Browsing Category
ଦେଶ ବିଦେଶ
ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବଢିଲା ଟୁଇଟର ଇଣ୍ଡିଆର ପୂର୍ବତନ ଏମଡିଙ୍କ ଅଡୁଆ । ପୂର୍ବତନ ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏକ ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଏଥିସହ ସମ୍ବେଦନଶୀଳ ଭିଡିଓ ଅପଲୋଡିଂ ମାମଲାରେ ଉତ୍ତର…
ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ତିଆରି କରୁଛି ବିପଦଜ୍ଜନକ ‘ହାଇପରସୋନିକ ମିସାଇଲ’- ରିପୋର୍ଟ
ନୂଆଦିଲ୍ଲୀ : ବିଶ୍ୱର କିଛି ବଛା ବଛା ଦେଶରେ ସାମିଲ୍ ହେଲା ଭାରତ । ଏହି ସବୁ ଦେଶ ହାଇପରସୋନିକ ମିସାଇଲ ବିକଶିତ କରୁଛନ୍ତି । ଆମେରିକା ସଂସଦର ଏକ ସ୍ୱତନ୍ତ୍ର ରିପୋର୍ଟରେ ଏହା କୁହାଯାଇଛି । ଆମେରିକାର ଏହି ରିପୋର୍ଟ…
ବାଂଲାଦେଶରେ ଶରଣାର୍ଥୀଙ୍କ ଶିବିର ଉପରେ ଗୁଳିବର୍ଷା, ୭ ମୃତ
ନୂଆଦିଲ୍ଲୀ: ବାଂଲାଦେଶର ରୋହିଂଗ୍ୟା ଠାରେ ଶୁକ୍ରବାର ଦିନ ଗୁଳି ବର୍ଷଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଂଲାଦେଶ ପୋଲିସ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର…
ଆଇସ୍ କ୍ରିମରେ ମଦ ମିଶାଇ ବିକ୍ରି କରୁଥିଲେ କାଫେ, ପ୍ରଘଟ ପରେ ହେଲା କାର୍ଯ୍ୟାନୁଷ୍ଠାନ
କୋଏମ୍ବଟୁର୍: ବର୍ତ୍ତମାନର ଯୁବ ପିଢ଼ି ନିଶା କବଳକୁ ଧୀରେ ଧୀରେ ଚାଲି ଯାଉଛନ୍ତି । ତେଣୁ ସେମାନେ କୌଣସି ନା କୌଣସି ଉପାୟରେ ହେଉ ନିଶାରେ ଚୁର୍ ହୋଇ ରହିବାକୁ ପସନ୍ଦ କରୁଛନ୍ତି । ମଦ ନିଶାକୁ ନେଇ ଅନେକ ପ୍ରକାରର ଘଟଣା…
ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି: ଜାଣନ୍ତୁ କେବେ ଓ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ: କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ଚଳିତବର୍ଷର ଦ୍ୱିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । କୁହାଯାଉଛି ଯେ ଏହା ଆଂଶିକ ଚନ୍ଦ୍ରଗ୍ରହଣ…
୧୦୦ କୋଟି ଡୋଜ୍ ଟିକାକରଣ ଏକ ଅଙ୍କ ନୁହେଁ, ଏକ ଅଧ୍ୟାୟର ଶୁଭାରମ୍ଭ: ମୋଦି
ନୂଆଦିଲ୍ଲୀ: ସମଗ୍ର ଭାରତ ବର୍ଷରେ କୋଭିଡ୍ ଟିକାକରଣ ୧୦୦ କୋଟି ସମ୍ପୂର୍ଣ୍ଣ ହୋଇଛି । ୧୦୦ କୋଟି ଡୋଜ୍ ଟିକାକରଣ ଭାରତର ସାମର୍ଥ୍ୟକୁ ପ୍ରମାଣିତ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ…
ଅଜବ ପ୍ରେମ: ମୃତ ସ୍ୱାମୀଙ୍କ ପାଉଁଶ ଖାଉଛନ୍ତି ପତ୍ନୀ, କହିଲେ- ନିଜକୁ ଅଟକାଇପାରୁନି…
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅମର । ସାଥୀ, ଦୁନିଆ ଛାଡ଼ି ଚାଲିଗଲା ପରେ ବି ପ୍ରେମ ଠିକ୍ ସେହିପରି ଜୀବିତ ହୋଇ ରହିଥାଏ । ଏହାର ଏକ ଶକ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମହିଳା ନିଜ ସ୍ୱାମଙ୍କୁ ଏତେ ଭଲ ପାଉଛନ୍ତି…
ଭାରତ ଓ ପାକିସ୍ତାନର Live ମ୍ୟାଚ୍ ମୋବାଇଲରେ ମାଗଣାରେ ଦେଖିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଟି ୨୦ କ୍ରିକେଟ ୱାର୍ଲ୍ଡ କପ୍ ଆରମ୍ଭ ହୋଇଯାଇଛି । ୱାର୍ଲ୍ଡ କପ୍ ୧୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଆଇପିଏଲ ପରେ ଟି୨୦ ୱାର୍ଲ୍ଡ କପ୍ ୨୦୨୧ ହେଉଛି,…
ଶୁଟିଂ ସେଟରେ ଏଲେକ୍ ବାଲ୍ଡୱିନ୍ ହାତରୁ ଚଳିଗଲା ଗୁଳି, ଜଣେ ମହିଳା ମୃତ; ନିର୍ଦ୍ଦେଶକ ଆହତ
ୱାଶିଂଟନ୍: ଆମେରିକୀ ଅଭିନେତା ଏଲେକ୍ ବାଲ୍ଡୱିନ୍ ଏକ ପ୍ରୋପ୍ ଗନ୍ ଦ୍ୱାରା ଫିଲ୍ମ ଶୁଟିଂ ସେଟ୍ ରେ ଜଣେ ସିନେମାଟୋଗ୍ରାଫରଙ୍କୁ ଫାୟାର୍ କରିଛନ୍ତି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖାଲି ସେତିକି ନୁହେଁ…
ଚୀନକୁ ପୁଣି ଫେରିଲା କରୋନା: ବିମାନ ସହିତ ସ୍କୁଲ ବନ୍ଦ, ଗୃହବନ୍ଦୀ ହେଲେ ଲୋକେ
ବିଜିଂଗ: ଚୀନରେ କରୋନାର ରିଟର୍ଣ୍ଣ ବିଶ୍ୱର ଚିନ୍ତା ବଢ଼ାଇଦେଇଛି । ସେଠାରେ ଲଗାତାର ଭାବେ ନୂଆ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ…