CHARIDHAM
Browsing Category

ଦେଶ ବିଦେଶ

୨ ଲକ୍ଷ ପୂର୍ବରୁ ବି ଥିଲେ ମଣିଷ: ଏହି ରାଷ୍ଟ୍ରରୁ ମିଳିଲା ଅନ୍ତିମ ଅବଶେଷ

ନୂଆଦିଲ୍ଲୀ: ପୃଥିବୀ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଜିନିଷରେ ଭର୍ତ୍ତି । ବୁଧବାର ଖନନ ସମୟରେ ମିଳିଛି ଏକ ୨.୩ ଲକ୍ଷ ବର୍ଷ ପୁରୁଣା ମାନବ ଜୀବାଶ୍ମ । ଇଥିଓପିଆରୁ ଏହି ମାନବ ଜୀବାଶ୍ମ ମିଳିଥିବା ବେଳେ ଏହା ଉପରେ ଅଧିକ…

୫୦ ଟଙ୍କା ବଢିଲା LPG : ପୁରୁଣା ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିବା ସ୍ମୃତି ଇରାନୀ ପୁଣି ଥରେ ଟ୍ରୋଲ ହୋଇଛନ୍ତି । ୧୦ ବର୍ଷ ପୂର୍ବରୁ କରିଥିବା ଏକ ଟ୍ୱିଟ ପାଇଁ ତାଙ୍କୁ ଟ୍ରୋଲ୍ କରାଯାଇଛି…

ଆଇପିଓ ଲଞ୍ଚ ମଧ୍ୟରେ ଏଲ୍ଆଇସି ଅଫିସରେ ଲାଗିଲା ନିଆଁ: ୮ ଦମକଳ ମୁତୟନ

ନୂଆଦିଲ୍ଲୀ: ଏଲ୍ଆଇସିର ଆଇପିଓ ଲଞ୍ଚକୁ ୩ ଦିନ ବିତିଗଲାଣି । ମାତ୍ର ୨ ଦିନ ମଧ୍ୟରେ ଶତପ୍ରତିଶତ ସବସ୍କ୍ରିପସନ୍ ହୋଇଥିବା ଏଲ୍ଆଇସିର ଆଇପିଓ ନିବେଶ ବଜାରରେ ନିଆଁ ଲଗାଇଥିବା ବେଳେ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ନିଆଁ…

ସୋଲାର କମ୍ପୋଷ୍ଟର ତିଆରି କଲେ ଆଇଆଇଟି ଛାତ୍ର: ୩୦% ଶସ୍ତା ଆଉ ଗନ୍ଧ ବି ହେବନି

ନୂଆଦିଲ୍ଳୀ: ଆପଣଙ୍କ ରୋଷେଇ ଘରୁ କିମ୍ବା ଅନ୍ୟାନ୍ୟ ସ୍ଥାନରୁ ଅଳିଆ ଜିନିଷ ବାହାରିଥାଏ । ଏହି ଅଳିଆ ଜିନିଷରୁ କମ୍ପୋଷ୍ଟ ବାହାର କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି ଜନୈକ ଆଇଆଇଟି କାନପୁର ଛାତ୍ର । ଆଇଆଇଟି…

ହାଇ ଭୋଲଟେଜ୍ ଡ୍ରାମା ପରେ ଘରକୁ ଫେରିଲେ ତାଜିନ୍ଦର ପାଲ୍ ସିଂ ବଗ୍ଗା: ଜାଣନ୍ତୁ ପୁରା ଘଟଣାକ୍ରମ

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ନେତା ତାଜିନ୍ଦର ପାଲ୍ ସିଂ ବଗ୍ଗାଙ୍କ ଗିରଫଦାରିକୁ ନେଇ ବିବାଦ ଥମିଛି । ଦିନ ଯାକର ହାଇ ଭୋଲଟେଜ୍ ଡ୍ରାମା ପରେ ମଧ୍ୟରାତ୍ରରେ ବିଜେପି ନେତା ନିଜ ଘରକୁ ଫେରିଛନ୍ତି । ଶୁକ୍ରବାର ଦିନ…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି: ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା, ଆଳୁ କିଲୋ ୩୮୦ ଟଙ୍କା

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ନ କହିବା ଭଲ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା…

ସୁରକ୍ଷା ବଳଙ୍କୁ ବଡ଼ ସଫଳତା: ପହଲଗାମରେ ୩ ହିଜବୁଲ କମାଣ୍ଡରଙ୍କ ସମେତ ୩ ନିପାତ

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା । ପହଲଗାମରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ନିହତ ୩ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ…

ଏଣିକି ରାତିରେ ସହଜରେ ମିଳିପାରିବ ମଦ, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ଦେଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ । ନିକଟରେ ଦିଲ୍ଲୀ ସରକାର ରାତି ୩ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି ।…

ହୋଟେଲରେ ଭୟଙ୍କର ବିସ୍ଫୋରଣ: ୨୨ ମୃତ, ୭୪ ଆହତ

ନୂଆଦିଲ୍ଲୀ: ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୨୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୭୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଗ୍ୟାସ ଲିକ କାରଣରୁ ଏହି ଧମାକା ହୋଇଥିବା କୁହାଯାଉଛି । କ୍ୟୁବା ରାଜଧାନୀ…

ଯୋଗ୍ୟତା ଆଧାରରେ କଂଗ୍ରେସରେ ପ୍ରାର୍ଥୀଙ୍କୁ ମିଳିବ ଟିକେଟ୍: ରାହୁଲ ଗାନ୍ଧୀ

ତେଲେଙ୍ଗାନା: କଂଗ୍ରେସରେ ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ମିଳିବ ଟିକେଟ । କୌଣସି ନେତା କେତେ ଶକ୍ତିଶାଳୀ କିମ୍ବା କେତେ ବଡ଼ ହୁଅନ୍ତୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ଆପଣ ଗରିବ, କୃଷକମାନଙ୍କ ସହିତ…