Browsing Category
ଦେଶ ବିଦେଶ
ଭାରତୀୟ ସେନାକୁ ସଫଳତା; ଶୋପିଆନରେ ଦୁଇ ଆତଙ୍କୀ ନିପାତ
ନୂଆଦିଲ୍ଳୀ:ଜାମ୍ମୁ କାଶ୍ମୀରରେ ବୁଧବାର ଦିନ ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ଅଞ୍ଚଳରେ ପୁଲିସ୍ ଓ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି।…
କଣ ଟା କରିଛ ତମେ? ଯୁବକଙ୍କ ପ୍ରଶ୍ନରେ ହିତାହିତ ଜ୍ଞାନ ହରାଇଲେ କଂଗ୍ରେସ ବିଧାୟକ; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ରାଜନେତାଙ୍କୁ ସାଧାରଣ ଜନତାଙ୍କ ସେବକ କୁହାଯାଏ । ତେବେ ଜଣେ ବିଧାୟକଙ୍କୁ ପ୍ରଶ୍ନ ପଚାରି ବହେ ମାଡ ଖାଇଛନ୍ତି ଜଣେ ଯୁବକ । ସ୍ୱୟଂ ବିଧାୟକ ଯୁବକ ଜଣଙ୍କୁ ମାଡ ମାରିଥିବା ବେଳେ ପାଖରେ ଥିବା ପୋଲିସ୍ କର୍ମୀ…
ବାରଣାସୀ ବୈଜ୍ଞାନିକଙ୍କ ଚମତ୍କାର ଉଦ୍ଭାବନ: ଗୋଟିଏ ଗଛରେ ଫଳୁଛି ବାଇଗଣ ଓ ଟମାଟୋ
ନୂଆଦିଲ୍ଲୀ: ଭାରତୀୟ କୃଷିବିଜ୍ଞାନୀଙ୍କ ଆଉ ଏକ ଚମତ୍କାର ଆବିଷ୍କାର । ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇଆଇଭିଆର) ପକ୍ଷରୁ ଏମିତି ଏକ ଉଦ୍ଭାବନ କରାଯାଇଛି ଯାହା ଦେଖିଲେ ମଧ୍ୟ ଅବିଶ୍ୱସନୀୟ ମନେ ହେବ…
ଡେଙ୍ଗୁ ପାଇଁ ଆଣ୍ଟି ଭାଇରାଲ ଔଷଧ ତିଆରି କଲା CDRI: ୨୦ଟି ସହରରେ ହେବ ଟ୍ରାଏଲ
ନୂଆଦିଲ୍ଲୀ: ଡେଙ୍ଗୁ ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହାର ରାମବାଣ ଚିକିତ୍ସା ବାହାର କରିଛନ୍ତି ବୈଜ୍ଞାନିକ । ଲକ୍ଷେ୍ନø ସ୍ଥିତ ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ( ସିଡିଆରଆଇ) ପକ୍ଷରୁ ଏହି…
ତାଲିବାନୀ ବର୍ବରତା; ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ
ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ଜଣେ ଜୁନିୟର ଭଲିବଲ ଖେଳାଳିଙ୍କ ମୁଣ୍ଡକାଟ କରିଛନ୍ତି ତାଲିବାନୀ ଆତଙ୍କୀ । ବୁଧବାର ଏକ…
କାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ; ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ଭଗବାନ୍ ବିଷ୍ଣୁ…
ନୂଆଦିଲ୍ଲୀ: କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବର ୨୦୨୧ ଦିନ ଗୁରୁବାରରୁ ଆରମ୍ଭ ହେଉଛି, ଯାହାକି ୧୯ ନଭେମ୍ବର ପର୍ଯ୍ୟନ୍ତ ରହିବ । କୁହାଯାଏ…
ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍; ଏମିତି ବୟାନ ରଖିଲେ ସମୀର ୱାଙ୍ଖେଡେ
ନୂଆଦିଲ୍ଲୀ: ବୁଧବାର ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଏନସିବି ଜୋନାଲ ଡିରେକ୍ଟରଙ୍କ ବୟାନ ହିଁ ଚର୍ଚ୍ଚା ସୃଷ୍ଟି କରିଛି । ଆର୍ଯ୍ୟନ…
ଆର୍ଯ୍ୟନଙ୍କୁ ପୁଣି ଝଟକା: ଜାମିନ ଖାରଜ କଲେ କୋର୍ଟ, ଏବେ ହାଇକୋର୍ଟ ଭରସା
ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ଖାରଜ ହୋଇଯାଇଛି । ଆର୍ଯ୍ୟନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଖାରଜ କରିଛନ୍ତି…
ଆପଣଙ୍କ ରିପୋର୍ଟକୁ ଆମେ ରାତି ୧ଟା ଯାଏଁ ଅପେକ୍ଷା କଲୁ, ଲକ୍ଷ୍ମୀପୁର ଖେରୀ ମାମଲାରେ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ବୁଧବାର ସୁପ୍ରିମକୋର୍ଟ ପୁଣି ଥରେ ଯୋଗୀ ସରକାରଙ୍କୁ ତାଗିଦ୍ କରିଛନ୍ତି । ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କ…
ଲକ୍ଷ୍ମୀପୁର ଖେରୀରେ ବଡ ଦୁର୍ଘଟଣା: ଘାଘରା ନଦୀରେ ଓଲଟିଲା ଡଙ୍ଗା, ଭାସିଗଲେ ୧୦ ଜଣ
ଲକ୍ଷ୍ମୀପୁର ଖେରୀ : ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା ମାମଲାରେ ଖୁବ୍ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ପ୍ରବାହିତ ଘାଘରା ନଦୀରେ ଡଙ୍ଗା ଓଲଟି ଯିବାରୁ ୧୦ ଜଣ…