CHARIDHAM
Browsing Category

ଦେଶ ବିଦେଶ

ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ କଲେ ଅମିତ ଶାହା, ମମତା ଦେଲେ ଏପରି ମନ୍ତବ୍ୟ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ ପାଇଁ ପହଁଞ୍ଚିଥିଲେ । ସୌରଭଙ୍କ ଘରେ ରାତ୍ରୀ ଭୋଜନ କରିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ହଲଚଲ…

ଶୋଇଥିବା ବେଳେ ତିନି ଛୁଆଙ୍କୁ ହତ୍ୟାକଲା ରାକ୍ଷସୀ ମାଆ: ଶେଷରେ ନିଜେ ବି କଲା ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ବାଡମେଲ ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଶୋଇଥିବା ଅବସ୍ଥାରେ ନିଜର ୩ ଛୁଆଙ୍କୁ ହତ୍ୟା କରିଛି ଜଣେ ରାକ୍ଷସୀ ମା । ଘର ବାହାରେ ଥିବା ଟାଙ୍କିରେ ୩ ଝିଅଙ୍କୁ ଫିଙ୍ଗି ହତ୍ୟା କରିବା ପରେ…

ଚତୁର୍ଥ ତୈମାସିକରେ ରିଲାଏନ୍ସ “ଜିଓ’ର ଲାଭ ୨୪% ବୃଦ୍ଧି

ମୁମ୍ବାଇ: ରିଲିଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତୈମାସିକର ଫଳାଫଳ ଘୋଷଣା କରିଛି । ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସିକରେ "ଜିଓ'ର ଲାଭ ୨୪ ପ୍ରତିଶତ ବୃଦ୍ଧି ପାଇ ୪,୧୭୩ କୋଟିରେ ପହଁଞ୍ଚିଛି । ଯାହା…

ପୁଣି ରାଜଧାନୀରେ ଫୁଟିଲା କରୋନା ବୋମା: ଅଚାନକ ୩ ଦିନ ପରେ ବଢିଲା କୋଭିଡ ସଂକ୍ରମଣର ହାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତାର କାରଣ ପାଲଟିଛି । ୩ ଦିନ ଟକିଏ ଶାନ୍ତ ରହିବା ପରେ ପୁଣି ଆଜି ଫୁଟିଛି କରୋନା ବୋମା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧,୬୫୬ ସଂକ୍ରମିତ…

ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଖର୍ଚ୍ଚ କରିବ ଜୋମାଟୋ

ନୁଆଦିଲ୍ଲୀ: ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଏହାର ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି । କମ୍ପାନୀ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟେଲ…

ସରକାରଙ୍କୁ ମନାଇବାରେ ବିଫଳ ହେବା ପରେ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଏକାକୀ କାମ କରିବାକୁ ଆରବିଆଇର ନିଷ୍ପତି

ନୁଆଦିଲ୍ଲୀ: ଦେଶରେ ଦରଦାମର ନିରନ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାର ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ(ଆରବିଆଇ) ରେପୋ ରେଟ ବୃଦ୍ଧି କରିଥିବା କହିଥିଲେ । ତେବେ ସୁତ୍ରରୁ ମିଳିିଥିବା ଖବର ମୁତାବକ କେନ୍ଦ୍ର…

ମାୟାନଗରୀର ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ୮ଟି କମ୍ପାନୀକୁ ବଶୀଭୂତ କରିସାରିଲାଣି ନିଆଁ

ମୁମ୍ବାଇ: ମାୟା ନଗରୀରେ ଲାଗିଛି ନିଆଁ । ନବୀ ମୁମ୍ବାଇର ପବନେ ଏମଆଇଡିସି ଅଞ୍ଚଳରେ ଆଜି ହଠାତ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ମହଜୁଦ ଅଛନ୍ତି ଅଗ୍ନିଶମ ବାହିନୀର ଅନେକ ଗାଡି ।…

୧୪ ଟି ରାଜ୍ୟକୁ ୭,୧୮୩.୪୨ କୋଟି ରାଜସ୍ୱ ନିଅଣ୍ଟ ଅନୁଦାନ ପ୍ରଦାନ କଲେ କେନ୍ଦ୍ର ସରକାର

ନୁଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର ରାଜସ୍ୱ ନିଅଣ୍ଟ ଅନୁଦାନ ରୂପେ ଆନ୍ଦ୍ର ପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପଞ୍ଜାବ ଭଳି ୧୪ଟି ରାଜ୍ୟକୁ ୭,୧୮୩.୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟମାନଙ୍କୁ…

ଘରେ ପଡିଛି ଭାଇ-ଭଉଣୀଙ୍କ ମୃତଦେହ: ଏକତରଫା ପ୍ରେମ ପାଇଁ ହତ୍ୟା କରି ଥାନାରେ ପହଞ୍ଚିଲା ପ୍ରେମିକ

ଜୟପୁର: ରାଜସ୍ଥାନର ଜୟପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକତରଫା ପ୍ରେମରେ ପାଗଳ ହୋଇ ଦୁଇଟି ମୂଲ୍ୟବାନ ଜୀବନକୁ ବଳି ପକାଇ ଦେଇଛି ପ୍ରେମିକ । ଭାଇ-ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି…

ଯୁଦ୍ଧକୁ ନେଇ ଋଷ ଦେଲା ଆଶ୍ୱସ୍ତିକର ଖବର: ୟୁକ୍ରେନ ଉପରେ ହେବନି ନ୍ୟୁକ୍ଲିୟର ଆଟାକ, କିନ୍ତୁ……….

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଋଷ ପରମାଣୁ ଅସ୍ତ୍ରର ବ୍ୟବହାର କରିବା ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ପୁଟିନ । ଯୁଦ୍ଧରେ କୌଣସି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ ନାହିଁ ବୋଲି ଋଷ ତରଫରୁ ସୂଚନା…