Browsing Category
ଦେଶ ବିଦେଶ
ଚମକୁଛି ସାକ୍ଷୀ-ଧୋନୀଙ୍କ ଘର-ଫାର୍ମ ହାଉସ୍; ଜାଣନ୍ତୁ କଣ ସବୁ ରହିଛି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଲିବ୍ରେଟିମାନଙ୍କ ଅନେକ ସଉକ ରହିଥାଏ । ଆଉ ଏହି ସୌକ ପୂରା କରିବାକୁ ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ସେ ଫିଲ୍ମ ଷ୍ଟାର ହୁଅନ୍ତୁ ବା କ୍ରିକେଟ ତାରକା…
ଅକ୍ସିଜେନ୍ ଅଭାବରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁର ଭିଡିଓ ଭାଇରାଲ: ହସ୍ପିଟାଲ ସିଲ୍
ଲକ୍ଷ୍ନୌ: ଅକ୍ସିଜେନ୍ କାଣ୍ଡ ହୋଇଥିବା ଉତ୍ତରପ୍ରଦେଶ ଆଗ୍ରାର ପାରସ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଅକ୍ସିଜେନ୍ ଅଭାବରୁ ମକଡ୍ରିଲ ସମୟରେ ୨୨ ଆକ୍ରାନ୍ତଙ୍କ…
ଗର୍ଲଫ୍ରେଣ୍ଡକୁ ନକଲି ହୀରା ମୁଦି ଗିଫ୍ଟ କରିଥିଲା ପଳାତକ ଚୋକସି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୩ ହଜାର ୫୦୦ କୋଟି ଟଙ୍କା ଚୁନ ଲଗାଇ ଆଣ୍ଟିଗୁଆ ଫେରାର୍ ହୋଇଥିବା ହୀରା ବେପାରୀ ମେହୁଲ ଚୋକସି ନିଜର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାବରିକାଙ୍କୁ ନକଲି ହୀରା ମୁଦି ଦେଇ…
ସୋନୁ ସୁଦଙ୍କୁ ଜଣାଇବେ ଦୁଃଖ, ପଦଯାତ୍ରାରେ ବାହାରିଛନ୍ତି ତେଲେଙ୍ଗାନାର ଛାତ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ନାହିଁ ଯାହାର, ସାହା ନାହିଁ ତାହାର । ବଡ଼ ଦୁଃଖ ଯନ୍ତ୍ରଣାର ଜୀବନ ଯାହାର ମା’ ନାହିଁ । ସେଭଳି ଛାତ୍ର ଜୀବନରେ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଜଣେ ଯୁବକ ବାପାଙ୍କ ଭରସାରେ…
ପାକିସ୍ତାନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି
ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗତ ସୋମବାର ଦିନ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଘଟଣାକୁ ନେଇ ତୁରନ୍ତ ଯାଞ୍ଚ କରିବାକୁ ବରୋଧୀ ଦଳ ଦାବି କରିଛନ୍ତି । ଏବେବି ୧୦୦ରୁ…
ଆପଲ୍ ଫୋନକୁ ସଜାଡିବାକୁ ଦେଇଥିଲେ ଛାତ୍ରୀ, ହେଲେ ଟେକ୍ନିସିଆନ୍ ମାନେ ଭାଇରାଲ୍ କରିଦେଲେ ତାଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ
ନୂଆଦିଲ୍ଲୀ: ସଜାଡିବା ପାଇଁ ଦିଆଯାଇଥିବା ଆପଲ୍ ଫୋନରୁ ଲିକ୍ ହୋଇଗଲା ବିଦ୍ୟାର୍ଥୀଙ୍କ ଅଶ୍ଲୀଳ ଫାଟୋ ଏବଂ ଭିଡିଓ । ଏବେ ଏହି ମାମଲାରେ ଜୋରିମାନା ଦେବ ଆପଲ୍ କମ୍ପାନୀ । ତେବେ ଏପରି ଏକ ଘଟଣା କାର୍ଲିଫର୍ଣ୍ଣିଆରେ ଘଟିଛି…
ଟିଏମସି ସାଂସଦ ନୁସରତ ଜହାଁ ୬ ମାସର ଗର୍ଭବତୀ , କିନ୍ତୁ ସ୍ୱାମୀ କହିଲେ – ଏ ପିଲା ମୋର ନୁହେଁ…
ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ନୁସରତ ଜହାଁଙ୍କ ବିଷୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ଟିଏମସି ସାଂସଦ ନୁସରତ ଗର୍ଭବତୀ ଥିବା ବେଳେ ସେ ଖୁବଶୀଘ୍ର ମା’…
ଜନ୍ମ ହେବା ମାତ୍ରେ ଜଣାପଡ଼ିଲା ବିନା ପଢ଼ାରେ ପାସ୍! ତେଣୁ ବିନ୍ଦାସ୍… ଶିଶୁର ଫଟୋ #ଭାଇରାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଶୁଣିଥିବେ ଓଡ଼ିଆରେ ଗୋଟିଏ ଋଢ଼ି ଅଛି - ଓଳିଆରୁ ପଡ଼ି ଗଜା । ଅର୍ଥାତ୍ ମୂଳରୁ ହିଁ କେହି ବେଶ୍ ସିଆଣିଆ ଅର୍ଥରେ ଆମେ ଏହି ଋଢ଼ି ବ୍ୟବହାର କରିଥାଉ । ତେବେ ଏକଥା ଆମେ ଏଥିପାଇଁ କହୁଛୁ…
ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରୁ ହଟିଲା କରୋନା କଟକଣା, କେବଳ ରହିବ ରାତ୍ରୀକାଳୀନ କର୍ଫ୍ୟୁ
ଲକ୍ଷ୍ନୌ: ଦେଶରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଉତ୍ତରପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଯାଇଛି ।
ଅତିରିକ୍ତ…
ଏହି ଗାଁକୁ ରାସ୍ତା, ବିଜୁଳି ଓ ମୋବାଇଲ୍ ନେଟୱାର୍କ ନଥାଇ ମଧ୍ୟ ୧୦୦% ଲୋକଙ୍କ ଟିକାକରଣ କରି ଦେଶରେ ହୋଇଛି ପ୍ରଥମ
ଶ୍ରୀନଗର: ଘାତକ ମହାମାରୀ କରୋନାର ସବୁଠାରୁ ବଡ ହତିଆର ଭାବରେ ଟିକାକୁ ବର୍ତ୍ତମାନ ବିତରଣ କରାଯାଉଛି । ତେଣୁ ଏବେ ଦେଶ ତଥା ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି । ସେହିପରି ଟିକାକରଣ ଅଭିଯାନ ଅଧୀନରେ ୪୫…