Browsing Category
ଦେଶ ବିଦେଶ
ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ, ୧୧ା୧୨: ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ…
‘ମେକ୍ ଇନ୍ ଇଣ୍ଡିଆ’ରୁ ‘ରେପ୍ ଇନ୍ ଇଣ୍ଡିଆ’ ହେଉଛି ଭାରତ: ଅଧୀର
ନୂଆଦିଲ୍ଲ,୧୦ ।୧୨: ଦେଶରେ ହେଉଥିବା ଗଣଦୁଷ୍କର୍ମକୁ ନେଇ ଆଜି ଲୋକସଭାରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ବିଜେପି ଯେଉଁ ଭାରତକୁ ‘ମେକ୍ ଇନ୍ ଇଣ୍ଡିଆ’ କହୁଛି, ତାହା ‘ରେପ୍ ଇନ୍…
ଓଡିଶା ଆସିବେ ଉପ-ରାଷ୍ଟ୍ରପତି
ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଆସନ୍ତା ୨୭ ତାରିଖରେ ଉପରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି । ଓଡିଶା ଗସ୍ତରେ ଆସି ବଲାଙ୍ଗୀରର ରାଜେନ୍ଦ୍ର…
ନିର୍ଭୟା ମାମଲା: ତିହାର ଜେଲକୁ ଗଲା ବିନୟ, ୧୬ରେ ହୋଇପାରେ ଫାଶୀ!
ନୂଆଦିଲ୍ଲୀ,୧୦ ।୧୨: ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲକୁ ସ୍ଥାନାନ୍ତରିତ ହୋଇଛି । ମଣ୍ଡୋଲି ଜେଲରେ ଥିବା ବିନୟକୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ତିହାର ଜେଲରେ…
ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର
ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ…
ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ
ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ…
ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି…
କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସିଦ୍ଧରମୈୟା
କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଥିରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଦଳର…
ନାଗରିକତା ସଂଶୋଧନ ବିଲ୍ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍
ନୂଆଦିଲ୍ଲୀ, ୯ା୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଥିଲେ । ନାଗରିକତା ସଂଶୋଧନ ବିଲ ଉପସ୍ଥାପନ ହେବା ନେଇ ସଂସଦରେ ଭୋଟିଂ ହୋଇଥିଲା । …
ଆସନ୍ତା ୧୫ରେ ଦେଶରେ ପହଞ୍ଚିବ ବିଦେଶୀ ପିଆଜ
ନୂଆଦିଲ୍ଲୀ,୯ା୧୨: ରାଜ୍ୟ ହେଉ କିମ୍ବା ଦେଶ ସବୁଠି ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ପିଆଜ କାଟିଲେ ନୁହେଁ ବରଂ ବଜାରରୁ ପିଆଜ କିଣିବା ବେଳେ ଆଖିରୁ ଲୁହ ବୋହୁଛି । ଏହାରି ମଧ୍ୟରେ…