Browsing Category
ଦେଶ
IPL ଖେଳିବାକୁ ଯାଉଛନ୍ତି ପ୍ରଥମ ଆଦିବାସୀ କ୍ରିକେଟର ରବିନ ମିଞ୍ଜ: ଜାଣନ୍ତୁ, କେତେ ଟଙ୍କାରେ ସେ ହୋଇଥିଲେ ନିଲାମ
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)। ଏଥିପାଇଁ ମ୍ୟାଚ୍ ସୂଚୀ ମଧ୍ୟ ଆଜି ପ୍ରକାଶ ପାଇଛି। ତେବେ ଖେଳାଯିବାକୁ ଥିବା ଏହି ଆଇପିଏଲରେ ପ୍ରଥମ ଥର…
ଏକ ଆଧୁନିକ ମିଡିଆ ପରିଦୃଶ୍ୟ ପାଇଁ ପରିବର୍ତ୍ତନକାରୀ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଜାଣନ୍ତୁ କ’ଣ ମିଳିବ…
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ୪ ଟି ରୂପାନ୍ତରଣକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଯାହା ଭାରତର ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଖବରକାଗଜ ପ୍ରକାଶକ ଏବଂ…
ପୁଣି ବଢ଼ିଲା ବୁଲା କୁକୁରଙ୍କ ଆତଙ୍କ; ୭ ବର୍ଷର ନିରୀହ ଶିଶୁକୁ ଝୁଣିଝୁଣି ମାରିଦେଲେ
ମୁଜାଫରନଗର: ୟୁପିର ମୁଜାଫରନଗରରେ ଜଣେ ଶିଶୁର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କିଛି ବୁଲା କୁକୁର ଜଣେ ୭ବର୍ଷର ନିରୀହ ଶିଶୁକୁ କାମୁଡ଼ି ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାରେ ପ୍ରାଣ…
ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଜୀବନ ପ୍ରତି ରହିଛି ବିପଦ, ମିଳିଲା Z+ସୁରକ୍ଷା
ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଲୋକସଭା ନିର୍ବାଚନ ୨୦୨୪ର ତାରିଖ କେଉଁ ସମୟରେ ବି ଘୋଷଣା ହୋଇପାରେ । ବିଜେପି, କଂଗ୍ରେସ ସହିତ ସମସ୍ତ ରାଜନୈତିକ ଦଳର ନେତା ଏହି ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି…
ଦାରୁଲ ଉଲୁମ ଦେଓବନ୍ଦ ପ୍ରସଙ୍ଗ; ‘ଗଜୱା-ଏ-ହିନ୍ଦର ଆଇଡିଆର ବୈଧତା’ ଦେଉଛି ଫତୱା
ସାହାରନପୁର: ଉତ୍ତର ପ୍ରଦେଶର ସାହାରନପୁରରେ ଦେଶର ସର୍ବବୃହତ ଇସଲାମିକ ଅନୁଷ୍ଠାନ ଗଜୱା-ଏ-ହିନ୍ଦ (ଭାରତ ଉପରେ ଆକ୍ରମଣ) ଦାରୁଲ ଉଲୁମ ଦେଓବନ୍ଦକୁ ସ୍ୱୀକୃତି ଦେଉଥିବା ଫତୱା ପୁଣି ଥରେ ଘେରାଉ ହୋଇଛି। ଇସଲାମିକ…
ଆସିଲା IPL ମ୍ୟାଚ୍ ସୂଚୀ, ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖେଳ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ୧୭ ତମ ସଂସ୍କରଣ ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ମ୍ୟାଚର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ…
ଅମିତାଭ ବଚ୍ଚନ କଲେ ରହସ୍ୟମୟ ପୋଷ୍ଟ, ଫ୍ୟାନ୍ସ କହିଲେ ରାହୁଲଙ୍କ କମେଣ୍ଟର ଦେଲେ ଏପରି ପ୍ରତିକ୍ରିୟା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ସମୟରେ ନିଜ ବୟାନ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ବହୁ ସମୟରେ ସେ ନିଜ ଭାଷଣରେ ବଲିଉଡ୍ ସେଲିବ୍ରିଟିଙ୍କୁ ବି ଟାର୍ଗେଟ୍ କରିଥାନ୍ତି । ମଙ୍ଗଳବାର…
ପୃଥିବୀ ଆଡକୁ ମାଡିଆସୁଛି ଆଉ ଏକ ସାଟେଲାଇଟ୍, ମହାକାଶ ଜଗତରୁ ଆସିଲା ବଡ଼ ଖବର
ଓଡ଼ିଶା ଭାସ୍କର: ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର। ପୃଥିବୀ ଆଡକୁ ମାଡିଆସୁଛି ERS-2 ନାମକ ଏକ ସାଟେଲାଇଟ୍ । ଏହା ଆଉ କିଛି ସମୟ ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଏନେଇ ବୈଜ୍ଞାନିକମାନେ ସତର୍କ…
ଗୁଲ୍ମାର୍ଗରେ ଭୀଷଣ ହିମସ୍ଖଳନ: ଜଣେ ବିଦେଶୀଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ
ଜାମ୍ମୁ: ଜାମ୍ମୁ କାଶ୍ମୀର ଗୁଲମାର୍ଗରେ ଗୁରୁବାର ଭୀଷଣ ହିମସ୍ଖଳନ ଘଟିଛି । ଏହି ହିମସ୍ଖଳନ ଫଳରେ ଜଣେ ବିଦେଶୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ କୁହାଯାଇଛି କି ୩ ଜଣ…
ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ
ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…