Browsing Category

ଦେଶ ବିଦେଶ

ଆଉ ଦୌଡ଼ି ପାରିବେନି ଏହି ପାକିସ୍ତାନୀ ବୋଲର, ଜାଣନ୍ତୁ କ’ଣ ରହିଛି କାରଣ

ନିଜର ଦ୍ରୁତ ବୋଲିଂ କ୍ରିକେଟ ଇତିହାସରେ ପ୍ରସିଦ୍ଧ ଶୋଏବ ଅଖତର । ଦ୍ରୁତ ବୋଲିଂ ପାଇଁ ରାୱଲପିଣ୍ଡି ଏକ୍ସ୍ରପ୍ରେସ ନାମରେ ମଧ୍ୟ ପରିଚିତ । ତାଙ୍କ ହାତରୁ ବଲ ଏତେ ଦ୍ରୁତ ଗତିରେ ବାହାରିଥାଏ ଯେ ଏହାକୁ ସାମ୍ନା କରିବାକୁ…

ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି…

ଶିକ୍ଷିତ ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଯୁବ ସ୍ୱରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୪ ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିଲା । ୧୮-୪୦ ବର୍ଗ ଶିକ୍ଷିତ ଯୁବକଙ୍କ ପାଇଁ ଏହି ଯୋଜନା ଲାଗୁହେବ । ଯୁବକଙ୍କୁ ସ୍ୱରୋଜଗାର…

Super Woman ଏଲିସ୍: ଜିଭରେ ରୋକୁଛନ୍ତି ହାଇସ୍ପିଡ୍ ଫ୍ୟାନ୍, ଦେଖନ୍ତୁ Viral Video

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯାଏ ଆପଣ ଜୋରରେ ଘୁରୁଥିବା ଏକ ଫ୍ୟାନକୁ ରୋକ ତେବେ ଆପଣ ଶହେ ଥର ଚିନ୍ତା କରିବେ । ଯଦି ଆପଣଙ୍କୁ ଜିଭରେ ଫ୍ୟାନ ରୋକିବାକୁ କୁହାଯିବ ତାହେଲେ ଆପଣ ଏହାକୁ ପାଗଳାମୀ ବୋଲି କହିବେ ନିଶ୍ଚୟ…

ସୂର୍ଯ୍ୟ ପୃଷ୍ଠରେ ନାସା ପାଇଲା ବଡ଼ ଛିଦ୍ର, ବୈଜ୍ଞାନିକମାନେ ଦେଲେ ଏପରି ଚେତାବନୀ

ୱାଶିଂଟନ୍: ଅନ୍ତରୀକ୍ଷର ପାଣିପାଗ ଉପରେ ନଜର ରଖିଥିବା ଆମେରିକାର ସ୍ପେସ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି । ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି, ସୂର୍ଯ୍ୟ ପୃଷ୍ଠରେ…

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି…

ପରମବୀରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାର ଓ ସିବିଆଇକୁ ପଠାଗଲା ନୋଟିସ୍

ନୂଆଦିଳ୍ଲୀ: ପରମବୀର ସିଂହଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ । ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ । ଦେଶରେ ଭିତରେ ଥିବା ଜଣାଇବା ପରେ ଅନ୍ତରୀଣ ସୁରକ୍ଷା ଦିଆଯାଇଛି । ପରମବୀରଙ୍କ ଓକିଲ…

କରୋନା କାଳରେ ୪ କୋଟି ବରିଷ୍ଠ ନାଗରିକଙ୍କ ଠାରୁ ପୂରା ଟଙ୍କା ଆଦାୟ କରିଛି ଭାରତୀୟ ରେଳବାଇ, ମିଳିନି କୌଣସି ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଦେଶର ଅର୍ଥବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଥିଲା । ଲକଡାଉନ୍ ପରେ ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ମହାମାରୀ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ଜୀବନ ହାରିବା ସହିତ…

କ୍ରିସମାସ୍ ପରେଡ୍ ଉପରକୁ ମାଡ଼ିଗଲା କାର୍, ଅନେକଙ୍କ ମୃତ୍ୟୁ ହେବାସହ ୨୦ରୁ ଅଧିକ ହୋଇଛନ୍ତି ଆହତ, ଦେଖନ୍ତୁ ଛାତିଥରା ଭିଡିଓ

ୱାଶିଂଟନ୍: ଆମେରିକାର ୱିସକନ୍ସିନ୍ ଠାରେ ରବିବାର ଦିନ ଗୋଟିଏ କାର୍ କ୍ରିସମାସ୍ ପରେଡ୍ ରେ ମାଡ଼ିଯାଇଥିଲା । ଯେଉଁଥିରେ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗାଡ଼ିଟି ପରେଡ୍…

ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନଙ୍କୁ ମିଳିଲା ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ପାକିସ୍ତାନର ଫାଇଟର ଜେଟ ଏଫ-୧୬କୁ ବିଧ୍ୱଂସ କରିଥିବା ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନ ବର୍ଥମାନଙ୍କୁ ସମ୍ମାନିତ କରାଯାଇଛି । ଅଭିନନ୍ଦନ ପାଇଛନ୍ତି ବୀର ଚକ୍ର ସମ୍ମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ…