇ ଅନେକ…

ସାନିଟାଇଜର୍‌ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ୧୫ ମହିଳାଙ୍କ ସମେତ ୧୮ ଜୀବନ୍ତଦଗ୍ଧ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୁଣେ, (ଓଡ଼ିଶା ଭାସ୍କର): ମହାରାଷ୍ଟ୍ରର ପୁଣେଠାରୁ ୧୬ କି.ମି. ଦୂରରେ ଥିବା ପିରାଙ୍ଗୁଟ୍‌ ନିକଟସ୍ଥ ଉରାୱାଡେ ଗ୍ରାମସ୍ଥିତ ଏକ ସାନିଟାଇଜର ପ୍ଲାଣ୍ଟରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି…

ନୋଏଡାଠାରେ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପ୍ରକ୍ରିୟା ଆରମ୍ଭ, କାଲି ଡିଆରପି ଦେଖିବେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଏକ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦିଲ୍ଲୀ ନିକଟବର୍ତ୍ତୀ ନୋଏଡା ଠାରେ ୨୦୦୦ ଏକରରୁ ଅଧିକ ଜାଗାରେ ଏହି ଫିଲ୍ମ ସିଟି ନିର୍ମାଣ ହେବ । ଏହି…

ଜୁଲାଇ ୨୦ ରେ ମହାକାଶକୁ ଯିବେ ଆମାଜନ ସିଇଓ ଜେଫ ବେଜୋସ

ନୂଆଦିଲ୍ଲୀ: ମହାକାଶକୁ ଯାଉଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ଜେଫ୍ ବେଜୋସଙ୍କର ବ୍ଲୁ ଅରିଜିନ୍ ନାମକ ଏକ ସ୍ପେସ୍ କମ୍ପାନୀ ମଧ୍ୟ ଅଛି । ଜେଫ୍ ବେଜୋସ୍ ଘୋଷଣା କରିଛନ୍ତି ଯେ ଜୁଲାଇ ୨୦ ରେ ସେ ନିଜ ଭାଇଙ୍କ ସହ…