Browsing Category

ଦେଶ ବିଦେଶ

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୪୭ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୪୭ ହଜାର ୮୭୩ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬ ଲକ୍ଷ ୧୦…

ସୁଶିଲ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ, ଆହୁରି ୪ ଦିନ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହତ୍ୟା ମାମଲା ନେଇ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇ ପଡିଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ଗିରଫ ହେବା ପରେ ସଂପ୍ରତି ପୋଲିସ ରିମାଣ୍ଡରେ ଅଛନ୍ତି । ତେବେ ପୋଲିସ…

ସେନାରେ ସାମିଲ୍‌ ହେଲେ ପୁଲୱାମା ଶହୀଦଙ୍କ ପତ୍ନୀ, ସ୍ୱାମୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ…

ଆହୁରି ୭ ଦିନ ବଢିଲା ଲକ୍‌ଡାଉନ୍‌, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ

ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…

୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍‌ ଟୁ- ଡିଜି ମେଡିସିନ୍‌ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ…

ସରକାରୀ କିରାଣୀଙ୍କ ଘରେ ରେଡ୍ : ମିଳିଲା ନଗଦ ୨.୧୭ କୋଟି ଟଙ୍କା ସାଙ୍ଗକୁ ୮ କିଲୋଗ୍ରାମ ସୁନା

ଭୋପାଲ: ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ସରକାରୀ କିରାଣୀଙ୍କ ଘରୁ ୨.୧୭ କୋଟି ଟଙ୍କା ଜବତ ହୋଇଛି । କୋଟିପତି କିରାଣୀଙ୍କୁ ଧରିଛି ସିବିଆଇ । କିରାଣୀଙ୍କ ଘରେ ରେଡ୍ କରି ସିବିଆଇ ନଗଦ ଟଙ୍କା ଓ ପ୍ରଚୁର ପରିମାଣର…

ଭାରତ-ପାକ ସେନା ମଧ୍ୟରେ ଯୁଦ୍ଧ ବିରାମ ଚୁକ୍ତି ଫଳପ୍ରଦ ହୋଇଛି: ଏମ ଏମ ନରୱାଣେ

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ କହିଛନ୍ତି ଯେ ଗତ ତିନିମାସ ଧରି ଜାମ୍ମୁ କାଶ୍ମୀରରେ ଥିବା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଠାରୁ…

ମାନିଲେନି କରୋନା କଟକଣା, କାନଧରି ହେଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାରା ଦେଶରେ କଡ଼ା କଟକଣା ବଳବତ୍ତର ରହିଛି । ଅନେକ ସ୍ଥାନରେ ଲକଡାଉନ ସହ ସପ୍ତାହନ୍ତ ଶଟଡାଉନ ଜାରି ରହିଛି । କିନ୍ତୁ ସାଧାରଣ ଜନତାଙ୍କ ଭଲ ପାଇଁ…

ବଢ଼ିଲା ଲକଡାଉନ୍, ୯ ତାରିଖ ଯାଏଁ କଟକଣା; ଜାଣନ୍ତୁ କେଉଁଠି …

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ନେଇ ଦେଶର ବିଭିନ୍ନ ରାଜ୍ୟ ସରକାର ଗଭୀର ଚିନ୍ତାରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସହିତ କେତେକ ରାଜ୍ୟ ସରକାର ମଧ୍ୟ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି କଡ଼ାକଡ଼ି…

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…