Browsing Category
ଦେଶ
ବିଚ୍ ରାସ୍ତାରେ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଭିଡ଼ିଓ ଭାଇରାଲ
ଲଖନଉ: ବିଚ୍ ରାସ୍ତାରେ ଘମାଘୋମ ଝଗଡ଼ା କରୁଥିବା ୨ ଯୁବତୀଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାଞ୍ଚ ପରେ ଜଣାପଡିଛି କି, ଏହି ଭିଡ଼ିଓ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର, ଯେଉଁଥିରେ ଜଣେ ଯୁବତୀ…
ଅମରିନ୍ଦରଙ୍କ ସହିତ ସର୍ମ୍ପକକୁ ନେଇ ଅରୁସା କହିଲେ- ‘ଲଭର ନୁହେଁ କ୍ୟାପଟେନ୍ ମୋ ସୋଲମେଟ୍’
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ମହିଳା ସାମ୍ବାଦିକ ଅରୁସା ଆଲମଙ୍କ ତାଙ୍କ ସମ୍ପର୍କକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି । ସେ ଚଳିତବର୍ଷ ସେପ୍ଟେମ୍ବର ମାସରେ…
୭୦ ବର୍ଷ ବୟସରେ ପ୍ରଥମଥର ପାଇଁ ମା’ ହେଲେ ମହିଳା, ଜାଣନ୍ତୁ କିପରି?
ଅହମ୍ମଦାବାଦ: ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ମାମଲା ଦେଖିବାକୁ ମିଳୁଛି । କିଛି ଘଟଣାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇଥାଏ । ସେହିପରି ଗୁଜରାଟରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି…
ଲଞ୍ଚ ହେଲା ଭାରତର ପ୍ରଥମ ‘Skill Impact Bond’: ନିଯୁକ୍ତି ପାଇବେ ୫୦ ହଜାର ଯୁବକ, ଯୁବତୀ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଭାରତରେ ଦକ୍ଷତା ବିକାଶ ପାଇଁ ‘ଇମ୍ପାକ୍ଟ ବଣ୍ଡ’ ଲଞ୍ଚ କରାଯାଇଛି । ବିଶ୍ୱସ୍ତରୀୟ ପାର୍ଟନରଙ୍କ ସହଯୋଗରେ ଏଥିରେ ପ୍ରାୟ ୧ ହଜାର କୋଟିରୁ ଅଧିକ…
ପେଗାସସ୍ ଗୁଇନ୍ଦାଗିରି ମାମଲା, ଆଜି ସୁପ୍ରିମକୋର୍ଟରେ ରାୟ ଶୁଣାଣି
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍ ଗୁଇନ୍ଦାଗିରି ମାମଲାର ରାୟ ଶୁଣାଣି । ପୋଗାସସ୍ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଆଗତ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏନେଇ କେନ୍ଦ୍ର ସରକାର ଓ…
ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ…
ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ
କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବାଣ ଦୋକାନରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ…
ଆଜି ରାଜ୍ୟ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ନେଇ ହେବ ଆଲୋଚନା
ନୂଆଦିଲ୍ଲୀ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ…
ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଅଭିନ ସାହୁ ଏବଂ ମନୀଷ ରାଜଗଡ଼ିଆଙ୍କୁ ଜାମିନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନ୍ ଜାମିନ ପାଇପାରିନଥିଲେ ମଧ୍ୟ ବମ୍ବେ ହାଇକୋର୍ଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଗିରଫ ହୋଇଥବା ଦୁଇ ଓଡ଼ିଆ ଯୁବକ ଅଭିନ ସାହୁ…
ବୁଧବାର ହେବ ଆର୍ୟନଙ୍କ ଜାମିନ ଶୁଣାଣି
ମୁମ୍ବାଇ: ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି । କାଲି ଦିନ ୨ଟା ୩୦ ରେ ହାଇକୋର୍ଟରେ ଶୁଣାଣି । ଡ୍ରଗ୍ସ ମାମଲାରେ ଏନଡିପିଏସ କୋର୍ଟରୁ ୨ ଜଣଙ୍କୁ ଜାମିନ । ଅଭିନ ସାହୁ ଓ ମନୀଷ ରାଜଗଢ଼ିଆଙ୍କୁ ମିଳିଲା ଜାମିନ…