Browsing Category

ଦେଶ ବିଦେଶ

କାଲିଠାରୁ ୬-୧୨ ବର୍ଷର ପିଲାମାନଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ କାଲିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍…

ଜୁନ୍ ୧୫ରୁ ଦେଶରେ ଉପଲବ୍ଧ ହେବ ‘Sputnik-V’ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ ତାରିଖରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକ୍ସିନ୍ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲ ହସ୍ପିଟାଲରେ ଜନସାଧାରଣ ଆସନ୍ତାକାଲି ଠାରୁ ପାଇପାରିବେ ଋଷ୍ ନିର୍ମିତ ଭ୍ୟାକ୍ସିନ୍ ।…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା- ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବ ଆପ୍

ଅହମ୍ମଦାବାଦ : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ୍ ଦୃଷ୍ଟିରେ ଦେଖାଯାଉଛି। ରାଜନୈତିକ ପାର୍ଟି ମଧ୍ୟ ନିଜ ନିଜର ରଣନୀତି…

ଚିକିତ୍ସା ନାଁରେ ମହିଳାଙ୍କଠୁ ୮୦ ଲକ୍ଷ ଚଳୁ, ସୋସିଆଲ୍ ମିଡିଆରେ ହୋଇଥିଲା ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସୋସିଆଲ୍ ମିଡିଆ ଜରିଆରେ ସମ୍ପର୍କ କରି ଏକ ବଡ଼ ଧରଣର ଠକେଇ ହୋଇଥିବା ଜଣାପଡ଼ିଛି । ତେବେ ଏଥର ସାଇବର ଅପରାଧୀମାନେ ଟିକେ ନୂଆ ଚାଲ୍ ଚଳାଇଥିବା ଜଣାପଡ଼ିଛି । ନିଜକୁ ଡାକ୍ତର ବୋଲି…

ସରିବ ଡ୍ରାଗନର ଖେଳ: ଚୀନର OBOR ପ୍ରୋଜେକ୍ଟକୁ ରୋକିବ BBB ପ୍ଲାନ୍, ଭାରତ ସହ ସାମିଲ୍ ହେଲେ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱସ୍ତରରେ ଚକ୍ରାନ୍ତକାରୀ ରାଷ୍ଟ୍ର ଚାଇନାର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ଦେଶର ସୀମା ବେଆଇନ ଭାବେ ହଡ଼ପ କରିବା ଠାରୁ ଆରମ୍ଭ କରି କରୋନାର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଅନର୍ଥର…

ଦୁଇ ମାସ ପରେ ଖୋଲିବ ତାଜମହଲ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସଙ୍କଟ ଜାରି ରହିଥିବା ବେଳେ ଏପ୍ରିଲ୍ ୧୬ ତାରିଖରୁ ବନ୍ଦ ଥିବା ତାଜମହଲ ଖୋଲିବାକୁ ଯାଉଛି । ପୂରା ଦୁଇମାସ ପରେ ତାଜମହଲ ଖୋଲିବାକୁ ଯାଉଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ…

ଏକାସାଙ୍ଗରେ ବିଧବା ହୋଇଗଲେ ୩୯ ମହିଳା, ଆରପାରିରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆ

ଆଇଜୋଲ୍: ମିଜୋରାମର ରାଜଧାନୀ ଆଇଜୋଲ୍ ରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆଙ୍କ ରବିବାର ପରାଲୋକ ହୋଇଯାଇଛି । ଖବର ମୁତାବକ, ୭୬ ବର୍ଷିୟ ଜିୟୋନ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ଯାହା ଫଳରେ ନିଜ ଘରେ ହିଁ ରଖି…

କାହିଁକି ପାଳନ କରାଯାଏ ରକ୍ତଦାନ ଦିବସ… ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଶରୀରର ବିକାଶ ପାଇଁ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ରକ୍ତର ଅଭାବ ହେତୁ ବ୍ୟକ୍ତିର ଜୀବନ ମଧ୍ୟ ନଷ୍ଟ ହୋଇପାରେ । ତେଣୁ ଏଥିପାଇଁ ଜଣେ ସୁସ୍ଥ ଲୋକଙ୍କୁ ରକ୍ତ ଦାନ…

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍‌ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ…

୩ ବର୍ଷର ଶିଶୁକୁ ଦିଆଗଲା ବିଶ୍ୱର ସବୁଠାରୁ ମହଙ୍ଗା ଔଷଧ, ଯାହାର ଦାମ୍ ୧୬ କୋଟି: କ’ଣ ଏହି ରୋଗ, କାହିଁକି ଏତେ ମହଙ୍ଗା, ଜାଣନ୍ତୁ

ହାଇଦ୍ରାବାଦ: ୩ ବର୍ଷର ଶିଶୁକୁ ଦିଆଗଲା ୧୬ କୋଟି ଟଙ୍କାର ଔଷଧ । ତେଲେଙ୍ଗାନାର ଜଣେ ଶିଶୁ ଜିନ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ୬୫ ହଜାର ଲୋକ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ ।…