Browsing Category
ଦେଶ
ଇନଷ୍ଟାଗ୍ରାମରେ ପ୍ରେମ-ଦୁଷ୍କର୍ମ-ଜବରଦସ୍ତି ଗର୍ଭପାତ, ପରେ ମହିଳାଙ୍କୁ ବ୍ଲାକମେଲିଂ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଯୁବକ ଜଣେ ମହିଳାଙ୍କ ସହ ଇନଷ୍ଟାଗ୍ରାମରେ ସାଙ୍ଗହେଲେ ପରେ ଏହି ମହିଳାଙ୍କୁ ଧୋକା ଦେଲେ। ଏନେଇ ମହିଳା ଜଣକ…
ସୋସିଆଲ ମିଡିଆରେ ଟ୍ରୋଲିଂରୁ କେମିତି ବର୍ତ୍ତିବେ, ଝିଅ ନ୍ୟାସା ଦେବଗନକୁ ଏପରି ପରାମର୍ଶ ଦେଉଛନ୍ତି କାଜଲ
ନୂଆଦିଲ୍ଲୀ: କାଜଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ। ସେ ଜଣେ ସଫଳ ଅଭିନେତ୍ରୀ ସହ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ମାଆ ମଧ୍ୟ। ନିଜ କାମ ସହ କାଜଲ ନିଜ ପରିବାରର ଦାୟିତ୍ୱ ବହନ କରିଥାଆନ୍ତି। କାଜଲଙ୍କ ଆଗାମୀ…
ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର
ନୂଆଦିଲ୍ଲୀ: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି । ଝାଡ଼ଖଣ୍ଡ ପାଖ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି ଲଘୁଚାପ । 24 ଘଣ୍ଟାରେ ଉତ୍ତର-ପଶ୍ମିମ ଦିଗରେ ବଢିବା ନେଇ…
ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ, ଦିଲ୍ଲୀରୁ ଲେହ ଯାଉଥିବା ବିମାନରେ 180 ଜଣ ଯାତ୍ରୀ ଥିଲେ
ନୂଆଦିଲ୍ଲୀ:ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଦିଲ୍ଲୀରୁ ଲେହ ଯାଉଥିଲା ଇଣ୍ଡିଗୋ ବିମାନ । ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ । ଉଡ଼ାଣ ଭରିବାର କିଛି ସମୟ ଭିତରେ ଅବତରଣ ।
ଦିଲ୍ଲୀରୁ ଲେହ ଯାଉଥିବା ଏକ…
ଟେଷ୍ଟିଂ ବେଳେ ବ୍ଲାଷ୍ଟ୍ ହେଲା ଏଲନ ମସ୍କଙ୍କ SpaceX Starship ରକେଟ୍, ଦେଖନ୍ତୁ ଭିଡିଓ…
ୱାଶିଂଟନ: ଟେଷ୍ଟିଂ ବେଳେ ବୋମା ଭଳି ଫୁଟିଲା ଏଲନ ମସ୍କଙ୍କ SpaceX Starship ରକେଟ୍ । ଏହି ରକେଟ୍ ମହାକାଶକୁ ଉଡ଼ିବାର ଅନ୍ତିମ ପର୍ଯ୍ୟାୟରେ ଥିଲା, ଯେଉଁଠାରେ ଏହାର ଷ୍ଟେଟିକ ଫାୟାର ଟେଷ୍ଟିଂ କରାଯାଉଥିଲା।
ଏହି…
କିଏ ଏହି ସଞ୍ଜୟ ବର୍ମା, ଯାହାକୁ ସୋନମ ୧୦୦ରୁ ଅଧିକ ଥର କରିଛନ୍ତି କଲ୍, ପୋଲିସର ଆଉ ଏକ ଖୁଲାସା
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସ୍ୱାମୀ ରାଜା ରଘୁଂବଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କର ଆଉ ଏକ ଖୁଲାସା ପୋଲିସ କରିଛି। ସୋନମ ବିବାହ…
୫ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ, ରାଜନୈତିକ ଦଳଗୁଡ଼ିକ ଟାର୍ଗେଟରେ BJP
ନୂଆଦିଲ୍ଲୀ: ୫ ବିଧାନସଭା ଆସନ ପାଇଁ ୪ ରାଜ୍ୟରେ ଆଜି କରାଯାଉଛି ଉପ-ନିର୍ବାଚନ । ରାଜନୈତିକ ଦଳ କଂଗ୍ରେସ, ଆପ୍ , ତୃଣମୂଳ , ସିପିଆଇ (ଏମ୍) ଭାଜପାର ପ୍ରତିଦ୍ୱନ୍ଦୀ କରୁଛନ୍ତି ।
ଏଥିସହ ଏହି ରାଜନୈତିକ ଦଳଗୁଡ଼ିକ…
ଅପରେସନ ସିନ୍ଧୁ: ଇରାନରୁ ଫେରିଲେ 110 ଭାରତୀୟ, 90 ଜଣ କାଶ୍ମୀରୀ ଥିବା ସୂଚନା
ନୂଆଦିଲ୍ଲୀ: ଇରାନରୁ ଭାରତୀୟଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରତୀୟ ଛାତ୍ର । ଇରାନରୁ ଆର୍ମେନିଆର ରାଜଧାନୀ ୟେରେଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି । ଏହି 110 ଜଣ…
Ahmedabad Plane Crash: ବୋଇଂ ଡ୍ରିମଲାଇନରରେ RAT ଚାଲୁ ଥିଲା ତେବେ ଦୁର୍ଘଟଣା କିପରି ଘଟିଲା? ବିଶେଷଜ୍ଞ ଦେଲେ ଉତ୍ତର
ନୂଆଦିଲ୍ଲୀ: ବୋଇଂ ବିମାନରେ ତ୍ରୁଟି ଥିବା ନେଇ ନିରନ୍ତର ରିପୋର୍ଟ ଆସୁଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର ଦୁର୍ଘଟଣା ପରେ, 7 ରୁ 8 ଟି ଏପରି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବୋଇଂ…
ଅଶୁଭ ବୁଧବାର! ସ୍ବିଫ୍ଟ କାର୍-ପିକଅପ ମଧ୍ୟରେ ଧକ୍କା, ଘଟଣାସ୍ଥଳରେ ଉଡିଗଲା 8ଜଣଙ୍କ ପ୍ରାଣବାୟୁ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଣି ଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁଣେର ଜେଜୁରି-ମୋରଗାଓଁ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଆଠ…