CHARIDHAM
Browsing Category

ଦେଶ

Champions Trophy-2025 ପାଇଁ ନୂଆ ପ୍ଲାନ୍ କରୁଛି BCCI? ଟିମ ଇଣ୍ଡିଆ ସହ ପାକିସ୍ତାନ ଯିବ ସୁରକ୍ଷା ବଳ!

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନରେ ଆୟୋଜିତ ହେବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ତେଣୁ ପାକିସ୍ତାନ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ତେବେ…

ବିନା ବ୍ୟାଙ୍କ ଆକାଉଣ୍ଟରେ କରିପାରିବେ ପେମେଣ୍ଟ ! Google Pay ଲଞ୍ଚ୍ କଲା ୬ଟି ନୂଆ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଘରେ ବସି ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ…

ଓଭର ସ୍ପୀଡ୍ ପାଇଁ ଫସିଲେ ମନ୍ତ୍ରୀ, କଟିଲା ଚାଲାଣ… ଜାଣନ୍ତୁ କେତେ ଟଙ୍କା ଦେବେ ଜରିମାନା

ପାଟନା: ଟ୍ରାଫିକ୍ ନିୟମ ସମସ୍ତଙ୍କ ପାଇଁ ସମାନ । ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ହାଇ ସ୍ପୀଡରେ ଗାଡ଼ି ଚଲାଇବା ମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଟୋଲ୍…

ସୋସିଆଲ ମିଡିଆରେ ମାସିକ କେତେ ଖର୍ଚ୍ଚ କରିଥାନ୍ତି ସିଦ୍ଧରମୈୟା ? ଆରଟିଆଇରୁ ହେଲା ବଡ଼ ଖୁଲାସା

ବେଙ୍ଗାଲୁରୁ: ମୈସୂର ଶହରି ବିକାଶ ପ୍ରାଧିକରଣ(MUDA) ଜମି ଆବଣ୍ଟନ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ଥମିବାର ନାଁ ଧରୁନି । ଏହି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ଆଇନଗତ…

Googleର ନିୟମରେ ପରିବର୍ତ୍ତନ: ମୋବାଇଲ ୟୁଜର୍ସ କରିନିଅନ୍ତୁ ଏହି କାମ, ନଚେତ୍ ହେବ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ମୋବାଇଲ ୟୁଜର ମାନଙ୍କ ପାଇଁ ନୂଆ ମାସରେ ଏକ ବଡ଼ ପରିବର୍ତ୍ତନ ଆଣିଛି ଗୁଗଲ । ଅନଲାଇନ କାର୍ଯ୍ୟ ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୁଗଲ ଏବଂ ଆଧାର ୟୁଜରମାନଙ୍କ ଉପରେ ଏହି ନୂଆ…

ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪: ପ୍ରୀତି ପାଲ ରଚିଲେ ଇତିହାସ, ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତି ଭାରତକୁ ଦେଲେ ୬ଷ୍ଠ ପଦକ

ନୂଆଦିଲ୍ଲୀ: ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି । ପାରା ଅଲିମ୍ପିକ୍ସରେ ଟ୍ରାକ୍…

ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪: ଭାରତକୁ ୭ମ ପଦକ ଦେଲେ ନିଶାଦ କୁମାର, ହାଇ ଜମ୍ପରେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ରବିବାର ଭାରତର ଷ୍ଟାର ଏଥଲିଟ୍ ନିଶାଦ କୁମାର ଫ୍ୟାରିସ୍ ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ପୁରୁଷ ହାଇ ଜମ୍ପ୍‌(T47)ରେ ୨.୦୪ ମିଟରର ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।…

ସେପ୍ଟେମ୍ବର ୨ରେ ସମସ୍ତ ସ୍କୁଲ-କଲେଜ ବନ୍ଦ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି ନେଲେ ୨ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖ (ସୋମବାର) ଦିନ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି…

କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ: ସେପ୍ଟେମ୍ବର ୬ରେ ରିଲିଜ୍ ହେବନି ଫିଲ୍ମ

ନୂଆଦିଲ୍ଲୀ: ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି…

(Video) ସୁପ୍ରିମକୋର୍ଟ ପାଳନ କରୁଛି ୭୫ତମ ପ୍ରତିଷ୍ଠା ଦିବସ: ରାଷ୍ଟ୍ରପତି ଜାରି କଲେ ନୂଆ ପତାକା ସହ ନୂଆ ଚିହ୍ନ

ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ ତି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ…