Browsing Category
ଦେଶ ବିଦେଶ
ଆଶାରାମଙ୍କ ଆଶ୍ରମର ପାର୍କିଂରୁ ନାବାଳିକା ମୃତଦେହ ଉଦ୍ଧାର, ଏପ୍ରିଲ ୫ରୁ ଥିଲା ନିଖୋଜ
ଲକ୍ଷ୍ନୗେ: ଆତ୍ମଘୋଷିତ ଭଗବାନ ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତରୁ ନାବାଳିକାର ମୃତଦେହ ଉଦ୍ଧାର । ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ…
ଆଜି ଇମରାନଙ୍କ ଭାଗ୍ୟପରୀକ୍ଷା, ଅନାସ୍ଥା ଭୋଟ୍ ପୂର୍ବରୁ ଏପରି କହିଲେ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କର ହେବ ଭାଗ୍ୟ ପରୀକ୍ଷା । ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ଭୋଟିଂ ହେବ । ଇମରାନ୍ ସରକାର ରହିବ ନା କ୍ଷମତାଚ୍ୟୁତ ହେବ, ତାହା ଆଜି ସ୍ପଷ୍ଟ…
ପାକିସ୍ତାନରେ ଖୋଲାଖୋଲି ଭାବେ ଚାଲିଛି ସାଂସଦଙ୍କ ଘୋଡା ବେପାର- ଇମ୍ରାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିରାଶା ପ୍ରକାଶ କରିଛନ୍ତି । ଯେଉଁଥିରେ କୋର୍ଟ ତାଙ୍କ ରାୟରେ ପାକିସ୍ତାନ ଜାତୀୟ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତି ଆରିଫ ଅଲ୍ବିଙ୍କୁ…
ଶରଦ ପୱାରଙ୍କ ଘରେ ଆଗରେ ବିକ୍ଷୋଭ, ଝିଅ ସୁପ୍ରିୟା ସୁଲେଙ୍କୁ ଘେରିଲେ ଆନ୍ଦୋଳନକାରୀ
ଶୁକ୍ରବାର ମହାରାଷ୍ଟ୍ର ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ(ଏମଏସଆରଟିସି)ର ୧୦୦ ରୁ ଅଧିକ କର୍ମଚାରୀ ଏନସିପି ନେତା ଶରଦ ପୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ତାଙ୍କ ଘର ବାହାରେ ଘେରିଥିଲେ । କୁହାଯାଉଛି…
ଭାରତରୁ ଆମେରିକା ଯାଉଥିବା ବିମାନରେ ଯଦି ଜନ୍ମ ହୁଏ ଶିଶୁ, ତେବେ ଜାଣନ୍ତୁ କେଉଁ ଦେଶର ମିଳିବ ନାଗରିକତା
ଦୁନିଆରେ ପ୍ରତ୍ୟେକ ମଣିଷଙ୍କ ପାଇଁ ତାଙ୍କର ନାଗରିକତ୍ୱ ଜୀବନ ବଞ୍ଚିବାର ଆଧାର ଅଟେ । ବ୍ୟକ୍ତିଙ୍କୁ ଯେଉଁ ଦେଶର ନାଗରିକତା ମିଳିଥାଏ, ସେ ସେହି ଦେଶର ନିୟମ କାନୁନ ପାଳନ କରନ୍ତି । ଏହା ସହିତ ତାଙ୍କୁ ସେ ଦେଶର ସୁବିଧା…
ଗର୍ଭବତୀ ହେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା: ସ୍ୱାମୀଙ୍କୁ ପାରୋଲରେ ଛାଡ଼ିବାକୁ ମାଗିଲେ ଅନୁମତି
ଗର୍ଭବତୀ ହେବା ପାଇଁ କୋର୍ଟରେ ଆବେଦନ କଲେ ମହିଳା । ଗର୍ଭଧାରଣ ପାଇଁ ଜେଲରେ ସଜା କାଟୁଥିବା ସ୍ୱାମୀଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀ କଲେ ଅନୁରୋଧ । ଜୋଧପୁର-ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କ ପତ୍ନୀ…
SFDR ବୁଷ୍ଟରର ସଫଳ ପରୀକ୍ଷଣ: ମିସାଇଲକୁ ଦେବ ସୁପରସୋନିକ୍ ସ୍ପିଡ୍
ସଲିଡ ଫୁଏଲ ଡକଟେଡ ରାମଜେଟ (SFDR) ବୁଷ୍ଟର ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଶୁକ୍ରବାର ସକାଳ ୧୦:୩୦ ସମୟରେ ଚାନ୍ଦିପୁର ଆଇଟିଆରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ବୁଷ୍ଟର ଦ୍ୱାରା ଆକାଶରୁ ଆକାଶକୁ ନିକ୍ଷେପ…
ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇ ଦେବେ ଦିଲ୍ଲୀ ସରକାର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗତମାସରେ ଉପସ୍ଥାପିତ ହୋଇଥିବା ଦିଲ୍ଲୀ ବଜେଟ ଏବଂ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ଯୋଜନାର ସମୀକ୍ଷା ବୈଠକ କରିଛନ୍ତି । ଗତ ମାସରେ ଦିଲ୍ଲୀର ଆମ୍…
ରାମନବମୀ ପାଇଁ ସରକାର ଜାରି କଲେ ନୂଆ କଟକଣା: ଏହି ଜାଗାରେ ମାଂସ ବିକ୍ରି ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ: ଆସୁଛି ହିନ୍ଦୁମାନଙ୍କର ବୃହତ ପର୍ବ ରାମନବମୀ । ଏହାକୁ ନେଇ ସବୁଆଡେ ଆନନ୍ଦ ଉଲ୍ଲାସ ଭରିଯାଇଛି । ତେବେ ରାମନବମୀ ପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ମଧ୍ୟରେ ପୂଜାକୁ ନେଇ…
ହାଫିଜ୍ ଶୟିଦକୁ ୩୧ ବର୍ଷ ଜେଲ ଦଣ୍ଡ: ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଶୁଣାଇଲେ ସଜା
କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ । ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଶୁକ୍ରବାର ହାଫିଜ୍ ଶୟିଦକୁ ଦଣ୍ଡ ଶୁଣାଇଛନ୍ତି । କୋର୍ଟ…