Browsing Category

ଦେଶ ବିଦେଶ

ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ଶିକ୍ଷକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସାମିଲ ହୋଇ ସସପେଣ୍ଡ ହେଲେ ସଂଗୀତ ଶିକ୍ଷକ ।  ୨୨ ଫେବୃଆରୀରେ ମଣିପୁରରେ ହୋଇଥିବା ନିର୍ବାଚନୀ ରାଲିରେ ସାମିଲ ହୋଇଲେ ସଙ୍ଗୀତ ଶିକ୍ଷକ । ରାଜ୍ୟର ଜଣେ ଜଣା ଶୁଣା ଗାୟିକା…

‘ଆଜି ଦୁନିଆ କାନ ଖୋଲି ଶୁଣୁଛି ଭାରତ କ’ଣ କହୁଛି’: ୟୁକ୍ରେନ ସଙ୍କଟକୁ ନେଇ କହିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପି ବୋରିଆରେ ନିର୍ବାଚନୀ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବିଜେପି ସରକାରର…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ: ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା(ହମ୍)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଝୀ ହଠାତ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଟନାର ମେଦାନ୍ତା ହସ୍ପିଟାଲରେ…

ଋଷ ସୈନ୍ୟଙ୍କୁ ମିଳିବ କଡା ଜବାବ: ହତିଆର ଉଠାଇଲେ କିଭର ସାଧାରଣ ନାଗରିକ

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ଯୁଦ୍ଧ । କିଭ ଅଧିକାର କରିବା ପାଇଁ ଋଷ ସେନାବାହିନୀ ନିକଟତର ହେବାକୁ ଲାଗିଛି । ଏହା ମଧ୍ୟରେ ହତିଆର ଉଠାଇଛନ୍ତି କିଭର ସାଧାରଣ ନାଗରିକ । ଋଷର ସୈନ୍ୟ ଯଦି କିଭ୍…

ଘଟିବ ଯୁଦ୍ଧର ପରିସମାପ୍ତି: ରୁଷିଆ ସହ ଆଲୋଚନା ପାଇଁ ୟୁକ୍ରେନ ରାଜି, ମାତ୍ର ବେଲାରୁସରେ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା ପାଇଁ ଅଗ୍ରାହ୍ୟ କରିଥିବା ବେଳେ ଏବେ ଏନେଇ ସହମତି…

ରୁଷ-ୟୁକ୍ରେନ ସଙ୍କଟ ସମୟରେ ଉତ୍ତର କୋରିଆ ନିକ୍ଷେପ କଲା ବାଲିଷ୍ଟିକ ମିସାଇଲ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଥିବା ବେଳେ ସେପଟେ  ପ୍ରାୟ ଏକ ମାସର ବିରାମ ପରେ ରବିବାର ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି ଉତ୍ତର କୋରିଆ। ଚଳିତ ବର୍ଷ ଉତ୍ତର କୋରିଆର ଏହା ଅଷ୍ଟମ ଏବଂ…

ୟୁଟ୍ୟୁବ୍ ଦେଖି ଫାର୍ମାର ଦୁଇ ଛାତ୍ର କଲେ ଲିଙ୍ଗ ପରିବର୍ତ୍ତନ ସର୍ଜରୀ, ଚାଲିଗଲା ରୋଗୀର ପ୍ରାଣ

ନୂଆଦିଲ୍ଲୀ: ବି ଫାର୍ମାର ଦୁଇଜଣ ଛାତ୍ରଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କର ଏପରି ଅପରେସନ୍ କରିଛନ୍ତି ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଯଣା ଆନ୍ଧ୍ରପ୍ରଦେଶର ନେଲ୍ଲøର୍ ଠାରେ ଘଟିଛି । ଗୁରୁବାର ଦିନ…

ୟୁକ୍ରେନର ସୁମୀ ସହର ଉପରେ ରକେଟ୍ ମାଡ଼, ୭ ବର୍ଷର ବାଳିକା ସମେତ ୬ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଲଗାତର ୪ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ମିସାଇଲ୍, ରକେଟ୍ ଆଦ ଦ୍ୱାରା ଆକ୍ରମଣ କରିଚାଲିଛନ୍ତି । ରାଜଧାନୀ କିଭ୍ ଉପରେ ରୁଷ ଆକ୍ରମଣ କରି ଅଧିକାଂଶ…

୨୦୨୨ରେ ବିଶ୍ୱ ଦେଖିବ କି ପରମାଣୁ ବୋମାର ତାଣ୍ଡବ, ସତ ହେବକି ମହାନ୍ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆଗକୁ ୟୁକ୍ରେନ-ରୁଷିଆ ଯୁଦ୍ଧର ପରିଣତି ଯେ କ’ଣ ହେବ ସେକଥା କେହି କହିପାରିବେ ନାହିଁ । ଗୋଟିଏ ପଟେ ଶକ୍ତିଶାଳୀ ରୁଷ ବେଳକୁ ବେଳ ଭୟଙ୍କର ହୋଇ ଉଠୁଥିବା ବେଳେ ୟୁକ୍ରେନକୁ ଏକାଧିକ ରାଷ୍ଟ୍ର ସମର୍ଥନ…

ଯୁଦ୍ଧରେ ପ୍ରାଣ ହରାଇଲେଣି ୟୁକ୍ରେନର ୨୪୦ ସାଧାରଣ ନାଗରିକ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଲଗାତର ୪ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ମିସାଇଲ୍, ରକେଟ୍ ଆଦ ଦ୍ୱାରା ଆକ୍ରମଣ କରିଚାଲିଛନ୍ତି । ରାଜଧାନୀ କିଭ୍ ଉପରେ ରୁଷ ଆକ୍ରମଣ କରି ଅଧିକାଂଶ…