Browsing Category

ଦେଶ ବିଦେଶ

Amazonରେ ବିକ୍ରି ହେଉଛି ଗାଞ୍ଜା! NCB ଯାଞ୍ଚ ନେଇ ଦାବି ଉଠାଇଲା CAIT

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ପ୍ଲାଟଫର୍ମରେ ଗାଞ୍ଜା ବିକ୍ରି ହେଉଥିବା ନେଇ ଆସିଛି ଅଭିଯୋଗ । କନଫେଡେରେସନ ଅଫ୍ ଇଣ୍ଡିଆନ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏପରି…

‘୫ କୋଟିର ଘଣ୍ଟା ଜବତ ହେବା କଥା ପୂରା ମିଛ, ମୁଁ କଷ୍ଟମ୍ ବିଭାଗକୁ ସବୁ ଡକ୍ୟୁମେଣ୍ଟ ଦେବାକୁ ରାଜି ଅଛି’: ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି । ବିମାନବନ୍ଦରରେ କଷ୍ଟମ୍ ବିଭାଗ ଦ୍ୱାରା ତାଙ୍କର ଦୁଇଟି ୫ କୋଟି ଟଙ୍କାର ଘଣ୍ଟାକୁ ଜବତ…

ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା, ଜାଣନ୍ତୁ ୨୦ ବର୍ଷ ଭିତରେ କେତେ ବଢ଼ିଲା ସମ୍ପତ୍ତି?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତି ଏବେ କମୁଥିବା ଦେଖିବାକୁ ମିଳୁଛି । ଚାଇନା ଏବେ ବାଇଡେନ୍ ସରକାରଙ୍କ ଦେଶକୁ ପଛରେ ପକାଇଛି । ଚୀନ ଦୁନିଆର ସବୁଠାରୁ ଧନୀ ଦେଶ ହୋଇଯାଇଛି । ଗତ ୨୦ ବର୍ଷ…

ଭାରତର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ ସୌରଭ କୃପାଲ, ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ବରିଷ୍ଠ ଓକିଲ ସୌରଭ୍ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ କରିବାକୁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ଏହି ସୁପାରିଶ ଅନୁମୋଦନ ହୁଏ, ତେବେ ସୌରଭ୍ କୃପାଲ ଭାରତର…

ଶବସତ୍କାର କରି ଫେରିବା ବାଟରେ କାର୍-ଟ୍ରକ୍ ମୁହାମୁହିଁ, ୬ ମୃତ

ନୂଆଦିଲ୍ଲୀ: ଶବ ସତ୍କାର କରି ଫେରିବା ପରେ ନିଜେ ଶବ ହୋଇଗଲେ । ବିହାରର ଜମୁଇରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।…

ଏହି ଦେଶରେ ଗୋଟିଏ ଦିନରେ ରୋଜଗାର କରିପାରିବେ ୫୫ ହଜାର ଟଙ୍କା….

ନୂଆଦିଲ୍ଳୀ: ପ୍ରତ୍ୟେକ ଦେଶକୁ ଜିଡିପି ଅନୁଯାୟୀ ଏକ ଘଣ୍ଟା ଦରମା ଦିଆଯାଏ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଆପଣ ପ୍ରତିଘଣ୍ଟା ପିଛା ଅଧିକ ଟଙ୍କା ରୋଜଗାର…

ATS ଜବତ କଲା ୬୦୦ କୋଟିର ହେରୋଇନ୍: ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ମିଳିଲା ସୂଚନା

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ଦ୍ୱାରା ଏକ ବଡ଼ଧରଣର ହେରୋଇନ୍ ଚାଲାଣ ରାକେଟକୁ ଠାବ କରାଯାଇଛି । ରାତି ସମୟରେ ପାକିସ୍ତାନରୁ ଏତେ ପରିମାଣର ହେରୋଇନ୍ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିଲା । ଏହି ଚାଲାଣ ନେଇ ପୂର୍ବରୁ…

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛ ପାଇଁ ବଡ଼ ପଦକ୍ଷେପ, କ୍ୟାବିନେଟ୍‌କୁ ୮ଟି ଦଳରେ ବିଭକ୍ତ କଲେ ମୋଦି

ନୂଆଦିଲ୍ଲୀ: ଦେଶର ଶାସନ ବ୍ୟବସ୍ଥାକୁ ଶାଣିତ, ଦକ୍ଷ ଓ ସ୍ୱଚ୍ଛ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା କ୍ୟାବିନେଟକୁ ୮ଟି ଦଳରେ ଭାଗ କରିଛନ୍ତି । ୭୭ ଜଣ ମନ୍ତ୍ରୀଙ୍କୁ ୮ ଭାଗରେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରୁ ମିଳିଲା ୫ କୋଟି ଟଙ୍କାର ୨ଟି ଘଣ୍ଟା, ଏୟାରପୋର୍ଟରେ ହେଲା ଜବତ

ମୁମ୍ବାଇ: ଟି୨୦ ବିଶ୍ୱକପ୍ ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କରିଦିଆଯାଇଛି । ଦଳରୁ ବାହାରିବା ପରେ ଏହି ଅଲରାଉଣ୍ଡର୍ ଅଡ଼ୁଆରେ ପଡ଼ିଛନ୍ତି । ଏବେ ସେ ଆଉ ଏକ…

ଚୀନ୍‌ରେ କରୋନାର ନୂଆ ଘାତକ ଲହର: ବିଶ୍ୱବିଦ୍ୟାଳୟର ୧୫ ଶହ ଛାତ୍ରଙ୍କୁ କରାଗଲା ଆଇସୋଲେଟ୍‌, କ୍ୟାମ୍ପସ ସିଲ୍‌

ବେଜିଂ: କରୋନା ଭୂତାଣୁ ସହ ଲଢେଇ ଭିତରେ କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆସିଲାଣି ଚିନ୍ତାଜନକ ଖବର । ଚୀନରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପୁଣି ଥରେ ଚୀନରେ ପ୍ରକୋପ ଜାହିର କଲାଣି ।…