
Browsing Category
ଦେଶ
ରହସ୍ୟମୟୀ କୁଣ୍ଡ: ସ୍ନାନ କଲେ ମିଳେ ସବୁ ରୋଗରୁ ମୁକ୍ତି, ଭଗବାନ ଶ୍ରୀକୃଷ୍ଣ ଏଠି କରିଥିଲେ ରୁଦ୍ରାଭିଷେକ
ଲକ୍ଷ୍ନୌ: ଉତ୍ତପ୍ରଦେଶର ସମ୍ଭଲ ସହର ଇତିହାସ ଏବଂ ବିଶ୍ୱାସର ଭୂମି ଭାବରେ ପ୍ରସିଦ୍ଧ। ଏହି ସହରର ରାସ୍ତାର ପ୍ରତ୍ୟେକ ମୋଡ଼ରେ କିଛି ଐତିହାସିକ କାହାଣୀ ଲୁଚି ରହିଛି। ଏହି ଐତିହାସିକ ଐତିହ୍ୟ ମଧ୍ୟରୁ ଏକ ପ୍ରମୁଖ ସ୍ଥାନ…
ଫ୍ରି ରାସନ ହୋଇପାରେ ବନ୍ଦ; ଶୀଘ୍ର କରି ଦିଅନ୍ତୁ ଏହି କାମ, ମୋଦୀ ସରକାର ଜାରି କଲେ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଏବେ ଭାରତର ଜନସଂଖ୍ୟା 140 କୋଟିରୁ ଅଧିକ। ଆଜି ମଧ୍ୟ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇଥର ଖାଇବାକୁ ପାଉନାହାଁନ୍ତି । ଭାରତ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବା National Food…
ଧର୍ମ ପରିବର୍ତ୍ତନ କରିବାକୁ ହିନ୍ଦୁ ମହିଳା ଓ ନାବାଳକଙ୍କୁ ଉସକାଇବା ଛାଙ୍ଗୁର ବାବାକୁ ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନର ମାଷ୍ଟରମାଇଣ୍ଡ ଜଲାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଛାଙ୍ଗୁର ବାବାଙ୍କ ଘନିଷ୍ଠ ସହଯୋଗୀ ନୀତୁଙ୍କୁ ମଧ୍ୟ ରିମାଣ୍ଡରେ ନନେଇ ଜେଲକୁ ପଠାଇଦିଆଯାଇଛି।…
ସଂସଦ କ୍ୟାଣ୍ଟିନରେ ବଦଳିଲା ମେନୁ ଚାର୍ଟ, ଖାଇବା ଜାଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ: ବଦଳିଲା ସଂସଦର କ୍ୟାଣ୍ଟିନ୍ ମେନୁ ଚାର୍ଟ। ଏଣିକି ସଂସଦରେ ପରସା ଯିବ ସ୍ୱାସ୍ଥ୍ୟକର ଖାଦ୍ୟ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାରା ଦେଶର କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକରେ ସୁସ୍ଥ ଖାଦ୍ୟକୁ…
ପାର୍ବଣ ଋତୁରେ ଆସିବ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି, ଜାଣନ୍ତୁ କେଉଁଠାରେ ରହିବ ଅଧିକ ସୁଯୋଗ…
ନୂଆଦିଲ୍ଲୀ: ଏହି ବର୍ଷ ପାର୍ବଣ ଋତୁରେ ଆସିବ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ । Adecco India ରିପୋର୍ଟ ଅନୁଯାୟୀ ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ୨.୧୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ଏହା ଗତ…
(Video) ବାହାଘର ପରେ ତଣ୍ଟିଆ ଖାଇ ବିଦା ହେଲା ଭଉଣୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
ଓଡିଶା ଭାସ୍କର: ବିବାହ ଏପରି ଏକ ମୁହୂର୍ତ୍ତ ଯେଉଁଠାରେ ହସ, ଲୁହ ଆବେଗର ମିଶ୍ରଣ ଦେଖିବାକୁ ମିଳେ । ବିବାହ ବିଦାୟୀ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଭିଡିଓରେ କନ୍ୟା ଚିତ୍କାର କରି…
ଏଣିକି ସ୍କୁଲରେ ଲାଗିବ ‘ଅଏଲ୍ ବୋର୍ଡ’,ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ CBSEର ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: CBSEର ବଡ଼ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଢୁଥିବା ମୋଟାପଣ…
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ରେ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୧୬ା୭: କେନ୍ଦ୍ର କ୍ୟାବିନେଟ୍ ୩୬ଟି ଯୋଜନାକୁ ମିଶ୍ରଣ କରି ପ୍ରତିବର୍ଷ ୨୪୦୦୦ ଟଙ୍କା ବ୍ୟୟବରାଦ ସହିତ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…
ଟେଷ୍ଟ ଟିମକୁ କମବ୍ୟାକ କରିବେ କିଙ୍ଗ କୋହଲି, ଭେଟେରାନଙ୍କ ଅପିଲ ପରେ ଚର୍ଚ୍ଚା
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ପରାଜୟ ପରେ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅବସର ନେଇ ବଡ଼ ବୟାନ ଆସିବା ଆରମ୍ଭ ହୋଇଛି। ଲର୍ଡସରେ ପରାଜୟ ପରେ ଗୋଟିଏ ପଟେ ଗୌତମ ଗମ୍ଭୀର, ଶୁଭମନ ଗିଲ…
ବିବାହ ବେଳେ ଏହା କଲେ… ରାଜସ୍ଥାନ ପୋଲିସ୍ ଦେବ ଏହି ସୁବିଧା
ରାଜସ୍ଥାନ: ନିଶା ପାଇଁ ଦେଶରେ ଅନେକ ଲୋକଙ୍କ ଜୀବନ ଯାଉଛି। ଅନେକ ପରିବାର ଛାରଖାର ହୋଇଯାଉଛି। ହେଲେ ନିଶା ସେବନ କମିବା ପରିବେର୍ତ୍ତ ବଢ଼ିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଯୋଦ୍ଧପୁର ପୋଲିସ ପକ୍ଷରୁ ବଡ଼…