CHARIDHAM
Browsing Category

ଦେଶ ବିଦେଶ

ସୀମାରେ ଚାଇନାର ନୂଆ ଚାଲ; ଏଲଏସି ନିକଟରେ ନିର୍ମାଣ କଲା ତିନୋଟି ମୋବାଇଲ୍ ଟାୱାର

ଭାରତ ବିପକ୍ଷରେ ସୀମାରେ ଚାଇନା ତାର ଷଡ଼ଯନ୍ତ୍ର ଜାରି ରଖିଛି । ଲଦାଖ ପାଙ୍ଗୋଙ୍ଗ ହ୍ରଦରେ ପୋଲ ନିର୍ମାଣ କରିବା ପରେ ଏବେ ଚାଇନା ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମୋବାଇଲ ଟାୱାର ନିର୍ମାଣ କରିଛି । ଚୁସୁଲ ଅଞ୍ଚଳର ଜଣେ…

ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଋଷର ଚେତାବନୀ- ଅସ୍ତ୍ର ତ୍ୟାଗ କଲେ ମିଳିବ ଜୀବନଦାନ

ୟୁକ୍ରେନ ବିରୋଧରେ ଋଷ ପୁଣିଥରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି । ମାରିୟୁପୋଲରେ ନିୟୋଜିତ ଥିବା ୟୁକ୍ରେନ ସୈନିକଙ୍କୁ ଋଷ କହିଛି ଯେ ସେମାନେ ଅସ୍ତ୍ର ଛାଡ଼ିଲେ ଜୀବନଦାନ ମିଳିବ । ଋଷର କର୍ଣ୍ଣେଲ ଜେନେରାଲ ମିଖାଇଲ…

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିଲା କରୋନା, ୧୫ ଦିନରେ ସଂକ୍ରମଣ ମାମଲା ୫୦୦ ପ୍ରତିଶତ ବୃଦ୍ଧି

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ବିସ୍ତାରିବା ଆରମ୍ଭ କରିଛି । ଗତ ୧୫ ଦିନରେ ୫୦୦ ପ୍ରତିଶତ ମାମଲା ବୃଦ୍ଧି ପାଇଛି । ଗତକାଲି ଦିଲ୍ଲୀରେ ୪୬୧ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା…

ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍: ପାକିସ୍ତାନକୁ ତାଲିବାନର ଚେତାବନୀ, ଆମ ଧର୍ଯ୍ୟ ପରୀକ୍ଷା କର ନାହିଁ

ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ କରିବା ପରେ ଏହାର ଜବାବ ରଖିଛି ତାଲିବାନ । ସ୍ଥଅନୀୟ ମିଡିଆ ରିପୋର୍ଟ ମୁତାବିକ ଏଥିରେ ପ୍ରାୟ ୩୦ ରୁ ୪୦ ଜଣ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି ।…

ବିହାର କଂଗ୍ରେସ ସଭାପତି ପଦ ସମ୍ଭାଳିବେ କହ୍ନେୟା କୁମାର! ରାହୁଲ ଗାନ୍ଧୀ ନେବେ ଚୂଡ଼ାନ୍ତ ନିଷ୍ପତି

ବିହାରରେ କଂଗ୍ରେସ ସଭାପତି ପଦକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝାଙ୍କ ଇସ୍ତଫା ପରେ ନୂଆ ସଭାପତି କିଏ ହେବ ସେ ନେଇ ଭବିଷ୍ୟବାଣି ଆରମ୍ଭ ହୋଇଗଲାଣି । ଏହା ଭିତରେ ଖବର…

FEMA ନିୟମ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ: LICରେ ହେବ ୨୦% ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ଫରେନ ଏକ୍ସଚେଞ୍ଜ ମ୍ୟାନଜେମେଣ୍ଟ ଆକ୍ଟ (ଏଫଇଏମଏ) ରେ ସରକାର ସଂଶୋଧନ କରିଛନ୍ତି, ଏହି ସଂଶୋଧନ ଦ୍ୱାରା ଏଣିକି ଏଲଆଇସିରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି । ଆଇପିଓ…

ପେଟ୍ରୋଲ, ଡିଜେଲ, ସିଏନଜି ମୂଲ୍ୟ ବୃଦ୍ଧିକୁ ବିରୋଧ: ସୋମବାର ଧର୍ମଘଟ କରିବେ ଡ୍ରାଇଭର ସଂଗଠନ

ବଢୁଥିବା ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ସାଧାରଣରେ ଅସନ୍ତୋଶ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଦିଲ୍ଲୀ ଅଟୋ ରିକ୍ସା ସଂଗଠନ ଭଡ଼ା ହାର ବୃଦ୍ଧି ଏବଂ ସିଏନଜି ଦର ହ୍ରାସ ଦାବି…

ହଟିପାରେ ୫% ଟ୍ୟାକ୍ସ ସ୍ଲାବ୍, ନୂଆ ଦର ନେଇ ବିଚାର କରିବ GST କାଉନସିଲ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ । ଏହି ବୈଠକରେ ବିଭିନ୍ନ ରାଜ୍ୟମାନେ ଆୟ ବଢାଇବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି । ଏହା ଫଳରେ କେନ୍ଦ୍ର ଉପରେ ରାଜ୍ୟ ମାନଙ୍କର ନିର୍ଭଶୀଳତା…

ସରକାରଙ୍କ ଅବହେଳା ପାଇଁ ୪୦ ଲକ୍ଷ ଲୋକେ କରୋନାରେ ମୃତ୍ୟୁ ବରଣ କରିଛନ୍ତି- ରାହୁଲ ଗାନ୍ଧୀ

କରୋନା ମହାମାରୀ ସମୟରେ ସରକାରଙ୍କ ଅବହେଳା ପାଇଁ ଦେଶରେ ୪୦ ଲକ୍ଷ ଲୋକଙ୍କ ପ୍ରାଣ ହରାଇଛନ୍ତି । ଏଥି ପାଇଁ ସରକାର ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି…

ଦେଶରେ ଏହି ସ୍ଥାନରେ ମିଳୁଛି ସବୁଠାରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ

ଦେଶରେ ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଦାମ ୧୨୨ ପାର କରିଛି । ଏଠାରେ ପେଟ୍ରୋଲ ଦର ପ୍ରତି ଲିଟର ୧୨୨.୮୯ ଟଙ୍କା ଏବଂ ଡିଜେଲ ୧୦୫,୩୧ ଟଙ୍କାରେ ମିଳୁଛି ।…