Browsing Category
ଦେଶ ବିଦେଶ
ସେୟାର ବଜାରରେ ଝଡ଼!, ଦିନକରେ ୧୬୦୦ ପଏଣ୍ଟ ଖସିଲା ସେନସେକ୍ସ, ସାଢ଼େ ୬ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ: ଶୁକ୍ରବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ଶୁକ୍ରବାର କାରବାରରେ ସାଢ଼େ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଛି । ସାତ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି…
୩ ପତ୍ନୀଙ୍କ କାରଣରୁ ଚାକିରିରୁ ଇସ୍ତଫା ଦେଲେ ଯବାନ, କମାଣ୍ଡର ନେଲେ ନିଆରା ନିଷ୍ପତ୍ତି
ନୂଆଦିଲ୍ଲୀ: ସୀମାରେ ଦେଶର ସୁରକ୍ଷା ଭାର ଓ ଘର-ପରିବାରରେ ପତ୍ନୀ-ଛୁଆପିଲାଙ୍କ ଚିନ୍ତା, ଏହି ୨ଟି ଯାକ ପ୍ରତ୍ୟେକ ଯବାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଇରାକରେ ଏହିପରି ଜଟିଳ ପରିସ୍ଥିତି ଦେଇ ଗତି…
୨୬/୧୧ ହମଲା: ଆତଙ୍କବାଦୀ କସାବର ଫୋନ୍ ନଷ୍ଟ କରିଥିଲେ ପରମବୀର ସିଂହ! ପୂର୍ବତନ ଏସିପି ଶମଶେର୍ ଖାନ୍ ଆଣିଲେ ଅଭିଯୋଗ
ମୁମ୍ବାଇ: ୨୬/୧୧ ମୁମ୍ବାଇ ହମଲାର ଘଟଣାର ଦୁଃଖ ଆଜିବି ତାଜା ରହିଛି । ସେହି କାଳରାତ୍ରିର କଥା ମନେ ପଡ଼ିଲେ ଆଜିବି ଲୋମଟାଙ୍ଗୁରୀ ଉଠେ । ତେବେ ଆଜି ଏହି ଆକ୍ରମଣକୁ ୧୩ ବର୍ଷ ପୂରିଛି । ତେଣୁ ଏହି ହମଲାରେ ସହିଦ୍…
ଡିସେମ୍ବର ୪ରେ ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଦେଖାଯିବ?
ନୂଆଦିଲ୍ଲୀ: ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ ୪ ଡିସେମ୍ବର ୨୦୨୧ ରେ ଅର୍ଥାତ୍ ଶନିବାର ଦିନ ଲାଗିବାକୁ ଯାଉଛି । ଏହା ଚନ୍ଦ୍ରଗ୍ରହଣର ଠିକ୍ ୧୫ ଦିନ ପରେ ପଡିବ । ଏହା ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ । ।…
ପତିଙ୍କ ସହିତ ଝଗଡ଼ା ପରେ ୩୦୦ ଫୁଟ ଗଭୀର ଜଳପ୍ରପାତକୁ ଲମ୍ଫ ପ୍ରଦାନ କଲେ ମହିଳା, ତା’ପରେ
ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା । ତେବେ ଅନେକ ସମୟରେ ଏହି ଘଟଣାକୁ ନେଇ କରି ହତ୍ୟା, ଆତ୍ମହତ୍ୟା ଭଳି ଭୟଙ୍କର ପରିଣତି ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶରେ ଏପରି ଏକ ଘଟଣା ଘଟିଛି । ପତିଙ୍କ…
ସ୍ୱାମୀ ନଥିବା ବେଳେ ବୋହୁକୁ ଦୁଷ୍କର୍ମ କଲା ଶ୍ୱଶୁର, ଦେଉଥିଲା ହତ୍ୟା ଧମକ
ଭୋପାଳ: ଘରେ ସ୍ୱାମୀର ଅନୁପସ୍ଥିତିରେ ୨୧ ବର୍ଷୀୟା ବୋହୁକୁ ଦୁଷ୍କର୍ମ କରିଛି ଶ୍ୱଶୁର । ଏନେଇ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ପୀଡ଼ିତା ବୋହୁ ଜଣକ…
୫୭ ବର୍ଷ ହେଲା ପ୍ରତିଦିନ ଅଧା କିଲୋ ବାଲି ଖାଉଛନ୍ତି ଏହି ୭୫ ବର୍ଷୀୟ ମହିଳା, ଅଛନ୍ତି ଏକଦମ୍ ଫିଟ୍
ନୂଆଦିଲ୍ଲୀ: କୁସୁମାବତୀ ଦେବୀ, ଯିଏକି ବୟସର ଶେଷ ଅଧ୍ୟାୟରେ ଆସି ପହଞ୍ଚିଲେଣି । କିନ୍ତୁ ତାଙ୍କର ଏକ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଆଉ ତାକୁ ନେଇ ସେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍…
କୋଭିଡର ନୂଆ ଷ୍ଟ୍ରେନ୍ ବଢ଼ାଇଲା ଚିନ୍ତା, ୬ ଆଫ୍ରିକୀ ଦେଶକୁ ଯାତ୍ରା କରିବା ଉପରେ ୟୁକେ ଲଗାଇଲା ବ୍ୟାନ୍
ନୂଆଦିଲ୍ଲୀ: ବ୍ରିଟେନ (ୟୁକେ) ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି, ଯାହା ଡେଲଟା ଅପେକ୍ଷା ଅଧିକ…
ହୋମ୍ ୱର୍କ ନକରିବାକୁ ୮ ବର୍ଷର ଶିଶୁକୁ ଫ୍ୟାନରେ ଲଟକାଇଦେଲା ନିର୍ଦ୍ଦୟୀ ବାପା, ଭିଡିଓ ଭାଇରାଲ୍ ପରେ ହଙ୍ଗାମା
ନୂଆଦିଲ୍ଲୀ: ଠିକ୍ ସମୟରେ ପାଠ କରିବା ଓ ଭଲ ଭାବରେ ପାଠପଢ଼ାରେ ମନ ଦେବାକୁ ବାପା ମାଆ ମାନେ ପିଲାଙ୍କୁ ଆକଟ କରିଥାନ୍ତି । ହେଲେ ବେଳେ ଆକଟ କରିବାକୁ ଯାଇ ବେଳେ ବାପାମାଆ ମାନେ ଏପରି କିଛି କରି ବସନ୍ତି ଯାହା ସମସ୍ତଙ୍କ…
ପୁଣି ବଢ଼ିଲା ବାୟୁ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ରୋକ୍ : ଶ୍ରମିକଙ୍କୁ ମିଳିବ ୫୦୦୦ ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣର ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବର୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି କେଜରିୱାଲ ସରକାର । ତେବେ ଏଥିପାଇଁ ନିର୍ମାଣ…