Browsing Category
ଦେଶ
ଏହି ମୁସଲିମ୍ ଦେଶର ବଡ଼ ଘୋଷଣା, ବକ୍ରି ଇଦରେ ହେବନି ଜୀବ ହତ୍ୟା
ନୂଆଦିଲ୍ଲୀ: ଆଗକୁ ଆସୁଛି ଇଦ-ଅଲ- ଅଜହା ଅର୍ଥାତ୍ ବକ୍ରି ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ । ସାରା ବିଶ୍ୱରେ ଚଳିତମାସ 6 ଓ 7 ତାରିଖରେ ଏହି ବକ୍ରି ଇଦ୍ ପାଳନ ହେବାକୁ ଯାଉଛି । କୋରାନ ମୁତାବିକ ଏହି…
(Video) ମେ’ରେ ବାହାହେଲେ ଖାନ୍ ସାର ଜୁନରେ ଦେଲେ ଭୋଜି, ଅତିଥିଙ୍କ ଆଗରେ ତେଜସ୍ୱୀଙ୍କୁ କଲେ ଥଟା
ପାଟନା: ଗୋପନୀୟ ବିବାହ କରିବା ପରେ ବିହାରର ବହୁଚର୍ଚ୍ଚିତ ଖାନ୍ ସାର ଗତକାଲି ଦେଇଛନ୍ତି ଭୋଜି । ମେ’ରେ ବାହାହେବା ପରେ ଜୁନ୍ ୨ ତାରିଖରେ ରିସେପ୍ସନ ଭୋଜି ଦେଇଛନ୍ତି ଖାନ୍ ସାର ।
ବିହାରର ବହୁ ନେତା…
ବ୍ୟାପୁଛି କରୋନା, ୪୦୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫ ମୃତ୍ୟୁ, ହୋଇପାରେ ଲକଡଉନ୍ !
ନୂଆଦିଲ୍ଲୀ: ଭାରତରେ ପୁଣି ବେକାବୁ ହେଲାଣି ମହାମାରି କରୋନା। ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି କରୋନା ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରି ପୁଣି ୫ ଜଣଙ୍କ ମୁଣ୍ଡ ନେଇଛି। ଏହାସହ ୪୦୦୦ ପାର୍ କରିଛି ସକ୍ରିୟ…
ସାବଧାନ! RBI, SBI ନାଁରେ ZERO ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଠକେଇରୁ ବଞ୍ଚିବେ କେମିତି
ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ନୂଆ କୌଶଳ ବାହାରିଲାଣି । ଏବେ RBI ଭଏସ୍ କଲ୍ ଏବଂ SBI ରିୱାର୍ଡ ପଏଣ୍ଟ ମାଧ୍ୟମରେ ଠକେଇର ନୂତନ ପଦ୍ଧତି ଉଦ୍ଭାବନ କରାଯାଇଛି। ସାଇବର ଠକମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନାମରେ…
ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର, କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଶିଷ ଠାକରେ
ନୂଆଦିଲ୍ଲୀ: ଡେପୁଟେସନରେ ଆଶିଷ ଠାକରେ। ପୁଣି ଦିଲ୍ଲୀ ଗଲେ ଆଉ ଜଣେ IAS ଅଫିସର। ସରକାର ବଦଳିବା ପରେ ଅନେକ IAS ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି।
ଠିକ୍ ସେହପରି ଏବେ ଆଉ ଜଣେ IAS ଅଫିସର। କେନ୍ଦ୍ରୀୟ…
ଆଜି ଜାତୀୟ ଅଣ୍ଡା ଦିବସ, ହେଲେ ଅଣ୍ଡା ଆମିଷ ନୁହେଁ କ୍ଷୀର ପରି ସୁଦ୍ଧ ନିରାମିଷ !
ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍ ୩ ତାରିଖକୁ ଜାତୀୟ ଅଣ୍ଡା ଦିବସ ଭାବେ ପାଳନ କରାଯାଏ। ଅଣ୍ଡାକୁ ସବୁଠାରୁ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ। ସାରା ବିଶ୍ୱରେ ଅଣ୍ଡା ଏକ ମୁଖ୍ୟ ଖାଦ୍ୟ, ଯେଉଁଥିରେ ପ୍ରୋଟିନ୍ ଓ…
‘ଆପଣ କମଲ ହାସନ ନା ଆଉ କିଏ..’, କନ୍ନଡ଼ ଭାଷା ବିବାଦ ପାଇଁ ଅଭିନେତାଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ
ନୂଆଦିଲ୍ଲୀ: ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ କନ୍ନଡ଼-ତାମିଲ ଭାଷାକୁ ନେଇ ଚାଲୁଥିବା ବିବାଦ ମାମଲାରେ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତାର ନାମରେ ଲୋକଙ୍କ…
ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର, ଏହିସବୁ କମ୍ପାନୀ କରିବେ ନିବେଶ !
ନୂଆଦିଲ୍ଲୀ: ଭାରତରେ ତିଆରି ହେବ ଇଲେକ୍ଟ୍ରିକ୍ କାର୍। ଏନେଇ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ କହିଛନ୍ତି ଯେ ମର୍ସିଡିଜ୍ ବେଞ୍ଜ, ସ୍କୋଡା-ଭକ୍ସୱାଗେନ୍, ହୁଣ୍ଡାଇ ଏବଂ କିଆ ସମେତ ଅନେକ…
ବ୍ରହ୍ମୋସ ଠାରୁ ମଧ୍ୟ ତୀବ୍ର ଓ ଘାତକ ମିସାଇଲ ତିଆରି କରିବ ଭାରତ, ଥରାଇ ଦେବ ପାକିସ୍ତାନର ଛାତି
ନୂଆଦିଲ୍ଲୀ: ଭାରତ ଏବେ ବିଶ୍ୱର ସବୁଠାରୁ ତୀବ୍ର ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଓ ଘାତକ ହାଇପରସୋନିକ ମିସାଇଲ ନିର୍ମାଣ କରିବା ପାଇଁ ଯୋଜନା କରୁଛି। ଏହି ନୂଆ ମିସାଇଲ ଭାରତର…
ଭାରତର ଏହି ସହରକୁ ପାକିସ୍ତାନୀ ଶତ୍ରୁମାନେ କରିଛନ୍ତି ନିଜର ବ୍ୟାଙ୍କ: NIAର ବଡ଼ ଖୁଲାସା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ତନାବ ମଧ୍ୟରେ ଜାତୀୟ ତଦନ୍ତା ସଂସ୍ଥା (ଏନଆଇଏ) ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଏନଆଇଏ ଅନୁସାରେ, ପାକିସ୍ତାନୀ ଶତ୍ରୁମାନେ ଭାରତର ପଶ୍ଚିମବଙ୍ଗର ରାଜଧାନୀ…