Browsing Category

ଦେଶ ବିଦେଶ

ଏହି ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଲକ୍ଷ୍ନୌ, ୯ା୪ (ଓଡିଶା ଭାସ୍କର): ଦେଶରେ କରୋନା ସଂକମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ଏଥିରୁ ବାଦ୍ ପଡିନି ଉତ୍ତରପ୍ରଦେଶ । ଏହି ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ…

କରୋନା କବଳରେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ଏହା ପ୍ରଭାବରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏବେ ଦିଲ୍ଲୀ ଏମସ୍ ର ୩୫ ଜଣ…

ପ୍ରଧାନମନ୍ତ୍ରୀଙ୍କ ନାମରେ ଚାଲାଣ କାଟିଲା ପୋଲିସ୍ !

ନୂଆଦିଲ୍ଲୀ ୯ା୪ (ଓଡିଶା ଭାସ୍କର) :  ସମଗ୍ର ବିଶ୍ୱ ଏବେ କରୋନା ମହାମାରୀରେ ପିଡ଼ୀତ । କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେମିତି କି ସାମାଜିକ ଦୂରତ୍ତ୍ୱ, ମାସ୍କ…

କରୋନା ଟିକା ବଦଳରେ କୁକୁର କାମୁଡିବା ଟିକା ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ

ନୁଆଦିଲ୍ଲୀ,୯ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବଢ଼ୁଥିବାରୁ ସାରା ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଦୈନିକ ଶହ ଶହ ଲୋକ ଟିକାକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । ଏହା ଭିତରେ ଏକ ଆଶ୍ଚର୍ଯ୍ୟ…

ସେଲଫି ନେବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ଏମପି ଜୟା ବଚ୍ଚନ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଅନେକ ସମୟରେ ତାଙ୍କ ରୁକ୍ଷ ବ୍ୟବହାର ପାଇଁ ଚର୍ଚ୍ଚାରେ ଥାନ୍ତି । ତେବେ ପୁଣି ଥରେ ସେ ସେହି ଭଳି କିଛି ବିଷୟ ପାଇଁ…

ଗୁଜବ ପ୍ରଚାର କରୁଥିବା ଏବଂ ଷ୍ଟେସନରେ ଜନଗହଳି ଥିବା ଫେକ୍ ଭିଡିଓ ଭାଇରାଲ୍ କରନ୍ତୁ ନାହିଁ: କେନ୍ଦ୍ରୀୟ ରେଳବିଭାଗ

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଯାହାକି ପ୍ରଥମ ବର୍ଷଠାରୁ ଦ୍ରୁତ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି । ଏହା ଭିତରେ ଏମିତି କିଛି ଭିଡିଓ ଘୁରିବୁଲୁଛି ଯାହା…