Browsing Category

ଦେଶ ବିଦେଶ

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର ; କଂଗ୍ରେସ ନେତା ନୱାବ ମଲିକଙ୍କ ସୂଚନା

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜାତୀୟ କଂଗ୍ରେସ ଦଳର ସୁପ୍ରିମୋ ଶରଦ ପାୱାର । ଗତକାଲି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପାୱାରଙ୍କ ଗଲ୍…

ମଣିଷ ନା ରାକ୍ଷସ: ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ୩୦୦ ଥର ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ, ୧୨ା୪: ସାଧାରଣତଃ ଅପରାଧ ଶ୍ରେଣୀର ବ୍ୟକ୍ତିମାନେ ଜଣକୁ ଛୁରୀ, ବନ୍ଧୁକ ଆଦି ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥାନ୍ତି । ଯଦି ଜଣେ ଅପରାଧୀ ନିଜ ପତ୍ନୀଙ୍କୁ ଛୁରୀରେ ୩୦୦ ଥର ଆଘାତ କରନ୍ତି, ତେବେ ତାକୁ…

କରୋନା ସଂକ୍ରମିତଙ୍କ ଉପରେ ପୋଲିସର ଜୁଲମ୍, ଭାଇରାଲ୍ ହେଲା ଭିଡିଓ

ମଧ୍ୟପ୍ରଦେଶ, ୧୨ା୪ (ଓଡିଶା ଭାସ୍କର) : ବର୍ବରତାର ସୀମା ଟପିଗଲା ପୋଲିସ୍ । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରୁ ଆସିଛି ଏପରି ଏକ ଚିତ୍ର ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ…

୧୩୦୦ ପଏଣ୍ଟ ଖସିଲା ସେନସେକ୍ସ, ୧୪୪୦୦ ତଳେ ନିଫ୍ଟି

ମୁମ୍ବାଇ, 12/4 : ସପ୍ତାହ ର ପ୍ରଥମ ଦିନରେ ସେୟାର ମାର୍କେଟରେ କାରବାର ଆରମ୍ଭ ରୁ ଖସିଲା ସେନସେକ୍ସ ଏବଂ ନିଫ୍ଟି । ସକାଳ ୯:୧୭ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ସେନସେକ୍ସ ୮୩୬.୧୮ ପଏଣ୍ଟର ପତନ ସହିତ ଖୋଲିଥିବାବେଳେ…

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ, ୧୨ା୪: ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ହେବେ । ସୁଶୀଲଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ ପ୍ରଦାନ କରିସାରିଛନ୍ତି । ତେବେ ସିଇସିଙ୍କ ନିଯୁକ୍ତି ନେଇ ଆଜି…

ମଙ୍ଗଳ କେବଳ ଲାଲ୍ ନୁହେଁ ବରଂ ଏହା ବିଭିନ୍ନ ରଙ୍ଗର ସମାହାର, ନାସା ଜାରି କଲା ଫଟୋ

ନ୍ୟୁୟର୍କ, ୧୨ା୪ (ଓଡିଶା ଭାସ୍କର) : ସୌର ମଣ୍ଡଳରେ ୮ଟି ଗ୍ରହ ରହିଛି । ସେଥିମଧ୍ୟରୁ ଲାଲ୍ ଗ୍ରହ କହିଲେ ଆମେ ଜାଣୁ ମଙ୍ଗଳ ଗ୍ରହକୁ । ହେଲେ ନାସା ପକ୍ଷରୁ ରବିବାର ଦିନ ମଙ୍ଗଳ ଗ୍ରହ ପୃଷ୍ଠର କିଛି ଫଟୋ ସେୟାର…

ସୁପ୍ରିମକୋର୍ଟରେ ପଶିଲା କରୋନା; ୫୦% କର୍ମଚାରୀ କରୋନା ସଂକ୍ରମିତ

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ କରୋନା ପ୍ରବେଶ କରିଛି । ସେଠାରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀ କରୋନା ଦ୍ୱାରା…

ସ୍କୁଲ୍ ଡ୍ରପଆଉଟ୍, ତା’ପରେ ୮ ହଜାର ଟଙ୍କାର ଚାକିରି, ଏବେ ଭାରତର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ, ୧୨ା୪: ବିନା ଡିଗ୍ରୀରେ ଯେ ସଫଳତା ମିଳିବ, ଏକଥା ପ୍ରମାଣିତ କରି ଦେଖାଇଛନ୍ତି ନିଖିଲ କାମାତ । ୩୪ ବର୍ଷୀୟ ନିଖିଲ ଦେଶର ସର୍ବକନିଷ୍ଠ କୋଟିପତି ହେବାର ଗୌରବ ହାସଲ କରିଛନ୍ତି । ନିଖିଲ ହେଉଛନ୍ତି ଦେଶର…

ଦେଶରେ ମୃତ୍ୟୁସଂଖ୍ୟା ୯ ଶହ ଟପିଲା, ୧ ଲକ୍ଷ ୬୮ ହଜାର ସଂକ୍ରମିତ

ନୂଆଦିଲ୍ଲୀ, ୧୨ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି…