CHARIDHAM
Browsing Category

ଦେଶ ବିଦେଶ

ଡ୍ରଗ୍ସ ନିଶାରେ ନିଜ ମା’କୁ ଦୁଷ୍କର୍ମ କଲା ନାବାଳକ ପୁଅ

ମାଦ୍ରିଦ୍: ସ୍ପେନର ଲସ୍ ପାଲମସ୍ ଠାରୁ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନାକୁ ଆସିଛି । ଅସଲରେ ଏଠାରେ ଏକ ୧୬ ବର୍ଷର ନାବାଳକ ନିଜ ମା'କୁ ଦୁଷ୍କର୍ମ କରିଛି । ଏହାପରେ ପୀଡ଼ିତା ମା' ନିଜେ ପୁଲିସ୍ କୁ ଫୋନ୍ କରି ପୁଅର…

ଭାରତ He ନା She ? ମିଲଖାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ଵିଟରେ ଜେଣ୍ଡର ବଦଳାଇ ଦେଲେ ରାହୁଲ!

ନୂଆଦିଲ୍ଲୀ : ଦେଶର ମହାନ ଆଥଲେଟ୍ ମିଲଖା ସିଂହଙ୍କ ଶୁକ୍ରବାର ବିଳମ୍ଵିତ ରାତ୍ରିରେ କରୋନରେ ପରଲୋକ ଘଟିଛି। ସମଗ୍ର ଦେଶ ମିଲଖାଙ୍କ ନିଧନରେ ଶୋକ ପ୍ରକଟ୍ କରି ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।…

ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ ।…

ଉତ୍ତର କୋରିଆରେ ଉତ୍କଟ ଖାଦ୍ୟ ସଂକଟ; ମାନିଲେ କିମ୍

ନୂଆଦିଲ୍ଲୀ: ଏକ ପ୍ରମୁଖ ଶାସକ ଦଳର ବୈଠକ ଶେଷ ହେବା ପରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଦେଶରେ ଖାଦ୍ୟ ଅଭାବକୁ ସ୍ୱୀକାର କରିଛନ୍ତି। ଏହା ସହ ସେ ଦେଶର ଏଭଳି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ…

କଶ୍ମୀରରେ ହେବ  ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା  ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ…

କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ…

ନେପାଳ ବନ୍ୟା ଓ ଭୂ-ସ୍ଖଳନ ନେଲାଣି ୧୬ ଜୀବନ, ୨୨ ନିଖୋଜ

କାଠମାଣ୍ଡୁ: ନେପାଳରେ ଏକ ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ସେଠାରେ ଭୂ-ସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା କାରଣରୁ ନେପାଳରେ ଏପର୍ଯ୍ୟନ୍ତ ୧୬ଜଣ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ…

ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…

ଅନଲକ୍ ପ୍ରକ୍ରିୟାରେ ଲାଗୁ ହେବ 3T+V, ଜାଣନ୍ତୁ କଣ ଏହି ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ସଙ୍କଟ ଥମିନଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ସରକାରଙ୍କୁ ଚେତାଇବା…

ଡ୍ରୋନରେ ଖାଦ୍ୟ ବିତରଣ କରିବ Swiggy ; ମିଳିଲା ଅନୁମତି

ନୂଆଦିଲ୍ଲୀ: ଫୁଡ୍ ଟେକ୍ ଷ୍ଟାର୍ଟଅପ୍ ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଆପଣଙ୍କ ଘରକୁ ପହଞ୍ଚାଇବ ଖାଦ୍ୟ । ଏଥିପାଇଁ କମ୍ପାନି ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ କିଛି ସପ୍ତାହ ପାଇଁ ଏହି ଏଟା ଏବଂ…