Browsing Category
ଦେଶ
ବଜେଟରେ ବଡ ଘୋଷଣା କରି ପାରନ୍ତି ସୀତାରମଣ: ଇପିଏଫ୍ ଉପରେ ମିଳିବ ୫ ଲକ୍ଷ ରିହାତି
ନୂଆଦିଲ୍ଳୀ: ଚାକିରିଆଙ୍କ ପାଇଁ ଖୁସି ଖବର । ଇପିଏଫ୍ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ । ପୂର୍ବରୁ ସରକାରୀ ଚାକିରିଆଙ୍କ ପାଇଁ ଏହି…
ପଞ୍ଜାବ ନିର୍ବାଚନ: ଦୁଇଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କେଜ୍ରିଓ୍ଵାଲଙ୍କ ଆକ୍ଷେପ
ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ପ୍ରାର୍ଥୀଙ୍କ ଆଉ ଏକ ତାଲିକା ଜାରି କରିଛି। ୮ ପ୍ରାର୍ଥୀଙ୍କୁ ନେଇ ଜାରି ଏହି ତାଲିକାରେ ସବୁଠୁ ପ୍ରମୁଖ ନାମ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ରହିଛି। ଚନ୍ନିଙ୍କୁ ଭଦୋରା…
ହଜିଛି କି ଚୋରି ହୋଇ ଯାଇଛି ଆପଣଙ୍କ ସ୍ମାର୍ଟ ଫୋନ୍: ତୁରନ୍ତ କରନ୍ତୁ ଏହି ସବୁ କାମ ନଚେତ୍ ଖାଲି ହେଇ ଯିବ ଆକାଉଣ୍ଟ
ନୂଆଦିଲ୍ଳୀ: ଆଜିର ସମୟରେ ସ୍ମାର୍ଟଫୋନ ଦୈନନ୍ଦିନ ଜୀବନରେ ଏକ ପ୍ରମୁଖ ଅଙ୍ଗ ପାଲଟି ଯାଇଛି । ସ୍ମାର୍ଟ ଫୋନରେ ଟିପ ଅଗରେ ହିଁ ଆମକୁ ସମସ୍ତ ସୁବିଧା ମିଳୁଛି । ଆମର ବ୍ୟାଙ୍କିଙ୍ଗ ଡିଟେଲ୍ସ ଠାରୁ ଆରମ୍ଭ କରି ମୋବାଇଲ…
ଆସନ୍ତା କାଲି ବଜେଟ୍ ଅଧିବେଶନ: ଏହି ସବୁ ପ୍ରସଙ୍ଗରେ ହେବ ଆଲୋଚନା
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ଆରମ୍ଭ ବଜେଟ ଅଧିବେଶନ । ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫେବ୍ରୁଆରୀ ୧ରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଆଗତ କରିବେ…
TRAIର ନିର୍ଦ୍ଦେଶ ପରେ ଏବେ କମ୍ପାନୀମାନେ ଲଞ୍ଚ କରିବେ ୩୦ ଦିନିଆ ଭାଲିଡିଟି ପ୍ଲାନ୍: ଜାଣନ୍ତୁ ଏହାଦ୍ୱାରା କିଏ ବେଶୀ ଉପକୃତ ହେବ କମ୍ପାନୀ ନା…
ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ କମ୍ପାନୀମାନଙ୍କୁ ୩୦ ଦିନିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିବାକୁ କୁହାଯାଇଛି । ପୂର୍ବର୍ରୁ ଏନେଇ ଅନେକ ଅଭିଯୋଗ ଟ୍ରାଇ ପାଖରେ କରାଯାଉଥିଲା ।…
ଚଳିତ ବଜେଟ୍ ହେବ ସ୍ପେଶାଲ: ଅର୍ଥମନ୍ତ୍ରୀଙ୍କ ଭାଷଣରେ ଶୁଣିବାକୁ A, B, C, D…..Y, Z ଆଦି ଶବ୍ଦ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଚତୁର୍ଥ ବଜେଟ୍ ଆଗତ କରିବେ । ତେବ ଚଳିତ ବଜେଟ୍ ନିଶ୍ଚିତ ଭାବେ ଖାସ୍ ରହିବ । କାରଣ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ A, B, C,…
Budget 2022: ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଅଜଣା କଥା ବିଷୟରେ
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ଫେବୃଆରୀ ୧ରେ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ। ତାମିଲନାଡୁର ମଦୁରାଇରୁ ଆସିଥିବା ନିର୍ମଳା ବିଜେପି ମୁଖପାତ୍ରରୁ ନେଇ ଅର୍ଥ ମନ୍ତ୍ରୀ ହେବା ପର୍ଯ୍ୟନ୍ତ…
ୟୁପି ନିର୍ବାଚନ: ଅଖିଳେଶ ଯାଦବଙ୍କ ଯୋଗୀଙ୍କୁ ଟାର୍ଗେଟ, କହିଲେ ନିର୍ବାଚନରେ ବିଜେପି ଲିଷ୍ଟରେ ୯୯ କ୍ରିମିନାଲ ! ଶତକରୁ ୧ କମ୍
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ଜାରି ରହିଛିନ୍ତି ରାଜନେତାଙ୍କ ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ ରବିବାର ଏକ ଟ୍ୱିଟ କରି ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ।…
କୁକୁଡ଼ା ଫାର୍ମରେ ଲାଗିଲା ନିଆଁ, ୨୫୦୦ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: କୁକୁଡା ଫାର୍ମ ନିଆଁ ଲାଗିବା ଫଳରେ ସେଠାରେ ଥିବା ୨୫୦୦ରୁ ଅଧିକ କୁକୁଡା ଜଳିଯାଇଛନ୍ତି । ଶନିବାର ଦିନ ଏହି ଘଟଣା କେରଳର ଭାଜିକାଦଭୁ ଠାରେ ଘଟିଛି । ନିଆଁ ଲାଗିବା ଫଳରେ ଏକାବେଳକେ ୨୫୦୦ଟି କୁକୁଡା ପୋଡ଼ି…
ଗୋଡସେ ପ୍ରକୃତ ହିନ୍ଦୁତ୍ଵବାଦୀ ହୋଇଥିଲେ ଗାନ୍ଧୀଙ୍କୁ ନୁହେଁ ଜିନ୍ନାଙ୍କୁ ଗୁଳି କରିଥାନ୍ତା: ସଞ୍ଜୟ ରାଉତ
ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍ ରାଜନୀତିକୁ ପୁଣି ଥରେ ସରଗରମ କରିଛି। ଜଣେ ହିନ୍ଦୁତ୍ଵବାଦୀ ଗାନ୍ଧୀ ଜୀଙ୍କୁ ଗୁଳି କରିଥିଲେ, ରାହୁଲଙ୍କ…