Browsing Category

ଦେଶ

ବର୍ଷା ଯୋଗୁଁ ବିଧାନସଭାରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି; ଅନ୍ୟ ଗେଟ୍ ଦେଇ ଗଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ବର୍ଷା ଦାଉରୁ ଟିକିଏ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବିଧାନସଭାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…

ସ୍କୁଲକୁ ବନ୍ଧୁକ ଆଣି ଗୁଳି ଲୁଚାଇଲେ ନର୍ସରୀ ଛାତ୍ର; ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

ପାଟନା: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନର୍ସରୀ କ୍ଲାସରେ ପଢୁଥିବା ଜଣେ ଛାତ୍ର ସ୍କୁଲ ବ୍ୟାଗରୁ ପିସ୍ତଲ ବାହାର କରି ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରକୁ ଗୁଳି କରିଛି । ଗୁଳିଟି ପିଲାଟିର…

ଅଗଷ୍ଟ ପହିଲାରୁ ବଦଳିଯିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ Google Mapsରେ ବି ପରିବର୍ତ୍ତନ!

ଓଡ଼ିଶା ଭାସ୍କର: ଆଜି ଜୁଲାଇ ମାର ଶେଷ ଦିନ, ଆସନ୍ତାକାଲି ଠାରୁ ଆରମ୍ଭ ହେବ ବର୍ଷର ଅଷ୍ଟମ ମାସ ଅଗଷ୍ଟ । ତେବେ ନୂଆ ମାସ ସାଙ୍ଗକୁ ଅନେକ ଜିନିଷରେ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ…

ପୂଜା ଖେଡକରଙ୍କ ଉପରେ UPSCର ବଡ଼ କାର୍ଯ୍ୟାନୁଷ୍ଠାନ; ନିଯୁକ୍ତି ଓ ପରୀକ୍ଷା ଦେବା ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିବାଦଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ୟୁପିଏସସି । ଏବେ ସେ ଆଇଏଏସ୍ ହେବେ ନାହିଁ। ୟୁପିଏସସି ପୂଜା ଖେଡକରଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ…

ଦେଶରେ ପ୍ରଥମ Mobile Calling କରିଥିଲେ ଏହି ବ୍ୟକ୍ତି… Nokia ଥିଲା ପ୍ରଥମ ଫୋନ୍

ଓଡ଼ିଶା ଭାସ୍କର: ଆଜି ଜୁଲାଇ ୩୧ ତାରିଖ, ଭାରତ ପାଇଁ ଏକ ଖାସ୍ ଦିନ । କାରଣ ବିକାଶର ଆଉ ଏକ ନୂଆ ଅଧ୍ୟାୟ ମଧ୍ୟ ସାମିଲ ହୋଇଥିଲା । ଗୋଟିଏ ଜାଗାରେ ରହି ଅନ୍ୟ ଏକ ସ୍ଥାନରେ ଥିବା ସାଙ୍ଗ-ସାଥୀଙ୍କ ସହ ମୋବାଇଲ ଫୋନ୍ ଯୋଗେ…

ପ୍ୟାରିସ୍ ଅଲିମ୍ପିକ୍ସ: ବିଶ୍ୱର ଚତୁର୍ଥ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଲେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ : ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଜୋନାଟନ୍ କ୍ରିଷ୍ଟିଙ୍କୁ ୨୧-୧୮, ୨୧-୧୨ରେ ପରାସ୍ତ କରି ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛନ୍ତି । ବିଡବ୍ଲ୍ୟୁଏଫ୍…

ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରୁ GST ହଟାଇବା ଦାବି, ଅର୍ଥମନ୍ତ୍ରୀଙ୍କୁ ଚିଠିି ଲେଖିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି…

ୱାୟନାଡ ଭୂସ୍ଖଳନ ପାଇଁ ଆରବ ସାଗର ଦାୟୀ! ବର୍ଦ୍ଧିତ ତାପମାତ୍ରା ଆଣିଦେଲା ଘୋର ବିପଦ, ବୈଜ୍ଞାନିକମାନେ ଭୟାବହତା ପ୍ରତି କଲେ….

ଓଡିଶା ଭାସ୍କର: କେରଳର ୱାୟନାଡରେ ହୋଇଥିବା ଭୂସ୍ଖଳନ ସେଠାର ତାଣ୍ଡବର ଲୀଳା ଲଙ୍ଘି ସାରିଛି । ଏହି ଘଟଣା କେଇ ମିନିଟ ମଧ୍ୟରେ ଦେଶକୁ ସ୍ତବ୍ଧ କରି ଦେଇଛି । ଆକଳନ ଅନୁସାରେ, ପ୍ରାୟ ୧୬୩ ରୁ ଊର୍ଦ୍ଧ୍ୱ ଲୋକ ଏଥିରେ…

କେରଳରୁ ଆସିଲା ଦୁଃଖ ଖବର: ୱାୟନାଡରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ମୃତ, ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେରଳରୁ ଆସିଛି ଏକ ବଡ଼ ଦୁଃଖ ଖବର । ୱାୟନାଡରେ ହୋଇଥିବା ଭୂସ୍ଖଳରେ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୫୦ ଟପିଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର…

IND VS SL: ଭାରତ ବିପକ୍ଷ ତୃତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି ହାରି ଶ୍ରୀଲଙ୍କା କଲା ଲଜ୍ଜାଜନକ ରେକର୍ଡ, ସିଂହଳୀ ଦଳ ନାଁରେ ଲାଗିଲା ‘ସର୍ବାଧିକ…

ଓଡିଶା ଭାସ୍କର: ଶ୍ରୀଲଙ୍କାକୁ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି- ଟ୍ୱେଣ୍ଟି ସିରିଜରେ କ୍ଲିନସ୍ୱିପର ସାମ୍ନା କରିବାକୁ ପଡିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଲଗାତାର ଭାବରେ ୩ ଟି ମ୍ୟାଚ…