
Browsing Category
ଦେଶ
ଅଗଷ୍ଟ ୧ରୁ ମାଗଣାରେ ମିଳିବ ବିଜୁଳି, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଏଣିକି ମାଗଣାରେ ମିଳିବ ବିଜୁଳି। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ଶସ୍ତା ଦରରେ…
ସରକାର କରୁଛନ୍ତି ବଡ଼ ଯୋଜନା, ଏଣିକି ଏକାଥରେ ଉଠେଇ ହେବ ପୁରା EPF ଟଙ୍କା!
ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ EPF ଆକାଉଣ୍ଟଧାରୀମାନେ ପ୍ରତି 10 ବର୍ଷରେ ସେମାନଙ୍କର ଜମାର ଏକ ବଡ଼ ଅଂଶ କିମ୍ବା…
ସ୍ଥଗିତ ହେଲା ଅମରନାଥ ଯାତ୍ରା; ଭୂସ୍ଖଳନ ଯୋଗୁଁ ଜଣେ ମୃତ, ୧୦ ତୀର୍ଥଯାତ୍ରୀ ଆହତ
ଜମ୍ମୁ-କାଶ୍ମୀର: ସ୍ଥଗିତ ହେଲା ଅମରନାଥ ଯାତ୍ରା । ଯାତ୍ରା ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ବାଲଟାଲ ମାର୍ଗରେ ଭୂସ୍ଖଳନରେ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ…
ମୋବାଇଲ ଏବଂ ବ୍ୟାଙ୍କ ପାସୱାର୍ଡ ପାଇଁ ସ୍ତ୍ରୀକୁ ବାଧ୍ୟ କରିପାରିବେନି ସ୍ୱାମୀ, ହାଇକୋର୍ଟ ଜଜଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପରେ ପତ୍ନୀଙ୍କ ମୋବାଇଲ୍ ଫୋନ୍ର କଲ୍ ଡିଟେଲ୍ ଏବଂ ସିଡିଆର୍ ମାଗିବା ପାଇଁ ସ୍ୱାମୀଙ୍କ ଦ୍ୱାରା ଦାୟର ଆବେଦନକୁ ଛତିଶଗଡ଼ ହାଇକୋର୍ଟ ଖାରଜ କରିଛନ୍ତି।
ଏହା ସହିତ,…
ଗୁରୁବାର ଏତିକି ସମୟ ପର୍ଯ୍ୟନ୍ତ ରହିବ ସୁକର୍ମ ଯୋଗ; ଜାଣନ୍ତୁ ଶୁଭ ସମୟ ଏବଂ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟ
ଓଡ଼ିଶା ଭାସ୍କର: ୧୭ ଜୁଲାଇ ୨୦୨୫ ପଞ୍ଚାଙ୍ଗ । ୧୭ ଜୁଲାଇ ଶ୍ରାବଣ କୃଷ୍ଣ ପକ୍ଷ ଏବଂ ଗୁରୁବାରର ସପ୍ତମୀ ତିଥି। ଆଜି ସନ୍ଧ୍ୟା ୭:୧୦ ପର୍ଯ୍ୟନ୍ତ ରହିବ ସପ୍ତମୀ ତିଥି। ଆଜି ସକାଳ ୯:୨୯ ରୁ ଆସନ୍ତାକାଲି ସକାଳ ୬:୪୮…
ଦିଲ୍ଲୀରୁ ଗୋଆ ଯାଉଥିଲା ବିମାନ, ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଆଉ ତା’ ପରେ…
ନୂଆଦିଲ୍ଲୀ,୧୬ା୭: ପୁଣି ଏକ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନଟି ମୁମ୍ବାଇରେ ଜରୁରୀ ଅବତରଣ କରିଛି । ସୂତ୍ର ଅନୁଯାୟୀ, ଏହି ବିମାନର ଅବତରଣ ସମୟ ଆଜି ରାତି…
ଅନ୍ତଃବସ୍ତ୍ରର ଇଲାଷ୍ଟିକରେ ଫାଶୀ ଦେଲେ ଜେଲରେ ଥିବା କଏଦୀ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ନାଗପୁର: ଜେଲରେ ଆତ୍ମହତ୍ୟା କଲେ କଏଦୀ। ନିଜ ପିନ୍ଧା ଲୁଗାର ଇଲାଷ୍ଟିକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି କଏଦୀ ଜଣକ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
କଏଦୀଙ୍କ ଫାଶୀ: ଘଟଣାଟି ହେଉଛି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ଗୀତାପାଠ ବାଧ୍ୟତାମୂଳକ, ଖୁବଶୀଘ୍ର ଆସିବ ଗାଇଡଲାଇନ୍
ଡେରାଡୁନ୍,୧୬ା୭ ଉତ୍ତରାଖଣ୍ଡ ସରକାର ରାଜ୍ୟର ସ୍କୁଲଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସମସ୍ତ ସ୍କୁଲରେ ପ୍ରାର୍ଥନା ସଭା ସମୟରେ ଭଗବଦ୍ ଗୀତାର ଶ୍ଳୋକ ପାଠ କରିବା ବାଧ୍ୟତାମୂଳକ ହେବ।…
“ମତେ କ୍ଷମା କର ବାବା-ମାମା, ମୁଁ ଆଉ ସହିପାରିବିନି, ବାଏ” ଆତ୍ମହତ୍ୟା ପୂର୍ବରୁ ଛାତ୍ରଙ୍କ କୋହଭରା ସୁଇସାଇଡ୍ ନୋଟ୍
ମହାରାଷ୍ଟ୍ର: ମତେ କ୍ଷମା କର ବାବା,ମାମା। ମୁଁ ଆଉ ସହି ପାରୁନି। ତେଣୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଉଛି। ପୁଣି ଏକ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା ପୂର୍ବର କୋହ ଭରା ସୁଇସାଇଡ୍ ନୋଟ୍ ଭାଇରାଲ୍ ହେବାରେ ଲାଗିଛି।…
ସିନ୍ଥିରେ ଥିଲା ଆଉ କାହାର ସିନ୍ଦୂର, ଦୁଇ ପିଲାର ମାଆ କଲା ଏପରି, ଦେଖି ଉଡ଼ିଗଲା ସ୍ବାମୀର ହୋସ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ସହରରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଦୁଇ ପିଲାର ମାଆ, ତାଙ୍କଠାରୁ 20 ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଇ ତାଙ୍କୁ ବିବାହ କରିଛନ୍ତି । ଯେତେବେଳେ ସ୍ୱାମୀ ଏହା…